ପରଦାକୁ ଆସିଲା ଫିଲ୍ମ ‘ଦେ ଦେ ପ୍ୟାର୍ ଦେ’
ଭୁବନେଶ୍ବର : ଫ୍ରାଇଡେ ରିଲିଜରେ ଆଜି ପରଦାକୁ ଆସିଛି ‘ଦେ ଦେ ପ୍ୟାର୍ ଦେ’ । ୫୦ବର୍ଷରେ ପଦାର୍ପଣ କରିସାରିଥିବା ଜଣେ ବ୍ୟକ୍ତି ବିବାହ ପାଇଁ ତାଙ୍କ ସମବୟସ୍କ ମହିଳାଙ୍କୁ ଖୋଜିବା କାହାଣୀକୁ ନେଇ ଫିଲ୍ମଟି ନିର୍ମାଣ କରାଯାଇଛି ।
ଟି-ସିରିଜ ବ୍ୟାନରରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମର…