Odia News Portal
Monthly Archives

April 2019

ନାମାଙ୍କନ ପତ୍ର ଦାଖଲ କଲେ ଗମ୍ଭୀର

ଦିଲ୍ଲୀ ଲୋକସଭା ସିଟ୍ ରୁ ବିଜେପି ଟିକେଟରେ ଗମ୍ଭୀର ନିର୍ବାଚନ ଲଢିବାକୁ ଯାଉଛନ୍ତି । ଯେଉଁଥିପାଇଁ ସେ ଆଜି ନାମାଙ୍କନ ପତ୍ର ଭରିଛନ୍ତି ଏବଂ ଏହା ପୂର୍ବରୁ ସେ ପୂଜାପାଠ ମଧ୍ୟ କରିଥିଲେ । ଯାହାପରେ ରୋଡ୍ ଶୋ ମଧ୍ୟ କରିଥିଲେ । ରୋଡ ସୋ’ରେ କହିଥିଲେ ସେ ଭାରତୀୟ ଜନତା ପାର୍ଟିର…

୨୫ରେ ହେବ ୯ଟି ବୁଥରେ ସାନି ମତଦାନ

ପ୍ରଥମ ଓ ଦ୍ୱିନୀୟ ପର୍ୟ୍ୟାୟରେ ବିଭିନ୍ନ କାରଣରୁ ବନ୍ଦ ହୋଇଥିବା ଏହି ୯ଟି ବୁଥରେ ସାନି ମତଦାନ ହେବା ନେଇ ରାଜ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ଏନେଇ ନିର୍ଦ୍ଦେଶ ଦେଇଛନ୍ତି ସିଇଓ ସୁରେନ୍ଦ୍ର କୁମାର । ବୁଥ ଗୁଡିକ ମଧ୍ୟରେ ସୁନ୍ଦରଗଡର…

ସଂଖ୍ୟା ଗରିଷ୍ଠତା ହାସଲ କରିବ କଂଗ୍ରେସ: ନିରଞ୍ଜନ

ତୃତୀୟ ପର୍ୟ୍ୟାୟରେ ରାଜ୍ୟର ୬ଟି ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନ ପାଇଁ ଆଜି ଭୋଟଗ୍ରହଣ ହୋଇଛି । ନେତାଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇସାରିଛି । ମତଦାନ ପରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ନିରଞ୍ଜନ କହିଛନ୍ତି, ବିଜେପି ଓ ବିଜେଡି…

ଘଡ଼ଘଡ଼ି ସହ କାଳବୈଶାଖୀ ସମ୍ଭାବନା

ରାଜ୍ୟର ୯ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ପୂର୍ବାନୁମାନ କରି ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏହାସହ କାଳବୈଶାଖୀର ଆଶଙ୍କା ରହିଥିବା କହିଛି ପାଣିପାଗ ବିଭାଗ । ତେବେ ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି- ଅନୁଗୁଳ, ଢ଼େଙ୍କାନାଳ, କଟକ, ଖୋର୍ଦ୍ଧା, ବରଗଡ଼,…

ଭିଭିପାଟ ମେସିନରୁ ବାହାରିଲା ସାପ

କେରଳର କନ୍ନୁର ଲୋକସଭା କ୍ଷେତ୍ରରେ ମତଦାନ ସମୟରେ ଏକ ପୋଲିଂ ବୁଥରୁ ଆଶ୍ଚର୍ୟ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠାକାର ମେୟିଲ କଣ୍ଡାକ୍କଇସ୍ଥିତ ଏକ ପୋଲିଂ ବୁଥରେ ଭିଭିପ୍ୟାଟ ମେସିନ୍ ଭିତରେ ସାପ ଥିବା ଦେଖିବାକୁ ମିଳିଥିଲା। ଯେଉଁ ସମୟରେ ମତଦାନ ହେଉଥିଲା ସେହି ସମୟରେ ଜଣେ ମତଦାତା…

