ଯୋଗ କରିବା ପାଇଁ କାହିଁକି ଜରୁରୀ ମ୍ୟାଟ୍ ? ଆସନ୍ତୁ ଜାଣିବା …
ଯୋଗ ଅଭ୍ୟାସ ଭାରତରେ ପ୍ରାଚୀନ କାଳରୁ ଚାଲି ଆସିଛି। ନିତିଦିନ ଏହାକୁ କରିବା ଦ୍ବାରା ମାନସୀକ ଏବଂ ଶରୀରିକ ସମସ୍ତ ସମସ୍ୟା ଠିକ୍ ହୋଇଥାଏ। ପୂର୍ବେ ପାଣି, ପଥର, କାଠ ଅଥବା ଭୁଇଁରେ ବସି ଯୋଗଭ୍ୟାସ କରାଯାଉଥିଲା। କିନ୍ତୁ ସମୟ ସହ ପରିବର୍ତ୍ତନ ହୋଇଛି ଏହାକୁ କରିବାର ଉପାୟ। ଏଣୁ ଏବେ…