Odia News Portal
Monthly Archives

April 2019

ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣା : ସହିଦ ପରିବାରଙ୍କୁ ସାହାଯ୍ୟର ହାତ ବଢାଇଲେ ଲତା ମଙ୍ଗେସକର

ମୁମ୍ବାଇ : ବଲିଉଡର ଲୋକପ୍ରିୟ ଗାୟିକା ଲତା ମଙ୍ଗେସକର ସହିଦ ପରିବାରଙ୍କୁ ଆର୍ଥିକ ସାହାଯ୍ୟ ଦେବା ପାଇଁ ଆଗେଇ ଆସିଛନ୍ତି । ଜମ୍ମୁ କଶ୍ମୀରର ପୁଲୱାମା ଜିଲ୍ଲାରେ ଗତ ଫେବୃୟାରୀ ୧୪ରେ ଆତଙ୍କବାଦୀଙ୍କ ଆକ୍ରମଣରେ ସହିତ ହୋଇଥିବା ୪୦ ଜଣ ଯବାନଙ୍କ ପରିବାରକୁ କୋଟି ଟଙ୍କା ସହାୟତା ଦେବାକୁ ସୋମବାର…

ସାଲେଭଟାଠାରେ ନବୀନଙ୍କ କାରକେଡ୍‌ ଉପରକୁ ଅଣ୍ଡାମାଡ଼

ବଲାଙ୍ଗିର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାରକେଡ୍‌ ଉପରକୁ ଅଣ୍ଡାମାଡ଼ ହୋଇଛି। ବଲାଙ୍ଗିରରେ ରୋଡ୍‌ ଶୋ’ ସାରି ବରଗଡ଼ ଅଭିମୁଖେ ଯାଉଥିବା ବେଳେ ଲୋଇସିଂଘା ନିର୍ବାଚନମଣ୍ଡଳୀର ସାଲେଭଟାଠାରେ ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ୍‌ ଉପରକୁ ଅଣ୍ଡା ମାଡ଼ ହୋଇଛି। ମାତ୍ର ଅଣ୍ଡା ମୁଖ୍ୟମନ୍ତ୍ରୀଙ୍କ…

ଆଜି ମୋଦିଙ୍କ ଓଡ଼ିଶା ଗସ୍ତ , ରାଜଧାନୀରେ କରିବେ ହାଇଭୋଲଟେଜ୍‌ ପ୍ରଚାର

ଭୁବନେଶ୍ବର : ଆଜି ବିଜେପି ପାଇଁ ପ୍ରଚାର କରିବାକୁ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ରାଜଧାନୀରେ ଦେଖିବାକୁ ମିଳିବ ହାଇଭୋଲଟେଜ୍‌ ପ୍ରଚାର । ମୋଦି ପ୍ରଥମ ଥର ଦଳୀୟ ପ୍ରାର୍ଥୀଙ୍କ ପାଇଁ ଓଡ଼ିଶାରେ ରୋଡ୍‌ ସୋ କରିବେ । ପ୍ରଥମେ ସମ୍ବଲପୁରରେ ନିର୍ବାଚନୀ ସଭାରେ ଯୋଗଦେବେ ମୋଦି ।…

ଆଜି ନବୀନଙ୍କ ବିଜେପୁର ଓ ଗାଇସିଲଟରେ ମାରାଥନ ପ୍ରଚାର

ଭୁବନେଶ୍ବର : ବିଜେଡି ସୁପ୍ରିମୋଙ୍କ ମିଶନ ପଶ୍ଚିମ ଓଡ଼ିଶା। ଆଜି ବିଜେପୁର, ଗାଇସିଲଟରେ ନିର୍ବାଚନ ସଭାରେ ଉଦବୋଧନ ଦେଇ ଭୋଟ ମାଗିବେ ନବୀନ । ଏଥର ନବୀନ ହିଞ୍ଜିଳି ଓ ବିଜେପୁର ବିଧାନସଭା ଆସନରୁ ଲଢୁଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ଦୁଇଟି ଯାକ ଆସନରେ ନିର୍ବାଚନ ହେଉଥିବା ବେଳେ ଆଜି ବିଜେପୁର…

