ହିଂଜିଳି ଛାଡିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର() ଦୁଇଟି ବିଧାନସଭା ଆସନରୁ ଏକସଙ୍ଗେ ନର୍ବିାଚିତ ହୋଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶେଷରେ ହିଂଜିଳିି ଆସନ ଛାଡି ବିଜେପୁର ଆସନକୁ ରଖିବା ସମ୍ଭାବନା ଦେଖାଦେଇଛି । ସେହି ଦୃଷ୍ଟିରୁ ହିଂଜିଳି ଓ ପୂର୍ବରୁ ସ୍ଥଗିତ ଥିବା ପାଟକୁରା ନିର୍ବାଚନ ମଣ୍ଡଳି ପାଇଁ ଉପ ନିର୍ବାଚନ…