Odia News Portal
Monthly Archives

March 2019

ଆଜି ନାଗପୁରରେ ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନିକିଆ

ନାଗପୁର : ଆଜି ନାଗପୁରରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଦିନିକିଆ। ହାଇଦ୍ରାବାଦରେ ପ୍ରଥମ ଦିନିକିଆରେ ବିଜୟ ଲାଭ କରିବା ପରେ ଆଜି ଦ୍ୱିତୀୟ ଦିନିକିଆରେ ବିଜୟ ଧାରା ଅବ୍ୟାହତ ରଖିବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ ଟିମ ଇଣ୍ଡିଆ। ସେପଟ ସିରିଜକୁ କମବ୍ୟାକ କରିବାକୁ ଚାହୁଁଥିବା…

ଏପ୍ରିଲରେ ବିବାହ କରିବେ ଅର୍ଜୁନ୍ ଏବଂ ମଲାଇକା !

ବିବାହ କରିବେ ଅର୍ଜୁନ କପୁର ଏବଂ ମଲାଇକା ଅରୋରା । ଦୀର୍ଘ ଦିନ ଧରି ଉଭୟଙ୍କ ସମ୍ପର୍କକୁ ନେଇ ଅନେକ ଚର୍ଚ୍ଚା ଶୁଣିବାକୁ ମିଳୁଥିଲା । ଏବେ ଏହି ଚର୍ଚ୍ଚାରେ ଏକ ପ୍ରକାର ପୂର୍ଣ୍ଣଚ୍ଛେଦ ପଡିଛି । କାରଣ ଶୁଣିବାକୁ ମିଳୁଛି ଚଳିତ ବର୍ଷ ଏପ୍ରିଲ୍ ମାସରେ ଉଭୟ କରିପାରନ୍ତି ବିବାହ । ଆଉ ଏହି କଥାକୁ…

ଜାଗରରେ ପଦ୍ମ ପୋଖରୀରେ ଦୀପ ଜାଳିଲେ ବୈଜୟନ୍ତ

ଭୁବନେଶ୍ବର : ୯ମାସ ଧରି ଲାଗିରହିଥିବା ଚର୍ଚାର ପଡିଲା ଯବନିକା । ଶେଷରେ ବିଜେପି ର ପଦ୍ମ ଧରିଛନ୍ତି ବୈଜୟନ୍ତ ପଣ୍ଡା । ଆଜି ବିଦ୍ଧିବଦ୍ଧ ଭାବରେ ବିଜେପି ଦିଲ୍ଲୀ କାର୍ଯ୍ୟାଳୟ ରେ ଅମିତ ଶାହା ଙ୍କ ଉପସ୍ତିତି ରେ ଯୋଗ ଦେଇଛନ୍ତି ବୈଜୟନ୍ତ । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ,ଜୁଏଲ…

ବଲିଉଡର ସବୁଠୁ ଚର୍ଚ୍ଚିତ ଯୋଡ଼ି ସଲମାନ-ଐଶ୍ୱର୍ଯ୍ୟା : ୨୦ ବର୍ଷ ପରେ ଏକାଠି

ମୁମ୍ବାଇ: ଦୀର୍ଘ ୨୦ ବର୍ଷ ପରେ ଏକାଠି ହେବାକୁ ଯାଉଛନ୍ତି ବଲିଉଡର ସବୁଠୁ ଚର୍ଚ୍ଚିତ ଯୋଡ଼ି ସଲମାନ-ଐଶ୍ୱର୍ଯ୍ୟା। ଦୁହେଁ ବଲିଉଡର ଷ୍ଟାର ଫିଲ୍ମ ମେକର ସଜୟ ଲୀଲା ଭଂଶାଲୀଙ୍କ ଏକ ରୋମାଣ୍ଟିକ ପ୍ରୋଜେକ୍ଟରେ ଏକାଠି ହେବେ । ଫିଲ୍ମଟିର ନାଁ ‘ହମ୍‌ ଦିଲ୍‌ ଦେ ଚୁକେ ସନମ୍‌-୨’ ହେବ ବୋଲି ଶୁଣିବାକୁ…

ନିର୍ବାଚନ ଜିତିବା ପାଇଁ ବିଜେପି ସରକାର ଏୟାର ଷ୍ଟ୍ରାଇକକୁ ହାତ ବାରିଶି କରିଛନ୍ତି : ସିଦ୍ଧୁ

ମୁମ୍ବାଇ : ପଞ୍ଜାବର କ୍ୟାବିନେଟ୍ ମନ୍ତ୍ରୀ ଏବଂ ଟିଭି ସେଲିବ୍ରିଟି ନବଜ୍ୟୋତ ସିଂହ ସିଦ୍ଧୁ ‘ଦ କପିଳ ଶର୍ମା ଶୋ’କୁ ଫେରି ପାରନ୍ତି। ସିଦ୍ଧୁ ପୁଲଓ୍ବାମା ଆକ୍ରମଣର ଜବାବରେ ପାକିସ୍ତାନର ବାଳାକୋଟରେ କରାଯାଇଥିବା ଭାରତୀୟ ସେନାଙ୍କ ଏୟାରଷ୍ଟ୍ରାଇକକୁ ନେଇ ପ୍ରଶ୍ନ ଉଠାଇଛନ୍ତି।  ନିର୍ବାଚନ…

