Odia News Portal
Monthly Archives

March 2019

ଏମିତି ପୁରୁଷଙ୍କୁ ବିଲକୁଲ ପସନ୍ଦ କରନ୍ତି ନାହିଁ ମହିଳା

ଆଜିର ସମୟରେ ପ୍ରେମୀକ-ପ୍ରେମିକା ହେବା କିଛି ଖାସ ବଡ଼ କଥା ନୁହଁ। କିନ୍ତୁ ବାସ୍ତବ ସେହି ସମ୍ପର୍କ କେତେ ଦୂର ସଫଳ ହେଉଛି ତାହା ମୁଖ୍ୟକଥା ରହିଥାଏ। ଦେଖିବାକୁ ଗଲେ ବର୍ତ୍ତମାନ ଯେତେ ଶୀଘ୍ର ସଂପର୍କ ସ୍ଥାପନ ହୋଇଥାଏ ସେତେ ଶୀଘ୍ର ଭାଙ୍ଗି ମଧ୍ୟ ଯାଇଥାଏ। ତେବେ ଆଜିକାଲି ବହୁତ ଛୋଟଛୋଟ କଥାରେ…

କଂଗ୍ରେସ ଖେଳିଲା ମହିଳା କାର୍ଡ

ମହିଳାଙ୍କ ଖାତାକୁ ପ୍ରତିବର୍ଷ ୭୨ ହଜାର ଟଙ୍କା ଯିବ ବୋଲି ଘୋଷଣା କରିଛି କଂଗ୍ରେସ । ଏ ନେଇ ମୋଦିଙ୍କୁ ଘେରିଛନ୍ତି କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜୱାଲା । ଦଳ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ହେଉଛନ୍ତି ଗରିବ ବିରୋଧୀ । ମୋଦି ସରକାର ଏହି ଯୋଜନା ବିରୋଧରେ ନା ସପକ୍ଷରେ ତାହ ସ୍ପଷ୍ଟ…

ଏଣିକି ନବୀନଙ୍କ ସଂପର୍କରେ ଦେଇପାରିବେ ନିଜ ଅନୁଭୂତି

ଭୁବନେଶ୍ବର () ଏଣିକି ସାଧାରଣ ଲୋକ ବି ନବୀନ ପଟ୍ଟନାୟକଙ୍କ ସଂପର୍କରେ ନିଜର ମତାମତ ରଖିପାରିବେ । ସେ ମହିଳା କି ଚାଷୀ, ଯୁବକ ଯୁବତୀ କି ବୁଦ୍ଧିଜୀବୀ ସମସ୍ତେ ନବୀନଙ୍କ ସଂପର୍କରେ ନିଜ ଅନୁଭୂତି କିମ୍ବା ମତ ମନ୍ତବ୍ୟ ରଖିପାରିବେ । ଏଥିପାଇଁ ବିଜେଡି ଆରମ୍ଭ କରିଛି ଏକ ନୂଆ ଶୈଳୀର ପ୍ରଚାର…

ଧର୍ମ ନାଁରେ ରାଜନୀତି କରୁଛି ବିଜେପି :ସସ୍ମିତ ପାତ୍ର

ପୁରୀ () ପୁରୀ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ନିର୍ବାଚନ ଆଚରଣବିଧି ଉଲଂଘନ କରିଥିବା ଅଭିଯୋଗ ହୋଇଛି । ରାଜନୈତିକ ପ୍ରଚାର ସମୟରେ କୌଣସି ଧାର୍ମୀକ ଚିହ୍ନ, ବିଶ୍ବାସ, ଫଟୋ କିମ୍ବା ଦେବାଦେବୀଙ୍କ ମୂର୍ତ୍ତି ଧରିବାକୁ ଆଚରଣ ବିଧି ସମ୍ପୁର୍ଣ୍ଣ ଭାବେ ବାରଣ କରିଛି । ହେଲେ…

ଯେଉଁ ଦଳ ଏହି ପ୍ରତିଶ୍ରୁତି ଦେବ, ମୁଁ ସେହି ଦଳକୁ ଭୋଟ୍ ଦେବି : ସୁନୀଲ୍

ନିକଟରେ ରଙ୍ଗର ପର୍ବ ହୋଲିକୁ ଦେଶବାସୀ ବଡ ଧୁମ୍ଧାମ୍ରେ ପାଳନ କରିଛନ୍ତି। ବଲିଉଡ୍ କଳାକାର ମଧ୍ୟ ହୋଲିର ଶୁଭେଚ୍ଛା ଜଣାଇବା ସହ ନିଜ ନିଜ ଅନ୍ଦାଜରେ ହୋଲି ସେଲିବ୍ରେସନ୍ କରିଛନ୍ତି। ଆଉ ଏସବୁ ମଧ୍ୟରେ ହାସ୍ୟ ଅଭିନେତା ସୁନୀଲ୍ ଗ୍ରୋଭର ଯେଉଁ ଚ୍ୱିଟ୍ କରିଛନ୍ତି ତାକୁ ନେଇ ଏବେ ଚର୍ଚ୍ଚା ଜୋର…

