ଭିନ୍ନକ୍ଷମ ଭୋଟରଙ୍କୁ ସଚେତନ କରୁଛନ୍ତି ଜିଲ୍ଲାପାଳ
ମାଲକାନଗିରି : ମାଲକାନଗିର ଜିଲ୍ଲାରେ ଏଥର ସମସ୍ତ ଭୋଟର ମତଦାନ କରିବେ । ବାଦ ପଡିବେ ନାହିଁ ଭିନ୍ନକ୍ଷମ ଭୋଟର ଏମିତି ଏକ ବାର୍ତ୍ତା ନେଇ ଲୋକଙ୍କୁ ସଚେତନ କରାଇଛନ୍ତି ମାଲକାନଗିରି ଜିଲ୍ଲାପାଳ । ଜିଲ୍ଲାର ସମସ୍ତ ଭିନ୍ନକ୍ଷମ ଭୋଟରଙ୍କୁ ମତଦାନ କେନ୍ଦ୍ର ପର୍ଯ୍ୟନ୍ତ ଆଣିବା ଲାଗି ସ୍ବତନ୍ତ୍ର…