Odia News Portal
Monthly Archives

May 2019

ପୋଷ୍ଟ ଅଫିସରେ ଖୋଲନ୍ତୁ ଖାତା, ପାଇବେ ବ୍ୟାଙ୍କଠୁ ବି ଅଧିକ ସୁଧ

ମାତ୍ର ୨୦ ଟଙ୍କାରେ ଖୋଲନ୍ତୁ ସେଭିଙ୍ଗ୍‌ ଆକାଉଣ୍ଟ । ଏଭଳି ସୁବିଧା ଦେଉଛି ଭାରତୀୟ ପୋଷ୍ଟ ଅଫିସ୍‌ । ଏହି  ଆକାଉଣ୍ଟର ବିଶେଷତ୍ୱ ହେଉଛି ଆକାଉଣ୍ଟ ଧାରୀ ସର୍ବନିମ୍ନ ୫୦ଟଙ୍କା ରଖି ପାରିବେ । ଏହି ଆକାଉଣ୍ଟରେ ଚେକର ସୁବିଧା ପାଇବାକୁ ହେଲେ ୫୦୦ ଟଙ୍କା ଡିପୋଜିଟ କରିବାକୁ ପଡିବ ଓ ସର୍ବନିମ୍ନ…

ସବୁ କ୍ଷତିଗ୍ରସ୍ତଙ୍କୁ ମିଳିବ ପକ୍କା ଘର

ଭୁବନେଶ୍ୱର : ବାତ୍ୟା ଫନି କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ଫନି ପ୍ରଭାବରେ ଘର ସଂପୂର୍ଣ୍ଣ କିମ୍ବା ଆଂଶିକ କ୍ଷତିଗ୍ରସ୍ତ ହୋଇଥିଲେ ସେମାନଙ୍କୁ ପକ୍କା ଘର ଯୋଗାଇ ଦିଆଯିବ । ଆସନ୍ତା ୧୫ ତାରିଖରୁ ସପ୍ତାହେ ବ୍ୟାପୀ କ୍ଷୟକ୍ଷତି ଆକଳନ କରାଯିବ। ସର୍ବାଧିକ କ୍ଷତିଗ୍ରସ୍ତ…

ଚେନ୍ନାଇକୁ ହରାଇ ଚତୁର୍ଥ ଥର ପାଇଁ ଚାମ୍ପିୟନ ହେଲା ମୁମ୍ବାଇ

IPL୨୦୧୯ ର ହାଇ ଭୋଲ୍ଟେଜ ମ୍ୟାଚରେ ଚେନ୍ନାଇକୁ ୧ରନରେ ହରାଇ ଚତୁର୍ଥ ଥର ପାଇଁ ବିଜୟ କିତାବ ହାସଲ କରିଛି ମୁମ୍ବାଇ। ଶେଷ ଓଭରରେ ଚେନ୍ନାଇକୁ ବିଜୟ ପାଇଁ ୯ ରନର ଆବଶ୍ୟକତା ଥିବାବେଳେ, ଲସିଥ ମାଲିଙ୍ଗା ଶେଷ ବଲରେ ସାରଦୁଲ ଠାକୁରଙ୍କୁ ଆଉଟ କରି ମୁମ୍ବାଇ ପାଇଁ ଏହି ବିଜୟ ଲକ୍ଷ ହାସଲ କରିଥିଲେ।…

ଲୁକକୁ ନେଇ ଚର୍ଚ୍ଚାରେ ପୋଲିଂ ଅଫିସର

ଲୁକକୁ ନେଇ ଚର୍ଚ୍ଚାରେ ମହିଳା ପୋଲିଂ ଅଫିସର । ସୋସିଆଲ ମିିଡିଆରେ ଭାଇରାଲ ହୋଇଥିଲେ ମହିଳା ପୋଲିଂ ଅଫିସର। ଫଟୋରେ ନଜର ଆସୁଥିବା ହଳଦିଆ ଶାଢ଼ୀ ପିନ୍ଧି ମହିଳା ପୋଲିଂ ଅଫିସର ଜଣଙ୍କ ହେଉଛନ୍ତି ଜଣେ ସରକାରି କର୍ମଚାରୀ । ତାଙ୍କ ନାମ ହେଉଛି ରୀନା ଦୁବେ । ପୋଲିଂ ସମୟରେ ତାଙ୍କ ଲୁକକୁ ନେଇ…

୬ଷ୍ଠ ପର୍ୟ୍ୟାୟ ନିର୍ବାଚନ ପାଇଁ ଭୋଟଗ୍ରହଣ

୬ଷ୍ଠ ପର୍ୟ୍ୟାୟ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ମତଦାନ । ଏହି ପର୍ୟ୍ୟାୟରେ ମୋଟ ୯୭୯ ଜଣ ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି । ମୋଟ ୧୦.୧୬ କୋଟି ମତଦାତା ଆଜି ନିଜର ନେତାଙ୍କୁ ବାଛିବେ । ସକାଳ ୭ଟାରୁ ନିଜର ମତଦାନ ସାବ୍ୟସ୍ତ କରୁଛନ୍ତି ଜନତା । ଷଷ୍ଠ ପର୍ୟ୍ୟାୟରେ ଯେଉଁ…