୧ଟା ସୁଦ୍ଧା ରାଜ୍ୟରେ ୩୪ % ଭୋଟିଂ

ଭୁବନେଶ୍ବର()  ଓଡିଶାରେ ଦିନ ୧ଟା ସୁଦ୍ଧା ୩୪ପ୍ରତିଶତ ମତଦାନ ହୋଇଛି ।ତୃତୀୟ ପର୍ୟ୍ୟାୟରେ ୬ଟି ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେଉଛି । ତେବେ ଦିନ ୧ଟା ସୁଦ୍ଧା କେନ୍ଦୁଝରରେ ସର୍ବାଧିକ ମତଦାନ ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ସର୍ବନିମ୍ନ…

5 ବର୍ଷରେ ବିଜେପି ଲୋକଙ୍କ ବିଶ୍ବାସ ହରାଇଛି : ନବୀନ

ବାଲେଶ୍ବର / ଭଦ୍ରକ () ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କେନ୍ଦ୍ରାପଡା ଓ ବାଲେଶ୍ବର ଗସ୍ତ ସହ ତଳ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବାଲେଶ୍ବର ଓ ଭଦ୍ରକରେ ପ୍ରଚାର କରିଛନ୍ତି । ନିର୍ବାଚନୀ ସଭାରେ ସେ ସିଧାସଳଖ ଭାବେ କେନ୍ଦ୍ରର ବିଜେପି ସରକାରକୁ ସମାଲୋଚନା କରିଥିଲେ । କେନ୍ଦ୍ର…

ଆସନ୍ତାକାଲି ତୃତୀୟ ପର୍ୟ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ

ଭୁବନେଶ୍ବର () ତୃତୀୟ ପର୍ଯ୍ୟାୟ ପାଇଁ ଗତକାଲି ସନ୍ଧ୍ୟାରୁ ସରିଛି ପ୍ରଚାର । ଆସନ୍ତାକାଲି ସକାଳ 7ଟାରୁ ଆରମ୍ଭ ହେବ ଭୋଟ ଗ୍ରହଣ । ତୃତୀୟ ପର୍ଯ୍ୟାୟରେ 6ଟି ଲୋକସଭା ଓ 42ଟି ବିଧାନସଭା ଆସନ ପାଇଁ ମତଦାନ ହେବ । ତୃତୀୟ ଦଫାରେ ହେଭିୱେଟଙ୍କ ଲଢେଇ ଭିତରେ 5ଜଣ ମନ୍ତ୍ରୀ ଓ 2ଜଣ ସାଂସଦଙ୍କ ଭାଗ୍ୟ…

ଯଦି ମହାରଥୀ ଗିରଫ ହେଲେ, ତେବେ ଧର୍ମେନ୍ଦ୍ର କାହିଁକି ବାଦ ପଡିଲେ ?

ଭୁବନେଶ୍ବର () ନିର୍ବାଚନ ଅଧିକାରୀଙ୍କୁ ସେମାନଙ୍କ କର୍ତ୍ତବ୍ୟରେ ବାଧା ସୃଷ୍ଟି କରିବା ଅଭିଯୋଗରେ ଯଦି ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ପୋଲିସ ଗିରଫ କଲା, ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାହିଁକି ବାଦ ପଡିବେ  । ଆଜି ବିଜେଡିର ଏକ ପ୍ରତିନିଧି ଦଳ ଏହି ପ୍ରଶ୍ନ ଉଠାଇ…

ପିପିଲି ନିର୍ବାଚନ ଉପରେ ଫରକ ପକାଇବନି ମହାରଥୀଙ୍କ ଗିରଫ

ପିପିଲି ନିର୍ବାଚନ ଉପରେ ଫରକ ପକାଇବନି ମହାରଥୀଙ୍କ ଗିରଫ ।ମହାରଥୀଙ୍କ ଗିରଫ ପରେ ସରଗରମ ହୋଇଛି ରାଜ୍ୟ ରାଜନୀତି । ଆଉ ଏହାରି ଭିତରେ ବଡ ବୟାନ ରଖିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି ମହାରଥୀଙ୍କ ଗିରଫ କୌଣସି ବି…