Odia News Portal
Monthly Archives

March 2019

ମୁମ୍ବାଇରେ ଭୁଶୁଡ଼ିଲା ଫୁଟ୍‌ ଓଭର ବ୍ରିଜ୍‌, ୨ ମୃତ ଓ ୨୦ରୁ ଅଧିକ ଆହତ

ଭୁଷୁଡ଼ିଲା ଫୁଟ୍ ଓଭରବ୍ରିଜ୍ । ମୁମ୍ବାଇ ମହାନଗରୀ ଛତ୍ରପୁର ସିବାଜୀ ଟର୍ମିନସ୍ ଷ୍ଟେସନ ଠାରେ ଫୁଟ ଓଭରବ୍ରଜ୍ ଭୁଷୁଡ଼ି ପଡ଼ିଥିବା ସୂଚନା ମିଳିଛି । ଏହି ଫୁଟ ଓଭରବ୍ରିଜ୍ ସିଏସଏମଟି ପ୍ଲାଟଫର୍ମ ୧ ଉତ୍ତରକୁ ଲାଗି ରହିଥିବା ବି,ଟି ଲେନ୍ କୁ ଲାଗି ରହିଥିବା ଫୁଟବ୍ରିଜ୍ ଭୁଷୁଡ଼ି ପଡ଼ିଥିବା ସୂଚନା…

ଶେଷରେ ପଦ୍ମ ଧରିଲେ ଦାମ

ଭୁବନେଶ୍ବର() ପୂର୍ବତନ ମନ୍ତ୍ରୀ ତଥା ଡାକ୍ତର ଦାମୋଦର ରାଉତ ଆଜି ବିଜେପିରେ ଯୋଗ ଦେଇଛନ୍ତି । ବିଜେଡିରୁ ବହିଷ୍କାର ହେବା ପରେ ଦାମ କେଉଁ ଦଳକୁ ଯିବେ ସେ ନେଇ ସେ ନିଜେ ଦ୍ୱନ୍ଦ ଥିଲେ ଏବଂ ରାଜନୈତିକ ମହଲରେ ମଧ୍ୟ ସସପେନ୍ସ ରହିଥିଲା । ହେଲେ ଆଜି ଦାମ ବିଜେପିରେ ମିଶିବା ପରେ ସେ ସବୁ ଦୂର…

ନିର୍ବାଚନ କମିଶନଙ୍କ ହସ୍ତକ୍ଷେପ ଲୋଡ଼ିଲା ବିଜେଡ଼ି

ଭୁବନେଶ୍ବର (): ଗତ ବିଜେପୁର ଉପନିର୍ବାଚନ ବେଳେ ପେଟ୍ରୋଲ୍ ପମ୍ପ ମାଲିକ ଓ ମ୍ୟାନେଜରମାନଙ୍କଠାରୁ ପୁଳା ପୁଳା ଟଙ୍କା ଜବତ କରାଯାଇଥିଲା । କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶରେ ବିଜେପିର ନିର୍ବାଚନୀ ଖର୍ଚ୍ଚରେ ଲାଗିବା ପାଇଁ ଏହି ଟଙ୍କା ମହଜୁଦ ରହିଥିଲା ।…

ପପ୍ରିୟଙ୍କାଙ୍କୁ ୨.୭କୋଟି ଟଙ୍କାର ଉପହାର, ଜାଣନ୍ତୁ …

ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ପୁଣି ଚର୍ଚ୍ଚାରେ ରହିଛନ୍ତି । ସ୍ୱାମୀ ନିକ୍ ଜୋନ୍ସ ତାଙ୍କୁ ୨.୭କୋଟି ଟଙ୍କାର କାର୍ ଉପହାରରେ ଦେବା ପରେ ସେ ଖୁସି ହୋଇ ଏହାର ସୂଚନା ନିଜ ପ୍ରଶଂସକମାନଙ୍କୁ ଦେଇଛନ୍ତି । ଫଟୋ ସେୟାର କରି, “ଯେତେବେଳେ ସ୍ୱାମୀ ନମ୍ବର ଓ୍ଵାନ୍ ହୁଅନ୍ତି,…

ବିଜେଡିରୁ ଇସ୍ତଫା ଦେଲେ ନବରଙ୍ଗପୁର ସାସଂଦ ବଳଭଦ୍ର

ବିଜେଡିରୁ ଇସ୍ତଫା ଦେଲେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ । ଦଳ ଅଣଦେଖା କରିବାରୁ ବଳଭଦ୍ର ବିଜେଡିରୁ ଇସ୍ତଫା ଦେଇଛନ୍ତି ବୋଲି କହିଛନ୍ତି ବଳଭଦ୍ର । ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବଙ୍କୁ ଭେଟି ବଳଭଦ୍ର ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ନିର୍ବାଚନ ପୂର୍ବରୁ ବଳଭଦ୍ରଙ୍କ ଇସ୍ତଫା…

