Odia News Portal
Monthly Archives

March 2019

ପାକିସ୍ତାନୀ ଗାୟକ ଅତିଫଙ୍କ ବଦଳରେ ସଲମାନ ଗାଇବେ ‘ନୋଟବୁକ’ ର ଗୀତ …

ମାର୍ଚ୍ଚ ୨୯ ତାରିଖରେ ରିଲିଜ ହେବାକୁ ଥିବା ଫିଲ୍ମ ନୋଟବୁକର ମେ ତାରେ ଗୀତକୁ ରି-ରେକର୍ଡ କରାଯିବ। କାରଣ ପାକିସ୍ତାନୀ ଗାୟକଙ୍କୁ ବ୍ୟାନ କରିବା ପରେ ଏବେ ଗାୟକ ଆତିଫ ଅସଲମଙ୍କୁ ସ୍ଥାନରେ ଅଭିନେତା ସଲମାନ ନିଜେ ତାଙ୍କ ଫିଲ୍ମର ଗୀତ ଗାଇବେ। ଗୀତର ବୋଲ “ମେ ତାରେ” ଗୀତ। ଅଭିନେତା ପ୍ରନୂତନ…

ପାକିସ୍ତାନ ସେନାବାହିନୀରେ କେତେ ହିନ୍ଦୁ ଅଛନ୍ତି, ଜାଣନ୍ତୁ …

ପାକିସ୍ତାନରେ ସଂଖ୍ୟାଲଘୁଙ୍କୁ ସବୁ ପରୀକ୍ଷାରେ ବସିବା ପାଇଁ ଅନୁମତି ଅଛି। କିନ୍ତୁ ପାକିସ୍ତାନ ସେନା ବାହିନୀରେ ହିନ୍ଦୁ ଓ ଶିଖଙ୍କ ସଂଖ୍ୟା ଅତି ନଗଣ୍ୟ। ପାକିସ୍ତାନରେ ବର୍ତ୍ତମାନ ପ୍ରଚଳିତ ନିୟମ ଅନୁସାରେ ଇଣ୍ଟର ସର୍ଭିସେସ ସିଲେକଶନ ବୋର୍ଡ ପରୀକ୍ଷା ସବୁ ବର୍ଗର ଯୋଗ୍ୟ ପ୍ରାର୍ଥି…

ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କଲେ ଆମିକସକ୍ୟୁରୀ

ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟରେ ଅନ୍ତରୀଣ ରିପୋର୍ଟ ଦାଖଲ କଲେ ଆମିକସକ୍ୟୁରୀ ରଞ୍ଜିତ୍ କୁମାର । ଆସନ୍ତା ଏପ୍ରିଲ ୨ରେ ହେବ ପରବର୍ତ୍ତୀ ଶୁଣାଣି ହେବ । ଗତ ୨୩ ତାରିଖରେ ପୁରୀ ଆସି ତଥ୍ୟ ସଂଗ୍ରହ କରିଥିଲେ ଆମିକସ କ୍ୟୁରୀ ରଂଜିତ କୁମାର । ଏହି ସମୟରେ ସେ ପୁରୀ ଗଜପତି, ମନ୍ଦିର…

ଆରମ୍ଭ ହେଲା ବିଜେଡିର ଘରେ ଘରେ ଶଙ୍ଖ ଅଭିଯାନ

ଭୁବନେଶ୍ବର () 2019 ସାଧାରଣ ନିର୍ବାଚନ ପାଇଁ ଇସ୍ତାହାର ପ୍ରସ୍ତୁତି ପାଇଁ ବିଜେଡି ଆରମ୍ଭ କରିଛି ପ୍ରକ୍ରିୟା । ଆଜି ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ 103ତମ ଜନ୍ମ ଜୟନ୍ତୀରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନା ଆରମ୍ଭ କରିଛନ୍ତି । ଜଟଣୀ ବ୍ଲକର ସୁନ୍ଦରପଦା ନିକଟସ୍ଥ…

