Odia News Portal
Monthly Archives

April 2019

୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ସମ୍ବଲପୁର ଲୋକସଭା ସମେତ ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ସମ୍ବଲପୁର ଲୋକସଭା ଆସନରୁ ଦଳ ପୂର୍ବତନ ସାଂସଦ ତଥା ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି । ଫଳରେ ଅଶ୍ବିନୀ ଗୁରୁ ଓ ଡାକ୍ତର ଅଶ୍ବିନୀ ପୂଜାହାରୀଙ୍କୁ ପ୍ରାର୍ଥୀ କରିବା ନେଇ…

କେନ୍ଦ୍ରର ୧୦ କୋଟି ଚାକିରିର ପ୍ରତିଶୃତି କୁଆଡେ ଗଲା : ନବୀନ

ଆଜି ବ୍ରହ୍ମପୁରରେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ନବୀନ । ପ୍ରଥମ ପର୍ୟ୍ୟାୟରେ ବ୍ରହ୍ମପୁର ଓ ଏହା ଅଧିନରେ ଆସୁଥିବା ବିଧାନସଭା ଆସନ ଗୁଡିକ ପାଇଁ ଆସନ୍ତା ୧୧ ତାରିଖରେ ଭୋଟ ହେବାକୁ ଥିବା ବେଳେ ନବୀନ ନିଜ ଜିଲ୍ଲାରୁ ମାରାଥନ ପ୍ରଚାର ଆରମ୍ଭ କରିଛନ୍ତି । କନିଷିରେ ନିର୍ବାଚନ ସଭାରେ ଯୋଗ…

ଘଡ଼ଘଡ଼ି ସହ କାଳବୈଶାଖୀ ସମ୍ଭାବନା

ସନ୍ଧ୍ୟା ୬ଟା ମଧ୍ୟରେ ରାଜ୍ୟର ୫ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ପୂର୍ବାନୁମାନ କରି ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏହାସହ କାଳବୈଶାଖୀର ଆଶଙ୍କା ରହିଥିବା କହିଛି ପାଣିପାଗ ବିଭାଗ । ତେବେ ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି- ରାୟଗଡ଼ା, କୋରାପୁଟ, ଗଜପତି,…

ମହିଳା କଂଗ୍ରେସ ସଭାନେତ୍ରୀ ପଦ ଛାଡିବେ ସୁମିତ୍ରା

ମହିଳା କଂଗ୍ରେସ ସଭାନେତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ସୁମିତ୍ରା ଜେନା । ଟିକେଟ୍ ବଣ୍ଟନ ନେଅ ସେ ଅସନ୍ତୁଷ୍ଟ ଥିବା କହିଛନ୍ତି । ସନ୍ଧ୍ୟା ସୁଦ୍ଧା ସୁମିତ୍ରା ଏନେଇ ନିଷ୍ପତ୍ତି ନେଇ ପାରନ୍ତି । ଦଳରେ ଜଣେ ଡମି ସଭାନେତ୍ରୀ ହୋଇ ରହିବାକୁ ଚାହୁଁନଥିବା କହିଛନ୍ତି । ମୋତେ କୌଣସି ବୈଠକରେ…

ନବୀନ ନିବାସ ଆଗରେ ବିଜେପିର ଧାରଣା

ଭୁବନେଶ୍ବର () ବାରିପଦା ସାରସକଣାର ଡାକ୍ତର ବୁଦାନ ମୁର୍ମୁଙ୍କ ଇସ୍ତଫା ଗ୍ରହଣ କରିବାକୁ ଦାବି କରି ବିଜେପିର ଏକ ପ୍ରତିନିଧି ଦଳ ନବୀନ ନିବାସ ଆଗରେ ଧରଣାରେ ବସିଛନ୍ତି । ଡାକ୍ତର ମୁର୍ମୁ ଚଳିତ ନିର୍ବାଚନରେ ବିଜେପି ଦଳରୁ ପ୍ରାର୍ଥୀ ହେବା ପାଇଁ ଇଚ୍ଚା ପ୍ରକାଶ କରି ଗତ ୬ମାସ ପୁର୍ବରୁ…