ଅଧିକ ଝାଳ ବାହାରୁଛି କି ? ଘରୋଇ ଉପଚାର …

ଖରା ଦିନରେ ଶରୀରରୁ ଝାଳ ବାହାରିବା ଏକ ସାଧାରଣ ସମସ୍ୟା । ସାଧାରଣତଃ ଲୋକମାନେ ଯେତେବେଳେ ଖରାରେ ଯାଆନ୍ତି ଅଥବା ୱାର୍କଆଉଟ କରନ୍ତି ତାଙ୍କ ଶରୀରରୁ ଆବଶ୍ୟକରୁ ଅଧିକ ଝାଳ ବାହାରିଥାଏ। ଏପରିକି ଅଧିକ ଝାଳ ବାହାରିବା ଦ୍ବାରା ଶରୀର ଦୁର୍ବଳ ମଧ୍ୟ ଅନୁଭୂତ ହୋଇଥାଏ। ଏମିତିରେ ଆଜି ଆମେ ଆପଣଙ୍କୁ…

ଖୋର୍ଦ୍ଧା ହତ୍ୟାକାଣ୍ଡର ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ବର (): ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧାରେ ବିଜେପି ନେତା ମଙ୍ଗୁଳି ଜେନାଙ୍କ ହତ୍ୟା ଘଟଣାକୁ ବିଜୁ ଜନତା ଦଳ ତୀବ୍ର ନିନ୍ଦା କରିଛି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦଳ ପକ୍ଷରୁ କୁହାଯାଇଛି, ବିଜୁ ଜନତା ଦଳ ଏବଂ ଏହାର ସଭାପତି ତଥା ମୁଖ୍ୟମନ୍ତ୍ରୀ କେବେ ବି ହିଂସାରେ…

କଲେଜ ମାଟି ମାଡି ନାହାଁନ୍ତି 68 ପ୍ରାର୍ଥୀ

ଭୁବନେଶ୍ବର () ଅପରାଧିକ ପୃଷ୍ଠଭୂମୀ ଥିବା ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିବାରେ ବିଜେପି ଓ କଂଗ୍ରେସ ଆଗରେ । ପ୍ରଥମ ପର୍ଯ୍ୟାୟରେ କଂଗ୍ରେସରୁ ସର୍ବାଧିକ ପ୍ରାର୍ଥୀଙ୍କ ବିରୋଧରେ ଗୁରୁତ୍ତର ଅପରାଧୀକ ମାମଲା ଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ବିଜେପିର ସର୍ବାଧିକ…

ବିବାଦୀୟ ମନ୍ତବ୍ୟ ଦେଇ ଫସିଲେ ଯୋଗୀ-ମାୟା, ଜାଣନ୍ତୁ …

ନିର୍ବାଚନ ଆଚରଣ ଉଲ୍ଲଙ୍ଘନ ନେଇ ନିର୍ବାଚନ କମିସନଙ୍କ କଠୋର ପଦକ୍ଷେପ। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ବିଏସପି ସୁପ୍ରିମୋ ମାୟାବତୀଙ୍କ ପ୍ରଚାର ଉପରେ ରୋକ ଲଗାଇଛନ୍ତି ନିର୍ବାଚନ କମିସନ। ଆଦିତ୍ୟନାଥ ୭୨ ଘଣ୍ଟା ବା ୩ଦିନ ଓ ମାୟାବତୀ ୪୮ଘଣ୍ଟା କୌଣସି ପ୍ରକାର ନିର୍ବାଚନ…

ମୋଦି ସମର୍ଥକଙ୍କ ନାଁରେ ଥାନାରେ ଏତଲା

ମୋଦି ସମର୍ଥକଙ୍କ ନାମରେ ଏତଲା ଦେଲେ କଂଗ୍ରେସ ପ୍ରାର୍ଥିନୀ ତଥା ବଲିଉଡ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର । ମୁମ୍ବାଇର ବୋରିଭଲୀ ଥାନାକୁ ଯାଇ ମୋଦି ସମର୍ଥକଙ୍କ ନାମରେ ମାମଲା ରୁଜୁ କରିଛନ୍ତି । ଏହାପରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ଉର୍ମିଲା ବିଜେପି ସରକାରଙ୍କ ଉପରେ ବର୍ଷିଥିଲେ ।…

ଓଡିଶାର ବିକାଶ କେବଳ ବିଜେପି ସରକାର ଆସିଲେ ହୋଇପାରିବ : ଯୋଗୀ

ଦିନିକିଆ ଓଡିଶା ଗସ୍ତରେ ଆସି ରାଉଲକେଲାଠାରେ ଆୟୋଜିତ ଏକ ଦଳୀୟ କାର୍ୟ୍ୟକ୍ରମରେ ସାମିଲ ହୋଇଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ । ସେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ବିଜେପିକୁ ବିପୁଳମାତ୍ରାରେ ଭୋଟ ଦେଇ ଜୟଯୁକ୍ତ କରାଇବାକୁ ଆହ୍ୱାନ ଦେଇଛନ୍ତି । ତେବେ ଯୋଗୀ ମଧ୍ୟ…