ନବୀନଙ୍କ ମାରାଥନ୍‌ ଜିଲ୍ଲା ଗସ୍ତ ବିରୋଧୀ କ୍ୟାମ୍ପର ନିଦ ହଜାଇ ଦେଇଛି

ଭୁବନେଶ୍ୱର : ‘ଆପଣମାନେ ଖୁସି ତ..? ମୁଁ ଖୁସି ।’-ସୁନ୍ଦରଗଡ଼ରୁ ଗଜପତି, ଖୋର୍ଦ୍ଧାରୁ ମୟୂରଭଞ୍ଜ । ଗୋଟିଏ ପରେ ଗୋଟିଏ ସମାବେଶ । କେଉଁଠି ମିଶନ ଶକ୍ତି, କେଉଁଠି କାଳିଆ, ଆଉ କେଉଁଠି ଯୁବ ସମାବେଶ । ହାତଗଣତି ୩/୪ଟି ଜିଲ୍ଲାକୁ ଛାଡ଼ିଦେଲେ ସବୁ ଜିଲ୍ଲା ଖେଦି ସାରିଲେଣି ମୁଖ୍ୟମନ୍ତ୍ରୀ ନବୀନ…

ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୩ ତମ ଜନ୍ମଜୟନ୍ତୀ

ଭୁବନେଶ୍ବର : ଆଜି ପ୍ରବାଦ ପୁରୁଷ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୩ତମ ଜନ୍ମ ଜୟନ୍ତୀ। ରାଜ୍ୟବ୍ୟାପୀ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ସଭାର କାର୍ଯ୍ୟକ୍ରମ ରହିଛି। ବିଜେଡି କାର୍ଯ୍ୟାଳୟ ସହ ବିଜୁ ପଟ୍ଟନାୟକ ପାର୍କରେ ପୁଷ୍ପ ମାଲ୍ୟାର୍ପଣ ସହ…

ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ମିନି ମାରାଥନ୍

ଭୁବନେଶ୍ୱର, ( ଚକ୍ରଧର ମାଝି ) ପ୍ରବାଦ ପୁରୁଷ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ଭୁବନେଶ୍ୱରରେ ଏକ ମିନି ମାରାଥନ ଆୟୋଜିତ ହୋଇଯାଇଛି। ଆଜି ସକାଳ ୭ଟାରେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ପତାକା ଦେଖାଇ ଏହି ମାରାଥନର…

୨୦୧୯ ନିର୍ବାଚନ ଲଢିବେ ନାହିଁ ଢେଙ୍କାନାଳର ଵିଜେଡି ସାଂସଦ !

ଭୁବନେଶ୍ୱର : ଆସନ୍ତା ସାଧାରଣ ନିର୍ବାଚନ ଲଢିବେ ନାହିଁ ଢେଙ୍କାନାଳ ବିଜୁ ଜନତା ଦଳର ସାଂସଦ ତଥାଗତ ଶତପଥୀ । ଏନେଇ ସେ ଅତିଶୀଘ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅବଗତ କରିବେ ବୋଲି କହିଛନ୍ତି । ସାଂସଦଙ୍କର ନିକଟତମ ମହଲରୁ ଏହି ଖବର ମିଳିଛି  । ମିଳିଥିବା ଖବର ଅନୁସାରେ, ତଥାଗତ…

ଆଜି ବସିବ ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ବର : ଆଜି ବସିବ ମନ୍ତ୍ରୀ ପରିଷଦ ବୈଠକ। ଅପରାହ୍ନରେ ସଚ୍ଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ। ୨୦୧୪ ସାଧାରଣ ନିର୍ବାଚନରେ ବିଜେଡି ପକ୍ଷରୁ ଘୋଷଣା କରାଯାଇଥିବା ନିର୍ବାଚନୀ ଇସ୍ତାହାର କେତେ ପାଳନ କରାଯାଇଛି ସେନେଇ ବୈଠକରେ ଆଲୋଚନା କରାଯିବ। ଏହାସହ…

ଆରଡି ବାବା ଆଖଣ୍ଡଳମଣୀଙ୍କ ମନ୍ଦିରରେ ଭୋର ୪ଟା ୪୦ରେ ଉଠିଲା ମହାଦୀପ

ଭଦ୍ରକ : ପବିତ୍ର ମହାଶିବରାତ୍ରୀ ଉପଲକ୍ଷେ ଉତ୍ସବ ମୁଖର ହୋଇଉଠିଥିଲା ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆରଡିର ବାବା ଆଖଣ୍ଡଳମଣୀଙ୍କ ମନ୍ଦିର। ଭୋର ୪ଟା ୪୦ ମିନିଟ୍‌ରେ ମନ୍ଦିର ଚୁଡାକୁ ଉଠିଥିଲା ମହାଦୀପ। ହରିବୋଲ ହୁଳୁହୁଳିରେ ପ୍ରକମ୍ପିତ ହୋଇଥିଲା ପରିବେଶ। ହଜାର ହଜାର ଶ୍ରଦ୍ଧାଳୁ…