ଶ୍ରୀଜଗନ୍ନାଥ ଆଉଟଡ଼ୋର ଷ୍ଟାଡ଼ିୟମର ଶିଳାନ୍ୟାସ
ପୁରୀ : ପୁରୀରେ ବହୁ ପ୍ରତୀକ୍ଷିତ ଶ୍ରୀଜଗନ୍ନାଥ ଆଉଟଡ଼ୋର ଷ୍ଟାଡ଼ିୟମର ଶିଳାନ୍ୟାସ । ଅବଢ଼ା ଯୋଜନାରେ ଷ୍ଟାଡ଼ିୟମ ପାଇଁ ୨୬ କୋଟି ୧୬ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି । ଦେଢ଼ ବର୍ଷରେ କାମ ସରିବ । ତେବେ ୧୯୮୭ ମସିହାରୁ ବାରମ୍ବାର ଶିଳାନ୍ୟାସ ହେଉଛି । ହେଲେ ଆଜି ଯାଏଁ ଇଟା ଖଣ୍ଡେ…