Odia News Portal
Monthly Archives

June 2019

ଡାକ୍ତର ଓ ହସ୍ପିଟାଲରେ ସୁରକ୍ଷା ନେଇ ଆସନ୍ତାକାଲି ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ()  ଆସନ୍ତାକାଲି ସୁପ୍ରିମକୋର୍ଟ ଦେଶରେ ଡାକ୍ତରଙ୍କ ସୁରକ୍ଷା ଓ ନିରାପତ୍ତା ସଂକ୍ରାନ୍ତରେ ଶୁଣାଣି କରିବେ। ବିଚାରପତି ଜଷ୍ଟିସ୍ ଦୀପକ ଗୁପ୍ତା ଏବଂ ସୂର୍ୟ୍ୟ କାନ୍ତ ଏହି ମାମଲାର ଶୁଣାଣି କରିବେ ବୋଲି ଜଣାପଡ଼ିଛି। ଗତ ସପ୍ତାହରେ ପଶ୍ଚିମବଙ୍ଗର ନୀଲରତନ ମେଡିକାଲ କଲେଜର ଜଣେ…

ରତ୍ନବେଦୀ ଛାଡି ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ()  ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ହାତୀ ବେଶରେ ଦର୍ଶନ ଦେବେ ଶ୍ରୀଜିଉ । ଅନ୍ୟାନ୍ୟ ରୀତିନୀତି ପରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ଗଜାନନ ବେଶରେ ଦର୍ଶନ ଦେବେ ଶ୍ରୀଜିଉ। ଆଜି ସକାଳେ ରତ୍ନ ସିଂହାସନରୁ ଆସି ସ୍ନାନବେଦୀରେ ବିଜେ ହୋଇଥିଲେ ମହାପ୍ରଭୁ । ପରମ୍ପରା ଅନୁସାରେ…

କାଳବୈଶାଖୀ ସମ୍ଭାବନା

ଭୁବନେଶ୍ବର()  ୫ ଜିଲ୍ଲା ପାଇଁ କାଳବୈଶାଖୀ ସତର୍କତା ଜାରି କଲା ପାଣିପାଗ ବିଭାଗ । କିଛି ଜିଲ୍ଲାରେ ଧୂଳିଝଡ଼, ବଜ୍ରପାତ ସହ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି କେନ୍ଦୁଝର, ମୟୂରଭଂଜ, ନବରଙ୍ଗପୁର, ନୂଆପଡ଼ା ଓ କଳାହାଣ୍ଡି। ତାସହ ଜିଲ୍ଲାରେ…

୧୩ ଜିଲ୍ଲାକୁ କାଳବୈଶାଖୀ

ଭୁବନେଶ୍ବର()  ୧୩ ଜିଲ୍ଲାକୁ ଘଡଘଡି ସହ ବର୍ଷା ହେବା ନେଇ ଆଗୁଆ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏହାସହ କାଳବୈଶାଖୀର ଆଶଙ୍କା ମଧ୍ୟ ରହିଛି । ଏହି ଜିଲ୍ଲାଗୁଡ଼ିକ ହେଲା କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା,…

୨୦୧୯ର ମିସ୍ ଇଣ୍ଡିଆ ହେଲେ ସୁମନ ରାଓ

ମୁମ୍ବାଇ() ମିସ୍ ଇଣ୍ଡିଆ ୨୦୧୯ର ବିଜେତାଙ୍କ ନାମ ଘୋଷଣା ହୋଇସାରିଛି। ଏହି ବିଜୟ ମୁକୁଟ ଜିତିଛନ୍ତି ରାଜସ୍ଥାନର ସୁମନ ରାଓ। ଏହାସହ ସେ ୫୬ତମ ମିସ୍ ଇଣ୍ଡିଆ ପ୍ରତିଯୋଗିତାର ବିଜେତା ପାଲଟିଛନ୍ତି। ଫେମିନା ମିସ୍ ଇଣ୍ଡିଆ ଗ୍ରାଣ୍ଡ ଫିନାଲେର ଆୟୋଜନ ଶନିବାର ମୁମ୍ବାଇର ସରଦାର ବଲ୍ଲଭଭାଇ ପଟେଲ…

