Odia News Portal
Monthly Archives

March 2019

ଚିଲିକା ନିର୍ବାଚନମଣ୍ଡଳୀର ନୂଆ ସମ୍ଭାବନା ମାନସ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆଜି ପ୍ରାର୍ଥୀ ଚୟନର ମୁଖ୍ୟ ଓ ଏକମାତ୍ର ମାନଦଣ୍ଡ ବିଜୟ ସମ୍ଭାବନା ବୋଲି କହିବା ପରେ ନବୀନ ନିବସକୁ ବିଜୟ ସମ୍ଭାବନା ଥିବା ପ୍ରାର୍ଥୀମାନେ ନିଜ ନିଜର ଆବେଦନ ନେଇ ପହଞ୍ଚିଥିଲେ । ଏମିତିତ ସବୁ ନିର୍ବାଚନମଣ୍ଡଳୀରୁ ନବୀନ ନିବସକୁ ଆଶାୟୀ ଆସୁଛନ୍ତି,…

ରାଜନୈତିକ ନେତାଙ୍କ ସହଯୋଗ ଲୋଡିଲେ ସିଇଓ

ଭୁବନେଶ୍ବର () ମୁଖ୍ୟ ନିର୍ବାଚନ ଅଧିକାରୀ ଆଜି ଏକ ସର୍ବଦଳୀୟ ବୈଠକରେ ନୂତନ ଭାବେ ଯୋଡ଼ା ଯାଇଥିବା ଫର୍ମ ୨୬ର ପରିବର୍ତ୍ତନ , ପ୍ୟାନ୍ କାର୍ଡ, ଏଭିଏମ୍  ରାଣ୍ଡମାଇଯେସନ, ମକ ପୋଲ ଓ ଷ୍ଟ୍ରଙ୍ଗ ରୁମର ସୁରକ୍ଷା ଉପରେ ବିଭିନ୍ନ ରାଜନୀତିକ ଦଳର  ସହଯୋଗ ଲୋଡିଛନ୍ତି। ପୋଷ୍ଟଲ୍ ବାଲେଟ୍ ଉପରେ ମଧ୍ୟ…

ଓଡିଶାର ହୋଇଥିଲେ ନବୀନଙ୍କୁ ଭୋଟ ଦେଇଥାନ୍ତି : ଅଳକା ଲାମ୍ବା

ଭବନେଶ୍ବର () ରାଜ୍ୟରେ 2019 ସାଧାରଣ ନିର୍ବାଚନରେ 21ଜଣ ସାଂସଦଙ୍କ ମଧ୍ୟରୁ ବିଜେଡି 33 ପ୍ରତିଶତ ଆସନରେ ମହିଳାଙ୍କୁ ପ୍ରାର୍ଥୀ କରିବ । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଏହି ଘୋଷଣା ଜାତୀୟ ସ୍ତରରେ ସବୁ ରାଜନୈତିକ ଦଳଗୁଡିକ ପାଇଁ ଏବେ ବେଞ୍ଚମାର୍କ ତିଆରି କରିଛି । ଦୀର୍ଘ ବର୍ଷ ଧରି…

ଏପ୍ରିଲରୁ କମିବ ସ୍କୁଲ ବ୍ୟାଗ୍ ବୋଝ

୨୦୧୯-୨୦ ଶିକ୍ଷାବର୍ଷରୁ ସ୍କୁଲ ବ୍ୟାଗ୍ ଓଜନ ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ସ୍କୁଲଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। କେଉଁ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସ୍କୁଲ ବ୍ୟାଗ୍ ଓଜନ କେତେ ରହିବ ତାହା ସ୍ପଷ୍ଟ କରାଯାଇଛି। ଏଥିସହ ସ୍କୁଲରେ ପାନୀୟ ଜଳ ବ୍ୟବସ୍ଥା, ନିୟମିତ ଭାବେ ଛାତ୍ରଛାତ୍ରୀଙ୍କ…

କାହିଁକି  ପ୍ରିୟଙ୍କାଙ୍କୁ କ୍ଷମା କରି ନାହାନ୍ତି ସଲମାନ୍ ? ଜାଣନ୍ତୁ

ବଲିଉଡର ସୁପରଷ୍ଟାର୍ ସଲମାନ୍ ଖାନ୍ ଓ ନାୟିକା ପ୍ରିୟଙ୍କା ଚୋପ୍ରାଙ୍କ ମଧ୍ୟରେ ବିବାଦ ଥମିବାର ନାମ ନେଉ ନାହିଁ। ପ୍ରିୟଙ୍କା ଚୋପ୍ରା ଏହା ଆଗରୁ ସଲମାନ୍ ଖାନ୍ଙ୍କ ଫିଲ୍ମ ‘ଭାରତ୍’ରେ କାମ କରିବାର ଥିଲା, ମାତ୍ର ଶେଷ ସମୟରେ ଏଥିରୁ ଓହରି ଯାଇଥିଲେ ପ୍ରିୟଙ୍କା ଚୋପ୍ରା । ସଲମାନ୍ ଖାନ୍ଙ୍କ ସହ…

