Odia News Portal
Monthly Archives

May 2019

୮ଟି ଜିଲ୍ଲାକୁ ଘଡଘଡି ସହ ବର୍ଷା ସମ୍ଭାବନା

ଭୁବନେଶ୍ବର()  ୮ଟି ଜିଲ୍ଲାକୁ ଘଡଘଡି ସହ ବର୍ଷା ସମ୍ଭାବନା । ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସନ୍ଧ୍ୟା ୫ଟା ୩୦ ମିନିଟ୍ ମଧ୍ୟରେ ରାଜ୍ୟର ୮ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ପୂର୍ବାନୁମାନ କରି ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଅନ୍ୟପଟେ…

ଲୋକସଭା ଯିବେ ଏହି ସୁନ୍ଦରୀ …

କୋଲକତା()  ପେଶାରେ ଜଣେ ସଫଳ ଅଭିନେତ୍ରୀ ହୋଇ ପାରିଥିବା ମିମି ଚର୍କବର୍ତ୍ତୀ ଖୁବ୍ କମ୍ ବୟସରୁ ଆରମ୍ଭ କରିଛନ୍ତି ନିଜ ରାଜନୈତିକ କ୍ୟାରିଅର। ସୋଶାଲ ମିଡିଆରେ ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ପ୍ରାୟ ୩ ଲକ୍ଷ ଭୋଟ ବ୍ୟବଧାନରେ ନିର୍ବାଚନ ଜିତିଥିବା ମିମିଙ୍କ ଲାଗି ଏ ବର୍ଷ ବେଶ୍ ଲକି ।…

ଉଠିଲା ଆଦର୍ଶ ଆଚରଣ ବିଧି କଟକଣା

ଭୁବନେଶ୍ବର()  ଉଠିଲା ଆଦର୍ଶ ଆଚରଣ ବିଧି କଟକଣା । ଏଥିସହିତ ହିଁ ବର୍ତ୍ତମାନ ସେ ସମସ୍ତ କାମ ହୋଇପାରିବ, ଯାହା ଉପରେ ନିର୍ବାଚନ ଆୟୋଗ ପକ୍ଷରୁ ପ୍ରତିବନ୍ଧକ ଲାଗୁକରାଯାଇଥିଲା । ଏବେଠାରୁ ସମସ୍ତ ସରକାରୀ ଯୋଜନାଗୁଡିକର କାମକାର୍ୟ୍ୟର ପ୍ରଚରା ତଥା ପ୍ରସାର ପୂର୍ବଭଳି ଜାରି ରହିବ । ସେହିଭଳି…

ମୁମ୍ବାଇ ହାୱଡା ଏକ୍ସପ୍ରେସରେ ଅଗ୍ନିକାଣ୍ଡ

ରାଉରକେଲା()   ମୁମ୍ବାଇ-ହାଓ୍ୱଡା ଲୋକମାନ୍ୟ ତିଲକ୍ ଏକ୍ସପ୍ରେସରୁ ଆଜି ଦିନ ପ୍ରାୟ ସାଢ଼େ ଦଶଟା ବେଳେ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ଏହାପରେ ଯାତ୍ରୀମାନେ ଟ୍ରେନ୍ର ଚେନ୍ ଟାଣି ଲୋଟପାହାଡ଼ ପାଖରେ ଅଟକାଇ ଥିଲେ। ତେବେ ଭୟଭୀତ ଯାତ୍ରୀମାନେ ଟ୍ରେନ୍ ଅଟକିବା ପୂର୍ବରୁ ତଳକୁ ଡେଇଁ…

୨୯ରେ ଶପଥ ନେବେ ନବୀନ

ଭୁବନେଶ୍ବର()   ପଞ୍ଚମଥର ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ୨୯ ତାରିଖ ବୁଧବାର ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଚଳିତ ଥରକୁ ମିଶାଇଲେ ସେ କ୍ରମାଗତ ଭାବେ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଶପଥ…

କଳ୍ପନାଙ୍କ ମରଶରୀର ଆଣିବା ଅଭିଯାନ ଆରମ୍ଭ

ଭୁବନେଶ୍ବର()   ପର୍ବତାରୋହୀ କଳ୍ପନା ଦାଶଙ୍କ ମରଶରୀର ଉଦ୍ଧାର କାର୍ୟ୍ୟ ଆରମ୍ଭ ହୋଇଛି । ରାଜ୍ୟ ସରକାରଙ୍କ ନିଯୁକ୍ତ ଶେର୍ପାଙ୍କ ଏକ ଟିମ୍ ଉଦ୍ଧାର କାର୍ୟ୍ୟ ଅଭିଯାନରେ ବାହାରିଛନ୍ତି । ଆଜି ସକାଳୁ ପାର୍ଥିବ ଶରୀର ଉଦ୍ଧାର କାର୍ୟ୍ୟ ଆରମ୍ଭ ହୋଇଛି । ମରଶରୀରକୁ ଚିହ୍ନଟ ଓ ଗ୍ରହଣ କରିବା ଲାଗି…

