ଆଜିଠୁ IPL ୨୦୧୯, ଏହି ଆପ୍ସ ମାନଙ୍କରେ ମଗଣାରେ ଦେଖନ୍ତୁ ମ୍ୟାଚ୍
ନୂଆଦିଲ୍ଲୀ : ଆଜି ଆରମ୍ଭ ହେବାକୁ ଯାଉଛି ୨୦୧୯ ମସିହାର ଆଇପିଏଲ ସିରିଜ୍। ଇଣ୍ଡିଆନ କ୍ରିକେଟ ଲିଗର ଦ୍ୱାଦଶ ସଂସ୍କରଣର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଦୁଇ ମହାରଥୀ ମହେନ୍ଦ୍ର ସିଂହ ଧୋନି ଓ ବିରାଟ କୋହଲି। ପ୍ରଥମ ମ୍ୟାଚ ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ। ମ୍ୟାଚକୁ ନେଇ…