Odia News Portal
Monthly Archives

March 2019

ମାର୍ଶାଘାଇ ଗରଜଙ୍ଗା ଗାଁରେ ଛୁରାମାଡ

କେନ୍ଦ୍ରାପଡା : କେନ୍ଦ୍ରାପଡା ମାର୍ଶାଘାଇ ଥାନା ଗରଜଙ୍ଗା ଗାଁର ରାଜ କିଶୋର ମାହାଳିଙ୍କୁ ଛୁରାମାଡ । କେହି ଅଜଣା ଦୁର୍ବୃତ୍ତ ତାଙ୍କୁ ଛୁରି ଭୁସି ଗୁରୁତର ଅବସ୍ଥାରେ ରାସ୍ତାରେ ଫିଙ୍ଗି ଦେଇଥିଲେ । ରାଜକିଶୋରଙ୍କର ତଳିପେଟ ଓ ବେକରେ ଗଭୀର ଆଘାତ ଲାଗିଛି । ତାଙ୍କୁ ପ୍ରଥମେ କେନ୍ଦ୍ରାପଡା ପରେ…

ଥାନାରେ ପଶି ଆକ୍ରମଣ : ୪ ପୁଲିସ ଅଧିକାରୀ ଆହତ

ଭୁବନେଶ୍ବର : ଥାନାରେ ପଶି ଆକ୍ରମଣ । ବିଳମ୍ବିତ ରାତିରେ ଭୁବନେଶ୍ବର ସହିଦନଗର ଥାନାରେ ଥାନା ଅଧିକାରୀଙ୍କ ସମେତ ୪ପୁଲିସ ଅଧିକାରୀଙ୍କୁ ସଂଘବଦ୍ଧ ଆକ୍ରମଣ । ପୋଲିସ ହେପାଜତରେ ଥିବା ତିନି ଜଣ ଅଭିଯୁକ୍ତଙ୍କୁ ୮ରୁ ୧୦ଜଣ ଦୁର୍ବୃତ୍ତ ଆକ୍ରମଣ କରିବା ସମୟରେ ପୋଲିସ ଅଟକାଇବାରୁ ଆକ୍ରମଣର ଶିକାର…

ତ୍ରିଶଳପୁର ଛକରେ ଡମ୍ଫରକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ : ୧୧ ଆହତ

ଭଦ୍ରକ : ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ତ୍ରିଶଳପୁର ଛକରେ ଡମ୍ଫରକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣା ଫଳରେ ୫ଜଣ ଗୁରୁତର ହୋଇଥିବା ବେଳେ ୧୧ ଆହତ ହୋଇଛନ୍ତି । ଆହତ ଓ ଗୁରୁତର ସମସ୍ତଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ଅଧିକାଂଶ ଆହତ ଯାତ୍ରୀମାନେ ପଶ୍ଚିମବଙ୍ଗ…

ଆସନ୍ତା ୧୦ ତାରିଖରେ ଘୋଷଣା ହେବ ନିର୍ବାଚନ ତାରିଖ !

ନୂଆଦିଲ୍ଲୀ : ଆସନ୍ତା ମାର୍ଚ୍ଚ ୧୦ ତାରିଖରେ କେନ୍ଦ୍ରୀୟ ନିର୍ବାଚନ ଆୟୋଗ ନିର୍ବାଚନ ତାରିଖ ଘୋଷଣା କରିବା ସହ ସେହି ଦିନଠାରୁ ସମଗ୍ର ଦେଶରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇପାରେ । ପୂର୍ବରୁ ମାର୍ଚ୍ଚ ପ୍ରଥମ ସପ୍ତାହରେ ନିର୍ବାଚନ ତାରିଖ ଘୋଷଣା ହେବ ବୋଲି ମୁଖ୍ୟ ନିର୍ବାଚନ ଆୟୋଗ ସଂକେତ…

ସାଲେପୁରରେ ‘ହନୁମାନ ପଇସା’ କାରବାର !

କଟକ : ସାଲେପୁର ସିଦ୍ଧୋରେ ଖୋଲିଥିବା ହନୁମାନ ପଇସା କୁଟିର ଶୀଳ୍ପ ଏବେ ସହରକୁ ମୁହାଁଇଲାଣି। ମାଫିଆମାନେ ମଙ୍ଗଳାବାଗ, ପୁରୀଘାଟ, ଚାନ୍ଦୀନଚୌକ ଅଞ୍ଚଳରେ ଏଭଳି ବେଆଇନ କାରବାର ଆରମ୍ଭ କଲେଣି। କ୍ରମାଗତ ଭାବେ ଲାଲବାଗ ଥାନା ଅଞ୍ଚଳର କିଛି ମାଫିଆ ଏବେ ନିର୍ଦ୍ଦିଷ୍ଟ େଵବ୍‌ସାଇଟ୍‌ରେ…

