Odia News Portal
Monthly Archives

June 2019

କାଲି ଖୋଲିବ ସମସ୍ତ ସ୍କୁଲ

ଭୁବନେଶ୍ବର()   ଆସନ୍ତାକାଲିଠୁ ଖୋଲିବ ରାଜ୍ୟର ସମସ୍ତ ସ୍କୁଲ । ଏନେଇ ସୂଚନା ଦେଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ଖରାକୁ ଦେଖି ଆସନ୍ତା ୨୫ ତାରିଖ ଯାଏଁ ସ୍କୁଲ ଛୁଟି ଘୋଷଣା କରିଥିଲେ ରାଜ୍ୟ ସରକାର । ଖରା କମିଯିବାରୁ କାଲିଠାରୁ ସ୍କୁଲ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ପ୍ରଥମେ…

୨୪ ଘଣ୍ଟାରେ ଓଡିଶା ଛୁଇଁବ ମୌସୁମୀ

ଭୁବନେଶ୍ବର()   ଆସନ୍ତାକାଲି ଓଡିଶା ଛୁଇଁବ ମୌସୁମୀ । ପ୍ରାଥମିକ ପର୍ୟ୍ୟାୟରେ ଏହା ଦକ୍ଷିଣ ଓଡ଼ିଶାରେ ସକ୍ରିୟ ହେବ। ପରବର୍ତ୍ତୀ ସମୟରେ ସାରା ଓଡ଼ିଶାକୁ ମୌସୁମୀ ବାୟୁ ଛୁଇଁବ। ତେବେ ମୌସୁମୀ ଲଘୁଚାପ ନେଇ ଆସିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସେପଟେ ଉତ୍ତର-ପୂର୍ବ…

ରଥଯାତ୍ରା ସୁରକ୍ଷା ବୈଠକ, ଏହିସବୁ ଦିଗକୁ ଦିଆଯାଇଛି ଗୁରୁତ୍ବ

ପୁରୀ : ରଥଯାତ୍ରାର ସୁରକ୍ଷା ନେଇ ରଥଯାତ୍ରା ସୁରକ୍ଷା ବୈଠକ ଶେଷ ହୋଇଛି। ରଥଯାତ୍ରା ବେଳେ ମୁତୟନ ହେବେ ୧୫୦ ପ୍ଲାଟୁନ ପୋଲିସ। ସମସ୍ତ ବିଭାଗ ସମନ୍ଵୟ ରକ୍ଷା କରି ରଥାଯାତ୍ରା ସମୟରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ପୋଲିସ ଡିଜି ଆର.ପି.ଶର୍ମା । କେନ୍ଦ୍ରକୁ ମଗାଯାଇଛି NSG…

ବ୍ଲାକମେଲିଂ କରିବା ମହଙ୍ଗା ପଡିଲା, ୪ ନକଲି ସାମ୍ବାଦିକ ଗିରଫ

ବରଗଡ଼ :  ବରଗଡ ଜିଲ୍ଲା  ଶିଳ୍ପ କେନ୍ଦ୍ର ଅଧିକାରୀଙ୍କୁ ବ୍ଲାକମେଲିଂ କରିବା ମହଙ୍ଗା ପଡିଲା।ବରଗଡ ଟାଉନଥାନା ପୋଲିସ ୪ ଜଣ ନକଲି ସାମ୍ବାଦିକଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ନଗଦ ଟଙ୍କା, ମୋବାଇଲଫୋନ, ଆଇପଡ, ଲାପଟପ, ଆଇଡେଣ୍ଟିଟି କାର୍ଡ, ଗୋଟିଏ କ୍ୟାମେରା, ବୁମ ସମେତ ସେମାନେ…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉର୍ବଶୀଙ୍କ ମେସେଜ ନେଇ ଚର୍ଚ୍ଚା

ଉର୍ବଶୀ ରୌଟେଲା ଓ ହାର୍ଦିକ ପାଣ୍ଡ୍ୟାଙ୍କ ରିଲେସନ ନେଇ ପୁଣି ଉଠିଛି ଚର୍ଚ୍ଚା । ଏଥର ଚର୍ଚ୍ଚାର ଆଧାର ହେଉଛି ଭାରତ-ପାକ ମ୍ୟାଚ ପୂର୍ବରୁ  ହାର୍ଦିକଙ୍କୁ ଉର୍ବଶୀ ମେସେଜ କରିଥିବା ନେଇ। ରିପୋର୍ଟ ଅନୁସାରେ ଉର୍ବଶୀ ହାର୍ଦିକଙ୍କୁ ୱାଲର୍ଡ କପ୍‌ର ଭାରତ-ପାକ୍‌ ମ୍ୟାଚ୍‌ର ୨ଟି ଟିକେଟ୍‌…

