ପୁଣି ପ୍ରାର୍ଥୀ ଚୟନକୁ ନେଇ ତାରା ଅସନ୍ତୁଷ୍ଟ
କୋରାପୁଟରେ ଲୋକସଭା ପ୍ରାର୍ଥୀ ଚୟନକୁ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ଅସନ୍ତୋଷ ପ୍ରକାଶ କରିଛନ୍ତି। କଂଗ୍ରେସ କୋରାପୁଟ ପାଇଁ ସପ୍ତଗିରି ଉଲାକାଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି।
ଏନେଇ ତାରା କହିଛନ୍ତି ଯେ,“ପ୍ରଫୁଲ୍ଲ ଭତ୍ରା ପ୍ରାର୍ଥୀ ହୁଅନ୍ତୁ ବୋଲି କର୍ମୀ…