ପ୍ରଥମେ ବୋଲିଂ କରିବ ପାକିସ୍ତାନ

ନୂଆଦିଲ୍ଲୀ ()    ଆଉ ଅଳ୍ପ ସମୟ ପରେ ଆରମ୍ଭ ହେବ ଭାରତ-ପାକିସ୍ତାନ ମ୍ୟାଚ। ଅପରାହ୍ନ ୩ଟାରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିନ୍ଦ୍ୱନ୍ଦୀ । ଟସ୍ ଜିତି ପାକିସ୍ତାନ ପ୍ରଥମେ ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଛି। ଅର୍ଥାତ୍ ଭାରତ ପ୍ରଥମେ ବ୍ୟାଟିଂ କରିବ। ଓପନିଂ ରୋହିତ…

ମମତାଙ୍କ ସହ କଥା ହେବାକୁ ସର୍ତ୍ତ ରଖିଲେ ଡାକ୍ତର

କୋଲକାତା()    ଆସନ୍ତାକାଲି ଦେଶବ୍ୟାପୀ ବନ୍ଦ ଡାକରା ଦେଇଛି ଇଣ୍ଡିଆନ ମେଡିକାଲ ଆସୋସିଏସନ । ସେପଟେ ଡାକ୍ତରଙ୍କ ଆନ୍ଦୋଳନ ଯୋଗୁଁ ପଶ୍ଚିମବଙ୍ଗରେ ସ୍ୱାସ୍ଥ୍ୟସେବା ପ୍ରଭାବିତ ହୋଇଥିବା ବେଳେ ନରମିଛନ୍ତି ରାଜ୍ୟ ସରକାର । କାମରେ ଯୋଗଦେବାକୁ ଆନ୍ଦୋଳନକାରୀ ଡାକ୍ତରଙ୍କୁ ଅପିଲ କରିଛନ୍ତି…

ସାଇବାବା ମନ୍ଦିର ଟଙ୍କାକୁ ନେବା ପାଇଁ ମନା କରିଦେଲା ବ୍ୟାଙ୍କ୍, କ’ଣ ପାଇଁ ଆସନ୍ତୁ ଜାଣିବା …

ମହରାଷ୍ଟ୍ରର ଶିରିଡିସ୍ଥିତ ସାଇ ବାବା ମନ୍ଦିରରେ ଜମା ଟଙ୍କାକୁ ନେବା ପାଇଁ ବ୍ୟାଙ୍କ୍ ମନା କରିଦେଇଛି। ବ୍ୟାଙ୍କ୍ କହିଛି ଯେ ତାଙ୍କ ପାଖରେ ଏହି ଟଙ୍କାକୁ ରଖିବା ପାଇଁ ଜାଗା ନାହଁ। କାରଣ ଏହି ସମୟରେ ସାଇବାବା ସଂସ୍ଥାନ ପାଖରେ ଦେଢ଼ କୋଟି ଟଙ୍କା ରହିଛି। ଯାହାକୁ ବ୍ୟାଙ୍କ୍ ଜମା କରିବା ପାଇଁ…

ଅଳ୍ପକେ ବର୍ତ୍ତିଲା ରାଜଧାନୀ ଏକ୍ସପ୍ରେସ

ନୂଆଦିଲ୍ଲୀ : ଅଳ୍ପକେ ବର୍ତ୍ତିଛି ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ। ଶନିବାର ଏକ ବଡ ଦୁର୍ଘଟଣା ହେବାରୁ ଅଳ୍ପକେ ବର୍ତ୍ତି ଯାଇଛି ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ । ଦିଲ୍ଲୀ ଷ୍ଟେସନରେ ରାଜଧାନୀ ଏକ୍ସପ୍ରେସର ୪ଟି ଚକା ଟ୍ରାକରୁ ଖସିପଡିଥିବା ସୂଚନା ମିଳିଛି ।…

ଆଜି ଦିନ ୩ଟାରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ

ନୂଆଦିଲ୍ଲୀ : ବିଶ୍ୱକପ କ୍ରିକେଟରେ ଆଜି ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ । ଅପରାହ୍ନ ୩ଟାରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିନ୍ଦ୍ୱନ୍ଦୀ । ରୋହିତଙ୍କ ସହ କେ.ଏଲ ରାହୁଲ ଓପନିଂ କରିବେ । ପ୍ରଥମଥର ଲାଗି ପାକିସ୍ତାନ ବିପକ୍ଷରେ ରାହୁଲ ଖେଳିବେ । ଧାୱନଙ୍କ ସ୍ଥାନରେ ବିଜୟ…