କାହିଁକି ନୋଟାକୁ ପସନ୍ଦ କରୁଛନ୍ତି ଭୋଟର ?
ଭୁବନେଶ୍ବର () ରାଜ୍ୟରେ ଭୋଟର ଏବେ ବି ଇଭିଏମରେ ଭୋଟ ଦେବା ନେଇ ସମ୍ପୁର୍ଣ୍ଣ ସଚେତନ ହୋଇନାହାଁନ୍ତି । କିମ୍ବା ବିଭିନ୍ନ ଦଳ ବା ସ୍ବାଧୀନ ଭାବେ ନିର୍ବାଚନ ଲଢୁଥିବା ପ୍ରାର୍ଥୀମାନେ ସେମାନଙ୍କ ପସନ୍ଦ ନୁହଁନ୍ତି । ଗତ ନିର୍ବାଚନରେ ନୋଟା (none of the above)କୁ ଯେତିକି ଭୋଟ ଯାଇଛି ସେଥିରୁ…