ଆଜିଠୁ ବଦଳିବ ପାଗ, ଆଗାମୀ ୧ ସପ୍ତାହ ପର୍ୟ୍ୟନ୍ତ ବର୍ଷା ସମ୍ଭାବନା

ଆଜିଠୁ ବଦଳିବ ପାଗ । ସପ୍ତାହକ ପର୍ୟ୍ୟନ୍ତ ଓଡ଼ିଶା ଉପରେ ବର୍ଷାର ପ୍ରଭାବ ରହିବାକୁ ଥିବାରୁ ତାପମାତ୍ରା କମିବ । ଦିନର ତାପମାତ୍ରା ୪ରୁ ୫ ଡିଗ୍ରି ପର୍ୟ୍ୟନ୍ତ ହ୍ରାସ ପାଇବ। ୨୦ ତାରିଖ ପର୍ୟ୍ୟନ୍ତ ଉତ୍ତର ଓ କେନ୍ଦ୍ରୀୟ ଓଡ଼ିଶାରେ କାଳବୈଶାଖୀ ବର୍ଷାର ପ୍ରଭାବ ଅଧିକ ରହିବ । ଉପକୂଳ ଓଡ଼ିଶାରେ…

ବିଜେଡିର ଇସ୍ତାହାର କିମିଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର () ବିଜେଡି ସୁପ୍ରିମୋ ନବୀନ ପଟନାୟକ ଆଜି 2019 ସାଧାରଣ ନିର୍ବାଚନ ପାଇଁ ଇସ୍ତାହାର କମିଟି ଗଠନ କରିଛନ୍ତି । 37 ଜଣିଆ ଇସ୍ତାହାର କମିଟିରେ ପୂର୍ବତନ ମନ୍ତ୍ରୀ ବେଦ ପ୍ରକାଶ ଅଗ୍ରୱାଲ ଅଧକ୍ଷ ଅଛନ୍ତି । ଆଜି ନବୀନ ପଟନାୟକ ଏହି କମିଟି ଗଠନର ଘୋଷଣା କରିଛନ୍ତି । ସଂସଦ ସୌମ୍ୟ…

ପଦ୍ମ ଛାଡି ଶଙ୍ଖ ଧରିଲେ ଶଶୀ

ବିଜେପିଠାରୁ ମୁହଁ ଫେରାଇ ପୁଣି ଥରେ ବିଜେଡିକୁ ଫେରିଛନ୍ତି ଶଶୀ କୁମାର ସାହୁ । ୨୦୧୪ରେ ଶଶୀ ସାହୁ ବିଜେଡି ଛାଡି ବିଜେପିରେ ସାମିଲ ହୋଇ ବିଧାୟକ ପ୍ରାର୍ଥୀ ହୋଇଥିଲେ । ନିର୍ବାଚନରେ ପରାଜୟର ସମ୍ମୁଖୀନ ହୋଇଥିଲେ ଶଶୀ । କିନ୍ତୁ ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା ବିଜେପିରେ ସାମିଲ ହେବା…

ଗୁରୁ ହତ୍ୟାକାରୀ ଏବେ ପୋଲିସ୍‍ ସେବାକାରୀ

ଭୁବନେଶ୍ୱର : ଛାତ୍ର ରାଜନୀତିରେ ଆଗକୁ ବଢିବାପାଇଁ ନିଜର ଦୁଇ ଦୁଇଜଣ ଗୁରୁଙ୍କୁ ଏକ ପ୍ରକାର ହତ୍ୟା କରିଥିବା ଜଣେ ଛାତ୍ରନେତା ଏବେ କମିଶନରେଟ ପୁଲିସ୍‍ ସେବାକାରୀ ସାଜିଥିବା ଅଭିଯୋଗ ହେଉଛି । ବାଣୀବିହାରର ପୂର୍ବତନ ସଭାପତି ପ୍ରକାଶ ତ୍ରିପାଠୀଙ୍କୁ ସିଲଟ ଧରାଇ ହରଡଘଣାରେ ପଡିଥିବା କମିଶନରେଟ…

ପ୍ରକାଶଙ୍କୁ ସିଲଟ ଧରାଇ ନିଜ ଜାଲରେ ଫସୁଛି ପୋଲିସ୍‍ 

ଭୁବନେଶ୍ୱର : ଉକ୍ରଳ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ରସଂଘ ସଭାପତି ପ୍ରକାଶ ତ୍ରିପାଠୀଙ୍କୁ ସହିଦନଗର ଥାନା ଗଣ୍ଡଗୋଳ ଘଟଣାରେ ସିଲଟ ଧରାଇ କମିଶନରେଟ ପୁଲିସ୍‍ ଏବେ ହରଡଘଣାରେ । ବିଭିନ୍ନ ଛାତ୍ରସଂଘ ଏହି ଘଟଣାରେ ପ୍ରତିବାଦ ଆରମ୍ଭ କରିଥିବାବେଳେ ଭାବମୂର୍ତ୍ତି ରକ୍ଷାଲାଗି ପୁଲିସ୍‍ ଦେଉଥିବା…