କେନ୍ଦୁଝର ଘଷିପୁରାରେ ନିର୍ବାଚନୀ ହତ୍ୟା

ପୂର୍ବତନ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବେହେରାଙ୍କୁ ଘରୁ ଡାକି ନେଇ କିଛି ଦୁବୃର୍ତ୍ତ ହତ୍ୟା କରିଛନ୍ତ । ପ୍ରଥମେ କିଛି ଦୁବୃର୍ତ୍ତ ଘରକୁ ଆସିଥିଲେ । ରାମଚନ୍ଦ୍ରଙ୍କୁ ଘରୁ ଡାକିନେଇଥିଲେ । ହାତ ଗୋଡ ସହିତ ଶରୀର ବିଭିନ୍ନ ଅଂଶକୁ ହାଣିଦେଇଥିଲେ ଦୁବୃର୍ତ୍ତ । ତେବେ ଡାକ୍ତରଖାନାକୁ…

କଂଗ୍ରେସ ଭବନ ଭଙ୍ଗାରୁଜା ଘଟଣାରେ ୪ ଗିରଫ

କଂଗ୍ରେସ ଭବନରେ ଆକ୍ରମଣ କରିବା ଘଟଣାରେ ୪ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ୍ । ରାଜ୍ୟ କଂଗ୍ରେସର ଅଭିଯୋଗ ଆଧାରରେ ଗିରଫ କରିଛି ପୋଲିସ୍ । ଏକାମ୍ର ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା ପରେ ଦୁବୃର୍ତମାନେ ପାର୍ଟି ଅଫିସ ଭିତରେ ପଶି ଭଙ୍ଗାରୁଜା କରିବା ସହ ଗେଟରେ ତାଲା ପକାଇଦେଇଥିଲେ ।…

ବିଜେପିରୁ ଇସ୍ତଫା ଦେଲେ ସୁବାସ

ବିଜେପି ଛାଡ଼ିଲେ ବରଗଡ଼ ବିଜେପିର ଟାଣୁଆ ନେତା ସୁବାସ ଚୌହାନ । ଦଳ ଅଣଦେଖା କରିଥିବା ଅଭିଯୋଗ କରି ଦଳରୁ ଇସ୍ତଫା ଦେଇଛନ୍ତି ସୁବାସ । ରାଜ୍ୟ ବିଜେପି ସଭାପତିଙ୍କୁ ଇସ୍ତଫା ପତ୍ର ଲେଖିଛନ୍ତି ଯେ, ମୋଦିଙ୍କ ଆଦର୍ଶ ଓ ଆପଣଙ୍କ ଆଶିର୍ବାଦ ଯୋଗୁଁ ବିଜେପିର ସଫଳତା ବାର୍ତ୍ତା ନେଇ ବରଗଡ଼ ଲୋକସଭା…

କନ୍ଧମାଳରୁ ପ୍ରାର୍ଥିପତ୍ର ଦାଖଲ କଲେ ଡ.ଅଚ୍ୟୁତ ସାମନ୍ତ

କନ୍ଧମାଳ ଲୋକସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ଡକ୍ଟର ଅଚ୍ୟୁତ ସାମନ୍ତ । କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ଡକ୍ଟର ସାମନ୍ତ ନାମାଙ୍କନ କରିଛନ୍ତି। ଦଳର ସବୁ ବିଜେଡି ନେତୃବୃନ୍ଦ,ସବୁବର୍ଗର ପ୍ରତିନିଧି ଓ ଶୁଭେଚ୍ଛୁଙ୍କ ସହ ଯାଇ…

ରାହୁଲ ଗାନ୍ଧିଙ୍କ ବଡ଼ ଘୋଷଣା : ଗରିବଙ୍କୁ ବର୍ଷକୁ ମିିଳିବ ୭୨ ହଜାର ଟଙ୍କା

ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ବଡ଼ ଘୋଷଣା। ସାଧାରଣ ଜନତାଙ୍କୁ ସର୍ବନିମ୍ନ ନିଶ୍ଚିତ ଆୟ ଯୋଜନା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। କେନ୍ଦ୍ରରେ କଂଗ୍ରେସ ସରକାର ଗଢିଲେ ସବୁଠାରୁ ଗରିବ ୨୦ପ୍ରତିଶତ ଜନତାଙ୍କୁ ବାର୍ଷିକ ୭୨ ହଜାର ଟଙ୍କା ସହାୟତା ରାଶି ପ୍ରଦାନ…