Odia News Portal
Monthly Archives

May 2019

ରାଜଭବନ ନୁହେଁ ପ୍ରଦର୍ଶନୀ ପଡିଆରେ ଆୟୋଜିତ ହେବ ଶପଥପାଠ ଉତ୍ସବ

ଭୁବନେଶ୍ବର : ଦେଶର ରାଜନୈତିକ ଇତିହାସରେ ଏକ ଆଞ୍ଚଳିକ ଦଳ କ୍ରମାଗତ ଭାବେ ପଞ୍ଚମ ଥର ପାଇଁ ସରକାର ଗଠନ କରିବାର ନଜିର ସୃଷ୍ଟି କରିଛି ବିଜେଡି । ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡି 2000 ମସିହାରୁ କ୍ରମାଗତ ଭାବେ ରାଜ୍ୟରେ କ୍ଷମତାର ଡୋରୀ ନିଜ ହାତରେ ରଖୁଆସୁଥିବା ବେଳେ ଦଳ…

ବସଷ୍ଟାଣ୍ଡରୁ ୪ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

କଟକ : କଟକ ବାଦାମବାଡି ବସଷ୍ଟାଣ୍ଡରୁ ୩୬.କେଜି ଗଞ୍ଜେଇ ଜବତ। ଯାହାର ଆନୁମାନିକ ମୂଲ୍ଯ ପ୍ରାୟ ୪ ଲକ୍ଷ ଟଙ୍କା ହେବ । କଟକ ଜିଲ୍ଲା କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଏହି ଗଞ୍ଜେଇ ଜବତ କରାଯାଇଛି ।

ଭାରତୀୟ ଦଳକୁ ବଡ଼ ଝଟକା, ବିଶ୍ବ କପ୍ ପୂର୍ବରୁ ଆଘାତ ହେଲେ ଏହି ଖେଳାଳି

ୱାଣ୍ଡେ ୱାଲ୍ଡ କପ-୨୦୧୯ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଟିମ୍ କୁ ଲାଗିଛି ଏକ ବଡ଼ ଝଟକା । ୱାଣ୍ଡେ ୱାଲ୍ଡ ବା ବିଶ୍ବ କପ ଖେଳିବା ପାଇଁ ଇଂଲଣ୍ଡରେ ପହଞ୍ଚିଥିବା ଭାରତୀୟ ଦଳ ଆଜି ନିଜର ପ୍ରଥମ ଅଭ୍ୟାସ ନ୍ୟୁଜଲ୍ୟାଣ୍ଡ ବିପକ୍ଷରେ ଖେଳିଥାନ୍ତେ। କିନ୍ତୁ ଗତକାଲି ଭାରତୀୟ ଟିମର ଖେଳାଳି ବିଜୟ…

ରାହୁଲ ଗାନ୍ଧିଙ୍କ ଇସ୍ତଫା ଖାରଜ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନରେ କଂଗ୍ରେସର ଖରାପ ପ୍ରଦର୍ଶନ ଯୋଗୁଁ ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାପାଇଁ ଚାହୁଁଛନ୍ତି । କିନ୍ତୁ କଂଗ୍ରେସ କାର୍ଯ୍ୟ ସମିତି ବୈଠକରେ ଏହାକୁ ଅସ୍ୱୀକାର କରିଦିଆଯାଇଛି । କଂଗ୍ରେସ ପ୍ରବକ୍ତା ରଣଦୀପ୍ ସୁରଜେବାଲା ରାହୁଲ ଗାନ୍ଧିଙ୍କ…

ଦଶମ ଶ୍ରେଣୀର ବାଳିକାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କଲେ ୩ବନ୍ଧୁ

ମଣ୍ଡି : ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାର ଜୋଗେନ୍ଦ୍ରନଗର ଉପମଣ୍ଡଳର ଜଣେ ନାବାଳିକାଙ୍କ ଅଶ୍ଳୀଳ ଫଟୋ ସୋଶିଆଲ ମିଡିଆରେ ଭାଇରାଲ ହୋଇଯାଇଛି। ଜୋଗେନ୍ଦ୍ରନଗର ଥାନା ପୋଲିସ୍ ପରିବାର ଲୋକଙ୍କ ଅଭିଯୋଗରେ ଆଇଟି ଆକ୍ଟ ଏବଂ ଅନ୍ୟାନ୍ୟ ଧାରା ଅନୁସାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଦେଇଛି। …