ଉତ୍ତରପ୍ରଦେଶର ଆମେଠିରେ ପ୍ରସ୍ତୁତ ହେବ ଏକେ-୨୦୩ ରାଇଫଲ : ପ୍ରଧାନମନ୍ତ୍ରୀ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ଆମେଠିରେ ପ୍ରସ୍ତୁତ ହେବ ଏକେ-୨୦୩ ରାଇଫଲ । ଏହି ରାଇଫଲ ହେବ ଆମେଠିର ପରିଚୟ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସଂସଦୀୟ କ୍ଷେତ୍ର ଆମେଠିରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫୩୮ କୋଟି ଟଙ୍କା ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି । ଏହା…

ଆଜି ମହାଶିବରାତ୍ରୀ : ଜାଗର ଯାତ୍ରା ପାଇଁ ସବୁ ଶୈବ ପୀଠରେ ପ୍ରସ୍ତୁତି ଚୂଡାନ୍ତ , ଆସନ୍ତୁ ଜାଣିବା କେତେବେଳେ ଉଠିବ…

ଭୁବନେଶ୍ବର : ଆଜି  ମହାଶିବରାତ୍ରୀ । ଜାଗର ଯାତ୍ରା ପାଇଁ ରାଜ୍ୟର ସବୁ ଶୈବ ପୀଠରେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ । ଭୁବନେଶ୍ବରର ଶ୍ରୀଲିଙ୍ଗରାଜ, ପୁରୀର ଶ୍ରୀଲୋକନାଥ, ଆରଡିର ବାବାଆଖଣ୍ଡଳମଣି, ନୟାଗଡ଼ର ଲଡୁବାବା, ରାଉରକେଲାର ବେଦବ୍ୟାସ, ଢେଙ୍କାନାଳର କପିଳାସରେ ବ୍ୟାପକ ଆୟୋଜନ ହୋଇଛି…

ବିଜୁ ଜୟନ୍ତୀରୁ ଆରମ୍ଭ ହେବ ‘ଘରେ ଘରେ ଶଙ୍ଖ’ କାର୍ଯ୍ୟକ୍ରମ

ଭୁବନେଶ୍ବର : ମାର୍ଚ୍ଚ ୫ ବିଜୁ ଜୟନ୍ତୀରୁ ଆରମ୍ଭ ହେବ ‘ଘରେ ଘରେ ଶଙ୍ଖ’ କାର୍ଯ୍ୟକ୍ରମ । ବିଜୁ ବାବୁଙ୍କ ୧୦୩ତମ ଜୟନ୍ତୀକୁ ସାରା ରାଜ୍ୟରେ ମହାସମାରୋହରେ ପାଳନ କରିବ ବିଜେଡି । ଆଉ ଏହି ଦିନହିଁ ଆରମ୍ଭ ହେବ ବିଜେଡିର ‘ଘରେ ଘରେ ଶଙ୍ଖ’ କାର୍ଯ୍ୟକ୍ରମ । ବିଜୁ ମହିଳା ଜନତା ଦଳ ସଦସ୍ୟମାନେ…

ମୁଖ୍ୟମନ୍ତ୍ରୀଙ୍କ ମହିଳାମାନଙ୍କୁ ସ୍ୱାବଲମ୍ବୀ ହେବାକୁ ଆହ୍ୱାନ

ଭୁବନେଶ୍ୱର () ରାଜ୍ୟରେ ମିଶନ ଶକ୍ତି ଜରିଆରେ ମହିଳା ସଶକ୍ତିକରଣରେ ପ୍ରତିଶ୍ରୁତିବଦ୍ଧ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆଜି ଖୋର୍ଦ୍ଧାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ସିଡ୍ ମନି ପ୍ରଦାନ କରିଛନ୍ତି । ଖୋର୍ଦ୍ଧାର ମୁକୁଣ୍ଡପ୍ରସାଦ ଗୋଶାଳା ପଡ଼ିଆରେ ଆୟୋଜିତ ମିଶନ ଶକ୍ତିର ଏକ ବିରାଟ…

କୁମ୍ବଲେ ପୁଣି ଆଇସିସି କି୍ରକେଟ ସମିତିର ଅଧ୍ୟକ୍ଷ

ଟିମ ଇଣ୍ଡିଅ ।ର ପୂର୍ବତନ ପ୍ରସିଦ୍ଧ ଲେଗ ସ୍ପିନର ଅନିଲ କୁମ୍ବଲେଙ୍କୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) କ୍ରିକେଟ ସମିତିର ଅଧ୍ୟକ୍ଷ ପଦରେ ନିଯୁକ୍ତି ଦେଇଛି । ସେ ୩ ବର୍ଷ ଯାଏଁ ଏହି ପଦରେ ରହିବେ । କୁମ୍ବଲେ ଏହା ପୂର୍ବରୁ ଅ ।ଇସିସି କ୍ରିକେଟ ସମିତିର ଅଧ୍ୟକ୍ଷ ପଦରେ ରହିଛନ୍ତି । ଅ…