ଅଘୋରୀ ବାବାମାନେ ମହିଳାଙ୍କ ଶବ ସହ କାହିଁକି ରଖିଥାନ୍ତି ଶାରିରୀକ ସମ୍ପର୍କ, ଜାଣନ୍ତୁ

ଅଘୋରୀ ଶବ୍ଦର ଅର୍ଥ ହେଉଛି ‘‘ଆଲୋକ ଦିଗରେ’’। ଏହି ଶବ୍ଦକୁ ପବିତ୍ରତା ଏବଂ ସମସ୍ତ ଖରାପ ଜିନିଷରୁ ମୁକ୍ତ ବୋଲି ବୁଝାଯାଇଥାଏ। କିନ୍ତୁ ଆପଣ ଜାଣନ୍ତି କି ଅଘୋରୀଙ୍କ ରହଣି ଏଗୁଡ଼ିକଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଅଘୋରୀ ଶ୍ମଶାନରୁ ଅର୍ଦ୍ଧପୋଡ଼ା ଶବକୁ ବାହାର କରି ସେଗୁଡ଼ିକର ମାଂସ ଖାଆନ୍ତି। ସେ…

ପଶ୍ଚିମବଙ୍ଗର ମାହୋଲ ଖରାପ କରିବା ପାଇଁ ଯୋଜନା କରୁଛି ବିଜେପି: ମମତା

ରବିବାର ଦିନ ଲୋକସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ ଆୟୋଗ ସୁନୀଲ ଅରୋଡା | ନିର୍ବାଚନ ତାରିଖ ନେଇ ନିର୍ବାଚନ ଆୟୋଗଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ | ଏଥିରେ ପଶ୍ଚିମବଙ୍ଗ ମମତା ବାନାର୍ଜୀ ମଧ୍ୟ ପଛରେ ନାହାନ୍ତି | ସେ କହିଛନ୍ତି ଯେ, ଲୋକସଭା ନିର୍ବାଚନ ସମୟସୀମା…

କିଏ ପାଇବ କଂଗ୍ରେସ ଟିକେଟ? ପଢନ୍ତୁ…

ରାଜ୍ୟରେ କେଉଁ ଆସନରେ କାହାକୁ ଟିକେଟ ଦେବ କଂଗ୍ରେସ ? ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ନେଇ ଦିଲ୍ଲୀରେ ଓଡ଼ିଶା ପାଇଁ ମାରାଥନ ବୈଠକ ହୋଇଛି । ପ୍ରଥମ ପର୍ୟ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ୨୫ ତାରିଖ ରହିଛି । ହାତରେ ମାତ୍ର ଆଉ କିଛି ଦିନ ବାକି ଥିବାରୁ ପ୍ରଥମ ପର୍ୟ୍ୟାୟ…

ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସର ସର୍ବଦଳୀୟ ବୈଠକ

ଅପ୍ରେଲ୍ ୧୧ ତାରିଖରେ ପ୍ରଥମ ପର୍ୟ୍ୟାୟରେ ୪ଟି ଲୋକସଭା ଆସନ ପାଇଁ ଭୋଟ୍ ନିଆଯିବ । ମେ ମାସ ୧୯ ପର୍ୟ୍ୟନ୍ତ ୭ଟି ପର୍ୟ୍ୟାୟରେ ଭୋଟ ଗ୍ରହଣ ହେବ । ଏବଂ ମେ ମାସ ୨୩ ତାରିଖରେ ଭୋଟ ଗଣତି ହେବ । ତେବେ ଏହି ନିର୍ବାଚନକୁ ଅପରାଧୀ ମୁକ୍ତ କରିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ…

ଏଥର ଵି ନିଜ ଦମରେ ଲଢ଼ିବ ଵିଜେଡି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆସନ୍ତା ସାଧାରଣ ନିର୍ବାଚନରେ ବିଜେଡିର ଅନ୍ୟ ରାଜନୈତିକ ଦଳ ସହ ମେଣ୍ଟକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଆଜି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସବୁ କଳ୍ପନାଜଳ୍ପନାରେ ପୂର୍ଣ୍ଣଛେଦ ପକାଇଛନ୍ତି । ବିଜେଡି ନିଜ ଦମରେ ନିର୍ବାଚନ ଲଢ଼ିବ । କାହାସହ ମେଣ୍ଟ କରିବ…