ହିଂଜିଳି ଓ ବିଜେପୁରରୁ ଜିତିଥିବା ଦୁଇଟି ଆସନରୁ ନବୀନ କେଉଁ ଆସନ ଛାଡିବେ ? ଆସନ୍ତୁ ଜାଣିବା …

ଭୁବନେଶ୍ବର : ଚଳିତ ଥର ପ୍ରଥମଥର ପାଇଁ ନବୀନ ଦୁଇଟି ବିଧାନସଭା ଆସନରୁ ନିର୍ବାଚନ ଲଢିଥିଲେ । ଏହାକୁ ନେଇ ମଧ୍ୟ ବିଜେପି ବିଭିନ୍ନ ପ୍ରକାର ଆକ୍ଷେପ କରିଥିଲା । ହିଂଜିଳିରୁ ବିଜୟ ସମ୍ଭାବନା କମ ଥିବାରୁ ନବୀନ ବିଜେପୁରରୁ ପ୍ରାର୍ଥୀ ମଧ୍ୟ ପ୍ରାର୍ଥୀ ହେଲେ ବୋଲି ବିଜେପି ଟିପ୍ପଣୀ ଦେଇଥିଲା ।…

ଥରିଲା ଆଣ୍ଡାମାନ

ଆଣ୍ଡାମାନ ନିକୋବର ଦ୍ୱିପପୁଞ୍ଜରେ ଭୂମିକମ୍ପ ଅନୁଭୂତ ହୋଇଛି। ରାତି ୨.୫୨ ମିନିଟରେ ଏହି ଭୂମିକମ୍ପ ହୋଇଥିବା ଜଣାପଡ଼ିଛି। ରିକ୍ଚର ସ୍କେଲରେ ଭୂମକମ୍ପର ମାତ୍ରା ୫.୦ ଥିବା ଜଣାପଡ଼ିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଏହି ସୂଚନା ଦେଇଛି। ତେବେ ଏଥିରେ କୌଣସି କ୍ଷତି ହୋଇନଥିବା ସୂଚନା…

ତାତି ଜଳୁଛି ସାରା ଓଡିଶା

ଭୁବନେଶ୍ବର()   ଆଜିଠୁ ତାତି ଆହୁରି ବଢିବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଉଛି। ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ୪୫ ଡିଗ୍ରୀ ପାର୍ ହୋଇଯିବାର ସମ୍ଭାବନା ରହିଛି। ଟିଟିଲାଗଡ, ସୋନପୁର, ତାଳଚେର, ବଲାଙ୍ଗିର, ଝାରସୁଗୁଡା, ବରଗଡ ଆଦି ସ୍ଥାନରେ ସାଂଘାତିକ ସ୍ଥିତି…

ସୁରତ ଅଗ୍ନିକାଣ୍ଡରେ ମୃତକଙ୍କ ସଂଖ୍ୟା ୨୦କୁ ବୃଦ୍ଧି

ସୁରତ()  ସୁରତ କୋଚିଂ ସେଣ୍ଟର ଅଗ୍ନିକାଣ୍ଡ ଘଟଣାରେ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ । ସୁରକ୍ଷାକୁ ଦୃଷ୍ଟିରେ ରିପୋର୍ଟ ଆସିବା ପର୍ୟ୍ୟନ୍ତ ସୁରତ ଓ ଅହମଦାବାଦର ସମସ୍ତ କୋଚିଂ ସେଣ୍ଟରକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଦିଆଯାଇଛି। ଗତକାଲି ଅପରାହ୍ନ ପ୍ରାୟ ୫ଟା ବେଳେ…

୨୯ରେ ଶପଥ ଗ୍ରହଣ କରିବେ ନବୀନ

ଭୁବନେଶ୍ୱର()   ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଇସ୍ତଫା ଦେଇଛନ୍ତି । ତାଙ୍କ ସହ ଦଳର ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଇସ୍ତଫା ଦେଇଛନ୍ତି । ରାଜ୍ୟପାଳଙ୍କ ନିକଟକୁ ଇସ୍ତଫାପତ୍ର ପଠାଯାଇଥିଲା । ରାଜ୍ୟପାଳ ଇସ୍ତଫା ଗ୍ରହଣ କରିବା ପରେ ରାଜ୍ୟପାଳ ଆସନ୍ତା…