Odia News Portal
Monthly Archives

March 2019

ହକ୍ ମାଗୁଛି ଓଡ଼ିଶା କାର୍ୟ୍ୟକ୍ରମ ଆରମ୍ଭ

ଆଜିଠାରୁ ବିଜେଡିର ହକ୍ ମାଗୁଛି ଓଡିଶା ଅଭିଯାନ ଆରମ୍ଭ ହୋଇଛି । ଓଡିଶା ପ୍ରତି କେନ୍ଦ୍ର ସରକାରର ପ୍ରତାରଣା, ଅବହେଳା, ବୈମାତୃକ ମନୋଭାବ ବିରୋଧରେ ରାସ୍ତାକୁ ଓହ୍ଲାଇଛି ଯୁବ ଓ ଛାତ୍ର ବିଜୁ ଜନତା ଦଳ । ଓଡିଶାକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା , ନିଯୁକ୍ତି, ମହାନଦୀ, ଜାତୀୟ ରାଜପଥ, ଟେଲିକମ,…

ନିର୍ବାଚନ ପାଇଁ ଆମେ ପ୍ରସ୍ତୁତ: ନବୀନ ପଟ୍ଟନାୟକ

ଓଡ଼ିଶାରେ ୪ଟି ପର୍ୟ୍ୟାୟରେ ମତଦାନ ହେବ । ନିର୍ବାଚନ ପାଇଁ ବିଜେଡି ପ୍ରସ୍ତୁତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୦୧୯ ନିର୍ବାଚନରେ ବିଜେଡି ବହୁତ ଭଲ କରିବ । ଖୁବ୍ଶୀଘ୍ର ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯିବ । ଟିକେଟ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଖୁବ୍ଶୀଘ୍ର ପ୍ରଥମ…

ତ୍ରାଲ ଏନ୍‌କାଉଣ୍ଟରରେ ପୁଲଓ୍ବାମା ହମ୍‌ଲାର ମାଷ୍ଟରମାଇଣ୍ଡ ସଜ୍ଜାଦ ମୃତ

ନୂଆଦିଲ୍ଲୀ : ଦକ୍ଷିଣ କାଶ୍ମୀର ପୁଲଓ୍ବାମା ଜିଲ୍ଲା ତ୍ରାଲରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ଜୈସ୍-ଏ-ମହମ୍ମଦର ତିନି ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରେ ଜଣେ ପାକିସ୍ତାନ ଆତଙ୍କବାଦୀର ମୃତ୍ୟୁ ହୋଇଛି । ମୃତ…

ଜାଣନ୍ତୁ କାହିଁକି ବିବାହ ସମୟରେ ବର-କନିଆଙ୍କୁ ଲଗାଯାଏ ହଳଦୀ

ଭାରତୀୟ ବିବାହରେ ବର କନିଆଙ୍କୁ ସ୍ବତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଏ। ଭାରତୀୟ ବିବାହରେ ବର ଏବଂ କନିଆଙ୍କୁ ହଳଦୀ ଲଗାଇବାର ବିଶେଷ ପରାମ୍ପରା ରହିଛି ଯାହାକୁ ସମଗ୍ର ଦେଶ ମାନିଥାଏ। କୁହାଯାଏ ଯେ ଏହି ହଳଦୀ ଖରାପ ଶକ୍ତି ଠାରୁ ରକ୍ଷା କରିଥାଏ। ହଳଦିଆ ରଙ୍ଗ ଖୁସିର ପ୍ରତିକ ଅଟେ। ଏଥିପାଇଁ…

ପ୍ରକାଶଙ୍କୁ ସିଲଟ ଧରାଇ ଅକଳରେ ସହିଦନଗର ପୁଲିସ୍‍

ଭୁବନେଶ୍ୱର,୧୦ା୩ ():  ଶହୀଦନଗର ଥାନା ଗଣ୍ଡଗୋଳ ଘଟଣାରେ ବିଜେଡି ନେତା ତଥା ଉକ୍ରଳ ବିଶ୍ୱବିଦ୍ୟାଳୟର ପୂର୍ବତନ ସଭାପତି ପ୍ରକାଶ ତ୍ରିପାଠୀଙ୍କୁ ପୁଲିସ୍‍ ପୁରୁଣା ଦାଗୀ ଅପରାଧିଙ୍କ ଭଳି ସିଲଟ ଧରାଇ ଏବେ ଅକଳରେ ପଡିବାକୁ ଯାଉଛି । ପୁଲିସ୍‍ର ଏଭଳି ମାତ୍ରାଧିକ ଆଚରଣ ବିରୁଦ୍ଧରେ ପୂର୍ବତନ…

