ଡବଲ ଇଞ୍ଜୀନ ଥିବା ରାଜ୍ୟରେ ବିଜେପି କାହିଁକି ହାରିଲା ?: ନବୀନ
ବାଙ୍କି () ବିଜେପିର ଡବଲ ଇଞ୍ଜୀନ ସରକାର ଦାବିକୁ କଟୁ ସମାଲୋଚନା କରିଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଡବଲ ଇଞ୍ଜୀନ ଥିବା ରାଜ୍ୟରେ ବିଜେପି କାହିଁକି ହାରିଲା ବୋଲି ପ୍ରଶ୍ନ କରିବା ସହ ମେ 23ରେ ଦିଲ୍ଲୀର ମେନ ଇଞ୍ଜୀନ ବି ଯିବ ବୋଲି କଟାକ୍ଷ କରିଛନ୍ତି…