Odia News Portal
Monthly Archives

May 2019

ଭୟଭୀତ ନହୋଇ ସତର୍କ ରହିବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ବାତ୍ୟା ପାଇଁ ଭୟଭୀତ ନହୋଇ ସତର୍କ ରହିବାକୁ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଫନି ପାଇଁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଆଲର୍ଟ ଜାରି କରାଯାଇଛି । ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ରହିଛି । ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ…

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ହକି ଟିମରେ ବୀରେନ୍ଦ୍ର ଏକମାତ୍ର ଓଡ଼ିଆ

ନୂଆଦିଲ୍ଲୀ : ଆସନ୍ତା ମେ’ ୧୦ରୁ ୧୭ ତାରିଖ ପର‌୍ୟ୍ୟନ୍ତ ଅଷ୍ଟ୍ରେଲିଆରେ ହେବାକୁଥିବା ହକି ସିରିଜ୍ ପାଇଁ ୧୮ ଜଣିଆ ଭାରତୀୟ ପୁରୁଷ ଦଳର ଘୋଷଣା କରାଯାଇଛି। ଟିମକୁ ଅଭିଜ୍ଞ ଡ୍ରାଗ-ଫ୍ଲିକର୍ ରୂପିନ୍ଦର ପାଲ୍ ସିଂହ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଦୀର୍ଘ ଦିନ ଧରି ଆହତ କାରଣରୁ ରୂପିନ୍ଦର ଜାତୀୟ…

ପୁରୀରେ ରହୁଥିବା ସମସ୍ତ ପର୍ଯ୍ୟଟକଙ୍କୁ ଆସନ୍ତାକାଲି ସଂଧ୍ୟା ସୁଦ୍ଧା ପୁରୀ ଛାଡିବାକୁ ନିର୍ଦ୍ଦେଶ

ପୁରୀ : ବାତ୍ୟା ଫନି ମୁକାବିଲା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ସଜାଗ । ସମୁଦ୍ରକୂଳ ପେଣ୍ଠକଟା ମତ୍ସ୍ୟଜୀବୀ ବସ୍ତି, ଚନ୍ଦ୍ରଭାଗା, ଅସ୍ତରଙ୍ଗ ଓ କୃଷ୍ଣପ୍ରସାଦ ବସ୍ତିବାସିନ୍ଦାଙ୍କୁ ଆବଶ୍ୟକ ସ୍ଥଳେ ବାତ୍ୟା ଆଶ୍ରୟ ସ୍ଥଳୀମାନଙ୍କୁ ସ୍ଥାନାନ୍ତର କରାଯିବାର ବ୍ୟବସ୍ଥା ହୋଇଛି । ଜିଲ୍ଲା ପ୍ରଶାସନ…

ଆଜି କଳିଙ୍ଗରେ ନେପାଳର ମନାଙ୍ଗ ମାର୍ସିୟାଙ୍ଗଦି ମ୍ୟାଚ

ଭୁବନେଶ୍ୱର : ( ଚକ୍ରଧର ମାଝି ) ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ବୁଧବାର ଆଜି ମିନର୍ଭା ପଞ୍ଜାବ ଓ ନେପାଳ ଚାମ୍ପିୟନ ମନଙ୍ଗ ମାର୍ଶିଆଙ୍ଗଡି କ୍ଲବ ମଧ୍ୟରେ ଏଏଫସି କପ୍‌ର ଏକ ମ୍ୟାଚ  ଅନୁଷ୍ଠିତ ହେବ। ଏହି ମ୍ୟାଚ ପାଇଁ ମିନର୍ଭା କଳିଙ୍ଗ ଷ୍ଟାଡିୟମକୁ ହୋମ୍‌ ଗ୍ରାଉଣ୍ଡ କରିଛି। ତେଣୁ ଗ୍ରୁପ…