ଗୋଟେ ଭଲ ଜୀବନସାଥୀ ପାଇବାକୁ ଚାହୁଁଛନ୍ତି କି ? ଧ୍ୟାନ ଦିଅନ୍ତୁ ଏହି ୫ଟି ଦିଗ ଉପରେ

ଭରଷା ଅତୁଟ ରଖନ୍ତୁ ସମ୍ପର୍କର ମଜବୁତକୁ ଜାବୁଡି ରଖିଥାଏ ଦୁହିଁଙ୍କର ବିଶ୍ବାସ। ନିଜର ସମ୍ପର୍କକୁ ବିଶ୍ବସ୍ଥ ରଖିବା ପାଇଁ ଜଣ ଜଣଙ୍କ ଉପରେ ଭରଷା କରିବା ଶିଖନ୍ତୁ। ଏହା ସହିତ ସମ୍ପର୍କକୁ ବଞ୍ଚାଇ ରଖିବା ପାଇଁ କେବେବି ମିଛର ଆଶ୍ରା ନିଅନ୍ତୁ ନାହିଁ। ମିଛ ସନ୍ଦେହର କୀଡାକୁ ଜନ୍ମ ଦେଇଥାଏ ଏବଂ…

ଘୋଷଣା ହେଲା ନିର୍ବାଚନ ତାରିଖ : ଏପ୍ରିଲ ୧୧ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ଭୋଟ

ନୂଆଦିଲ୍ଲୀ: ଆଗାମୀ ସାଧାରଣ ନିର୍ବାଚନ ପାଇଁ ଆଜିଠୁ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ସହ ମତଦାନ ତାରିଖ ଘୋଷଣା ହୋଇଛି। ଜାତୀୟ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇ କହିଛନ୍ତି ଯେ, ସମଗ୍ର ଦେଶର ମୋଟ ୫୪୫ଟି ସିଟ୍ ପାଇଁ ୭ଟି…

ତୁଳସୀ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା : ଓଡିଶାରୁ ୩୩ପ୍ରତିଶତ ମହିଳା ସଂସଦକୁ ଯିବେ

କେନ୍ଦ୍ରାପଡା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡା ଗସ୍ତରେ ଯାଇ ମହିଳା ସମାବେଶରେ ଯୋଗଦେଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏକ ବଡ ଘୋଷଣା କରିଛନ୍ତି । ଲୋକସଭା ନିର୍ବାଚନରେ ଏକ ତୃତୀୟାଂଶ ମହିଳା ପ୍ରାର୍ଥି ଦେବ ବିଜେଡି । ଏପରିକି ୩୩ ପ୍ରତିଶତ ମହିଳା ସଂସଦକୁ ଯିବେ ବୋଲି…

ଆଜିଠାରୁ ବିଜେପିର ବିଜୟ ସଂକଳ୍ପ ଯାତ୍ରା, ୭ଦିନରେ ୫ହଜାର ସାଧାରଣ ସଭା

ଭୁବନେଶ୍ୱର : ଆଜିଠାରୁ ଭାରତୀୟ ଜନତା ପାର୍ଟି ତରଫରୁ ବିଜୟ ସଂକଳ୍ପ ଯାତ୍ରା ଆରମ୍ଭ ହେବାକୁ ଯାଉଛି । ରାଜ୍ୟର ସମସ୍ତ ସହର ଏବଂ ଗ୍ରାମରେ ଏହି ଯାତ୍ରା ଅନୁଷ୍ଠିତ ହେବ । ୭ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରା ଆଗାମୀ ୧୭ତାରିଖରେ ଶେଷ ହେବ । ଏହି ଯାତ୍ରାରେ ବିଜେପି ଜନତାଙ୍କ ନିକଟରେ…

ଆଜି ଚତୁର୍ଥ ଦିନିକିଆ : ଏକାଧିକ ପରିବର୍ତ୍ତନରେ ଖେଳିବ ଭାରତ

ମୋହାଲିରେ ଆଜି ଖେଳାଯିବ ଭାରତ ଅଷ୍ଟ୍ରେଲିଆ ଚତୁର୍ଥ ଦିନିକିଆ । ତୃତୀୟ ଦିନିକିଆକୁ ହାରିଯାଇଥିବା ଭାରତ ଏହି ମ୍ୟାଚ୍  ଜିତି ସିରିଜ୍  ଆଗୁଆ କବଜା କରିବା ଲକ୍ଷ୍ୟରେ ରହିବ । ସେପଟେ ଅଷ୍ଟ୍ରେଲିଆ ଏହି ମ୍ୟାଚ୍ ଜିତ ସମାନ ସ୍ଥିତିକୁ ଆସିବ ଲକ୍ଷ୍ୟରେ ରହିବ । ୫ ଟିକିଆ ମ୍ୟାଚ୍ ବିଶିଷ୍ଟ…