ୱାର୍ଲଡ କପ୍ ରୁ ଵାଦ ପଡିଲେ ଶିଖର ଧାୱନ

ଶିଖର ଧାୱନ ୱାର୍ଲଡ କପ୍ ରୁ ବାହାରି ଯାଇଛନ୍ତି । ତାଙ୍କ ସ୍ଥାନରେ ଟିମ୍ ଇଣ୍ଡିଆରେ ଖେଳିବେ ଋଷଭ ପନ୍ଥ। ଅଷ୍ଟ୍ରେଲିଆ ବିପକ୍ଷରେ ଗତ ୱାର୍ଲଡ କପ୍ ମ୍ୟାଚ୍ ବେଳେ ପେଟ୍ କମିଙ୍ଗସଙ୍କ ଏକ ବଲ ଧାୱନ ଆହତ ହୋଇଥିଲେ। ତାଙ୍କ ବାମ ହାତ ଆଙ୍ଗୁଠିରେ ବଲ ବାଜିଥିଲା। ସେତେବେଳେ ଧାୱନ ୧୦୯ ରନ କରି…

ଥରିଲା ପଶ୍ଚିମ ଓଡ଼ିଶା

ଭୁବନେଶ୍ୱର()  ପଶ୍ଚିମ ଓଡ଼ିଶାର କିଛି ଜାଗାରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ୫.୪୬ ତୀବ୍ରତା ଅନୁଭୂତ ହୋଇଥିବା ସୂଚନା ମିଳିଛି । ହେଲେ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା କେତେ ରହିଛି ତାହାକୁ ପାଣିପାଗ କେନ୍ଦ୍ର ତରଫରୁ ସ୍ପଷ୍ଟ କରାଯାଇନାହିଁ । ସମ୍ବଲପୁର, ଝାରସୁଗୁଡ଼ା, କୁଚିଣ୍ଡା ଓ…

ଫଳ ପ୍ରକାଶ ପାଇଲା ଓଜେଇଇ ୨୦୧୯ ପ୍ରବେଶିକା

ଭୁବନେଶ୍ବର () ଆଜି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୧୯ର ଫଳ ପ୍ରକାଶ ପାଇଛି । ସ୍ଥାନୀୟ ରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ପରିଷଦର ସମ୍ମିଳନୀ କକ୍ଷରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରେମାନନ୍ଦ ନାୟକ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୧୯…

ସନ୍ନିଙ୍କୁ ଇସିଙ୍କ ନୋଟିସ

ନୂଆଦିଲ୍ଲୀ()   ଅଭିନୟରୁ ରାଜନୀତିକୁ ଆସି ବିଜେପି ଟିକେଟ୍ରୁ ସାଂସଦ ହୋଇଥିବା ସନ୍ନି ଦେଓଲଙ୍କ ପାଇଁ ଅଡ଼ୁଆ ହୋଇଛି ନିର୍ବାଚନୀ ଖର୍ଚ୍ଚ। ନିର୍ବାଚନ କମିଶନ ଲୋକସଭା ପ୍ରାର୍ଥୀଙ୍କ ଉପରେ ସମୁଦାୟ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବାର ସୀମା ରଖିଥିଲେ। ତେବେ ବର୍ତ୍ତମାନ ସନ୍ନି ଦିଓଲ ନିର୍ବାଚନୀ…

ଆରମ୍ଭ ହେଲେ ସର୍ବଦଳୀୟ ବୈଠକ

ଭୁବନେଶ୍ବର()  ପ୍ରଧାନମନ୍ତ୍ରୀ ଡାକିଥିବା ସର୍ବଦଳୀୟ ବୈଠକ ଆମ୍ଭ ହୋଇଯାଇଛି । ଏହି ବୈଠକ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧକ୍ଷତାରେ ଏହି ବୈଠକ ଡକାଯାଇଛି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଯୋଗ ଦେଇଛନ୍ତି ।…