ରେଳ ପ୍ରକଳ୍ପ ପାଇଁ ବାଧକ ସାଜିଛନ୍ତି ରାଜ୍ୟ ସରକାର : ମନୋଜ ସିହ୍ନା

ଭୁବନେଶ୍ବର : ଓଡିଶାରେ ଦ୍ରୁତ ଗତିରେ ରେଳ ବିକାଶ ହୋଇଛି । ତେବେ ବିଭିନ୍ନ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣରେ ରାଜ୍ୟ ସରକାର ବାଧକ ସାଜିଥିବା ରେଳ ରାଷ୍ଟ୍ରମନ୍ତ୍ରୀ ଅଭିଯୋଗ କରିଛନ୍ତି । ଦିନିକିଆ ଓଡିଶା ଗସ୍ତରେ ଆସି ଏଭଳି କହିଛନ୍ତି ରେଳ ରାଷ୍ଟ୍ରମନ୍ତ୍ରୀ  ମନୋଜ ସିହ୍ନା । ଇଷ୍ଟକୋଷ୍ଟ…

୨୪ଘଣ୍ଟା ମଧ୍ୟରେ ୮ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା

ଭୁବନେଶ୍ବର : ଆଗାମୀ ୨୪ ଘଣ୍ଟାରେ  ରାଜ୍ୟର କେତେକ ସ୍ଥାନରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଥିବା ସୂଚନା ଦେଇଛି ପାଣିପାଗ ବିଭାଗ । ବିଶେଷ କରି ଅପରାହ୍ନରେ ଉତ୍ତର ଓ ଉପକୂଳ ଓଡିଶାରେ ଏହାର ପ୍ରଭାବ ଅଧିକ ରହିବ ବୋଲି ସୂଚନା ମିଳିଛି ।  ତେବେ ବାଲେଶ୍ବର , ଭଦ୍ରକ, କେନ୍ଦୁଝର, କଟକ,…

ସମ୍ବଲପୁର-ସାଲିମାର ଭାୟା ତାଳଚେରକୁ ଚାଲିବ ନୂଆ ଟ୍ରେନ୍‌ : ରେଳ ରାଷ୍ଟମନ୍ତ୍ରୀ ମନୋଜ ସିହ୍ନା

ଭୁବନେଶ୍ୱର : ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ବହୁ ଘୋଷଣା କରିଛନ୍ତି ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା। ସମ୍ବଲପୁର-ସାଲିମାଲ ଭାୟା ତାଳଚେର ଦେଇ ଚାଲିବ ଟ୍ରେନ୍‌। ସପ୍ତାହକୁ ୩ଦିନ ଏହି ଟ୍ରେନ୍‌ ଗଡ଼ିବ। ସେହିପରି ରେଳମନ୍ତ୍ରୀ ଘୋଷଣା କରିଛନ୍ତି, ଗଣ୍ଡଓ୍ଵାନା ଏକ୍ସପ୍ରେସ୍‌ ଭାୟା…

ରାଜଧାନୀ ଏକ୍ସପ୍ରେସ୍‌କୁ ପୂରିଲା ୫୦ ବର୍ଷ : ଯାତ୍ରୀମାନଙ୍କୁ ଦିଆଗଲା ରସଗୋଲା ଓ ମାଛଭଜା

କୋଲକାତା: ବିଂଶ ଶତାବ୍ଦୀର ୬୦ ଦଶକରେ ବିଳାସ ଓ ବେଗରେ ଭାରତୀୟ ରେଳବାଇରେ ପରିବର୍ତ୍ତନ ଆଣିଥିବା ଦେଶର ପ୍ରଥମ ରାଜଧାନୀ ଏକ୍ସପ୍ରେସ୍‌କୁ ରବିବାର ଦିନ ୫୦ ବର୍ଷ ପୂରିଛି। ଏହି ସୁବର୍ଣ୍ଣ ଜୟନ୍ତୀ ଦିବସ ଅବସରରେ ହାଓଡ଼ା ଷ୍ଟେସନ୍‌ରୁ ପୁଷ୍ପବିମଣ୍ଡିତ ହୋଇ ବାହାରିଥିଲା ରେଳଗାଡ଼ି। ଇଷ୍ଟର୍ଣ୍ଣ…

୨୦୧୯ରେ ଓଡିଶା ଓ କେନ୍ଦ୍ରରେ ବିଜେପି ସରକାର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ  : ଓଡିଶାରେ ସରକାର ଗଢିବା ସହିତ କେନ୍ଦ୍ରରେ ବି ବିଜେପି ଜିତିବ ବେ।ଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଉଟଲୁକ୍ ମାଗାଜିନ୍ କାର୍ଯ୍ୟକ୍ରମରେ ଯୋଗଦେଇ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୨୦୦୯ ଏବଂ ୨୦୧୪ ରେ ପରିସ୍ଥିତି ଅପେକ୍ଷା ୨୦୧୯…