ରାଜ୍ୟରେ ୫ ଦିନ ଯାଏଁ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ବର() ରାଜ୍ୟରେ କାଳବୈଶାଖୀ ସମ୍ଭାବନା । ଉତ୍ତର ଓଡିଶା ସମେତ ଦକ୍ଷିଣ ଓଡିଶାରେ ଆସନ୍ତା ୫ ଦିନ ପର୍ୟ୍ୟନ୍ତ କାଳବୈଶାଖୀ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି । ଦକ୍ଷିଣ ଓଡିଶାର ମାଲକାନଗିରି, କୋରାପୁଟ,ଗଜପତି, ଗଂଜାମରେ କାଳବୈଶାଖୀ ଅନୂଭୂତ ହେବ ଏବଂ ଉତ୍ତର ଓଡିଶାର ସୁନ୍ଦରଗଡ,…

ଆଜି ଆସୁଛନ୍ତି ସେଣ୍ଟ୍ରାଲ ଟିମ, କାହିଁକି ଜାଣନ୍ତୁ

ଭୁବନେଶ୍ବର () ଆଜିଠୁ ୧୫ ତାରିଖ ମଧ୍ୟରେ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବକେନ୍ଦ୍ର ସରକାରଙ୍କ ଆନ୍ତଃମନ୍ତ୍ରୀ ସ୍ତରୀୟ ଟିମ ।କେନ୍ଦ୍ରୀୟ ଟିମ୍ ତୁରନ୍ତ ଆସିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ୬ ତାରିଖରେ ଓଡ଼ିଶାରେ ବାତ୍ୟା ସ୍ଥିତିର ସମୀକ୍ଷା ପରେ ପ୍ରତିଶ୍ରୁତି ଦେଇଥିଲେ ।…

ସମ୍ବଲପୁରରେ ଆରମ୍ଭ ହେଲା ରବି ଧାନ କିଣା ପ୍ରକ୍ରିୟା

ସମ୍ବଲପୁର : ସମ୍ବଲପୁରରେ ଆରମ୍ଭ ହୋଇଛି ରବି ଧାନ କିଣା ପ୍ରକ୍ରିୟା । ନିୟନ୍ତ୍ରିତ ବଜାର କମିଟି ଏବଂ ପେକ୍ସ ମାଧ୍ୟରେ ଚାଲିଛି ଧାନକିଣା । ଭୁବନେଶ୍ବରରେ ବ୍ୟାଙ୍କ ସେବା ସମ୍ପୂର୍ଣ୍ଣ ଭାବେ ଠିକ୍‌ ହୋଇନଥିବାରୁ ଚାଷୀଙ୍କୁ ଅନ୍‌ଲାଇନ୍‌ରେ ପେମେଣ୍ଟ ସୁବିଧା ମିଳପାରୁନାହିଁ । ତେବେ ଚଳିତ ଥର…

ପୁରୀ ଶ୍ରୀମନ୍ଦିରରେ ରେ କୁଡୁଆ ସଂକଟ

ପୁରୀ : ଫୋନି ଉଜାଡି ଦେଇଛି ଶ୍ରୀମନ୍ଦିରର ଶିରି । ଶ୍ରୀମନ୍ଦିରର ଅନେକ କିଛି ଛାରଖାର ହେବା ପରେ ମହାପ୍ରସାଦ ରୋଷେଇ ଲାଗି ଏବେ ଉପୁଜିଛି କୁଡୁଆ ସଙ୍କଟ । ଶ୍ରୀମନ୍ଦିରକୁ ଅନିର୍ଦ୍ଧିଷ୍ଟ କାଳପାଇଁ କୁଡୁଆ ଉତ୍ପାଦନ ବନ୍ଦ ରହିବ ବୋଲି କୁମ୍ଭକାର ନିଯୋଗ ଘୋଷଣା କରିଛି । ଫଳରେ ମହାପ୍ରସାଦ ପାଇଁ…

ଫନି ପରେ ଉତପ୍ତ ପାଲଟିଛି ଓଡିଶା, ୧୨ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ

ଭୁବନେଶ୍ବର :  ବାତ୍ୟା ଫନି ପରେ ରାଜ୍ୟରେ ଗ୍ରୀଷ୍ମର ପ୍ରକୋପ କ୍ରମାଗତ ବଢିବାରେ ଲାଗିଛି । ବିଭିନ୍ନ ଅଞ୍ଚଳର ତାପମାତ୍ରା ବଢିବାକୁ ଲାଗିଥିବା ବେଳେ ଶନିବାର ରାଜ୍ୟର ୧୨ଟି ସହରର ତାପମାତ୍ରା ୪୦ ଡିଗ୍ରି ସେଲସିୟଲ ଉପରେ ପହଞ୍ଚି ଥିବା ରେକର୍ଡ କରାଯାଇଛି ।  ସେପଟେ ରାଜ୍ୟର ସବୁଠୁ ଉତପ୍ତ…