ବଢୁଛି ଦାଗୀ ନେତାଙ୍କ ସଂଖ୍ୟା

ଭୁବନେଶ୍ବର()  ୨୦୧୪ ତୁଳନାରେ ୨୦୧୯ରେ ଅପରାଧ ମାମଲା ଥିବା ନବନିର୍ବାଚିତ ବିଧାୟକଙ୍କ ସଂଖ୍ୟା ବଢିଛି । ନବନିର୍ବାଚିତ ୧୪୬ ବିଧାୟକଙ୍କ ମଧ୍ୟରୁ ୪୬ ପ୍ରତିଶତ ବିଧାୟକଙ୍କ ନାଁରେ ରହିଛି ଅପରାଧିକ ମାମଲା । ଅର୍ଥାତ ୬୭ ଜଣ ବିଧାୟକଙ୍କ ନାଁରେ ରହିଛି ଅପରାଧିକ ମାମଲା । ୨୦୧୪ରେ ଏହା ଥିଲା ୩୫…

ଜୁନ ୬ରୁ କଳିଙ୍ଗ ଷ୍ଟାଡିୟମରେ ହକି ମହାକୁମ୍ଭ, ଆରମ୍ଭ ହେଲା ଟିକେଟ ବିକ୍ରି

ଭୁବନେଶ୍ବର :  ଆସନ୍ତା ମାସ ୬ ତାରିଖରୁ ୧୫ ତାରିଖ ପର‌୍ୟ୍ୟନ୍ତ କଳିଙ୍ଗ ଷ୍ଟାଡ଼ିୟମରେ ଖେଳାଯିବ ଏଫଆଇଏଚ୍ ହକି ଟୁର୍ଣାମେଣ୍ଟ । ହକି ଇଣ୍ଡିଆ ପ୍ରାୟୋଜିତ ଏହି ପୁରୁଷ ହକି ଚୁର୍ଣ୍ଣାମେଣ୍ଚ  ଶୃଙ୍ଖଳା ପାଇଁ ଆଜିଠୁ ଆରମ୍ଭ ହୋଇଛି ଟିକେଟ ବିକ୍ରି । ଏଥିପାଇଁ ୪ଟି କାଉଣ୍ଟର ବ୍ୟବସ୍ଥା…

ନବ ନିର୍ବାଚିତ ବିଧାୟକଙ୍କୁ ନବୀନଙ୍କ ଗୁରୁମନ୍ତ୍ର, ଆସନ୍ତୁ ଜାଣିବା

ଭୁବନେଶ୍ୱର : ନବ ନିର୍ବାଚିତ ବିଜେଡି ବିଧାୟକଙ୍କୁ ନବୀନଙ୍କ ପରାମର୍ଶ। ସରଳ ଜୀବନ ଯାପନ କର। ଲୋକମାନେ ତୁମର ନିକଟତର ହେବେ। ବିଜୁ ଜନତା ଦଳ ଲଗାତାର ଭାବେ କ୍ଷମତାକୁ କିପରି ଆସୁଛି ତାର ସିକ୍ରେଟ ସେ ଉପସ୍ଥାପନ କରିଥିଲେ। ପ୍ରଥମେ ଲୋକଙ୍କୁ ସବୁବେଳେ ଗୁରୁତ୍ୱ ଦିଅ ଦ୍ଵିତୀୟରେ ଲୋକଙ୍କ ପାଇଁ…

ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ ପାଇଁ ପ୍ରଦର୍ଶନୀ ପଡିଆରେ ପୋଲିସ ଡିଜି

ଭୁବନେଶ୍ବର : ଆସନ୍ତା ବୁଧବାର(୨୯ ତାରିଖ)ରେ ପ୍ରଦର୍ଶନୀ ପଡିଆରେ ଶପଥ ନେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୁଧବାର ପୂର୍ବାହ୍ନ ସାଢ଼େ ୧୦ଟାରେ ଶପଥ ଗ୍ରହଣ ଉତ୍ସବ ଆରମ୍ଭ ହେବ । ଏହି ଉତ୍ସବ ୧୧ ଟା ୪୫ ଯାଏଁ ଚାଲିବ । ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ ।…