କଂଗ୍ରେସ ଛାଡିଲେ ପିସିସି ସାଧାରଣ ସମ୍ପାଦକ

ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ବିଭିନ୍ନ ଦଳର ନେତାମାନେ ଦଳ ଛାଡିବାରେ ଲାଗିଛନ୍ତି । କିଏ କେତେବେଳେ କେଉଁ ଦଳ ଛାଡି କେଉଁ ଦଳରେ ଯୋଗଦେଉଛନ୍ତି ତାହା ଜଣାପଡିନାହିଁ । ଏଭଳି ସ୍ଥିତିରେ ବଲାଙ୍ଗିରର ୧୦ଜଣ କଂଗ୍ରେସ କର୍ମୀ ଦଳ ଛାଡିଛନ୍ତି । ଏଆଇସିସି ସଦସ୍ୟ ତଥା ପିସିସି ସାଧାରଣ ସମ୍ପାଦକ…

ଓଡ଼ିଶାର ୨ଟି ଲୋକସଭା ଓ ୯ ବିଧାନସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ତାଲିକା, କଟକରୁ ଲଢିବେ ପଞ୍ଚାନନ କାନୁନ୍‌ଗୋ

ଭୁବନେଶ୍ବର : ଓଡ଼ିଶାର ୨ଟି ଲୋକସଭା ଓ ୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। କଟକ ଲୋକସଭା ଆସନରୁ ଲଢିବେ ପଞ୍ଚାନନ କାନୁନ୍‌ଗୋ। ସେହିପରି ଯାଜପୁର ଲୋକସଭା ଆସନ ପାଇଁ କଂଗ୍ରେସ ମାନସ ଜେନାଙ୍କୁ ପ୍ରାର୍ଥୀ କରିଛି। ସେହିପରି ୯ଟି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି…

ଅପରାଜିତାଙ୍କ ପ୍ରାର୍ଥୀତ୍ୱକୁ ନେଇ ବିଜେପିରେ ବିଦ୍ରୋହ

ଭୁବନେଶ୍ୱର ଉତ୍ତର ଆସନ ପାଇଁ ଗତକାଲି ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କୁ ଦଳ ପ୍ରାର୍ଥୀ ଘୋଷଣା କରିବା ପରେ ବିଜେପିରେ ଆରମ୍ଭ ହୋଇଛି ବିଦ୍ରୋହ । ଦଳର ପୁରୁଣା କର୍ମୀ ମାନେ ଅପରାଜିତାଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରିବା ସହ ବିଜେପିରୁ ଏକାସଙ୍ଗରେ ଇସ୍ତଫା ଦେଇଛନ୍ତି । ଅପରାଜିତାଙ୍କ…

ବିଜେଡ଼ି ଆସିବାକୁ ଚାହୁଁଛନ୍ତି ଆଉ ୧୨ ବିଜେପି ପ୍ରାର୍ଥୀ

ଭୁବନେଶ୍ବର (): ବିଜେପି ଗତ ୫ ବର୍ଷ ଧରି ଜନସାଧାରଣଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇଥିବାରୁ ଏବେ ନିର୍ବାଚନର ସାମନା କରିବାକୁ ପ୍ରାର୍ଥୀମାନେ ଡରୁଛନ୍ତି । ବିଜେପି ପ୍ରାର୍ଥୀ ଭାବେ ଲୋକଙ୍କ ପାଖକୁ ଯାଇ ଭୋଟ ମାଗିବାକୁ ଅଧିକାଂଶ ଲଜ୍ଜିତ ଅନୁଭବ କରୁଛନ୍ତି । ବିଜେପୁରରୁ ସୁବାସ ଚୌହାନ୍,…

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେଡ଼ିର ଫେରାଦ

ଭୁବନେଶ୍ବର (): ନିର୍ବାଚନୀ ପ୍ରଚାରରେ ଆଜି ଭବାନୀପାଟଣା ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣକୁ ମୋବାଇଲ୍ ଭଏସ୍ ମେସେଜ୍ ଜରିଆରେ ଲାଇଭ୍ ପ୍ରସାରଣ କରିଛି ବିଜେପି । ନିର୍ବାଚନ ବିଜ୍ଞାପନ ପରିଧି ଭିତରେ ଆସୁଥିବା ଏହି ବ୍ୟବସ୍ଥା ପାଇଁ ମିଡ଼ିଆ ସାର୍ଟିଫିକେସନ୍ ଆଣ୍ଡ ମନିଟରିଂ…