ଶଙ୍ଖ ଧରିଲେ ହ୍ୟୁମାନ
ଶଙ୍ଖ ଧରିଲେ ହ୍ୟୁମାନ ସାଗର । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନବୀନ ନିବାସରେ ବିଧିବଦ୍ଧ ଭାବେ ଶଙ୍ଖ ଧରିଛନ୍ତି ହ୍ୟୁମାନ ସାଗର ।ହ୍ୟୁମାନଙ୍କ ଯୋଗଦାନ ଦଳକୁ ଅଧିକ ମଜବୁତ କରିବ ବୋଲି କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଓଡିଶାର ଯୁବ ବର୍ଗଙ୍କୁ ନିଜ ଗୀତର ଯାଦୁରେ ମତୁଆଲା…