Odia News Portal
Monthly Archives

June 2019

ଆଫଗାନିସ୍ତାନ ୯ ୱିକେଟରେ ପରାସ୍ତ, ଦକ୍ଷିଣ ଆଫ୍ରିକାର ପ୍ରଥମ ବିଜୟ

କାର୍ଡିଫ : ଆଫଗାନିସ୍ତାନକୁ ୯ ୱିକେଟରେ ପରାସ୍ତ କରି ଦକ୍ଷିଣ ଆଫ୍ରିକା ବିଶ୍ୱକପ ୨୦୧୯ରେ ଶନିବାର ନିଜର ପ୍ରଥମ ବିଜୟ ହାସଲ କରିଛି । ଏଥି ସହିତ ଟିମ ସେମିଫାଇନାଲରେ ପ୍ରବେଶକୁ ଅନେକ ଆଶା ରଖିଛି । ଫାଫ ଡୁପ୍ଲେସିସଙ୍କ ନେତୃତ୍ୱରେ ଟିମ ଟୁର୍ଣ୍ଣାମେଣ୍ଟର ଆରମ୍ଭରୁ ଭଲ ଖେଳି ନଥିଲା । ପୂର୍ବରୁ…

ଦ. ଆଫ୍ରିକାକୁ ୫-୦ରେ ହରାଇ ଭାରତ ଚାମ୍ପିଅନ

ଭୁବନେଶ୍ଵର : ଏଫଆଇଆଚ ଫୁରୁଷ ହକି ଫାଇନାଲ୍ସରେ ଭାରତ ଚାମ୍ପିଅନ ହୋଇଛି। କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମୁକାବିଲାରେ ଭାରତ ଦକ୍ଷିଣ ଆଫ୍ରିକାକୁ ୫-୧ରେ ହରାଇ ଚାମ୍ପିଅନ ହୋଇଛି। ଏହା ସହିତ ଭାରତ ୨୦୨୦ ଟୋକିଓ ଅଲିମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଟୂର୍ଣ୍ଣାମେଣ୍ଟରେ…

ନୀତି ଆୟୋଗ ବୈଠକରେ ନବୀନଙ୍କ ଦାବି

ନୂଆଦିଲ୍ଲୀ () ଓଡିଶା ଭଳି କ୍ରମାଗତ ଭାବେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ରାଜ୍ୟକୁ ଫୋକସ ରାଜ୍ୟର ମାନ୍ୟତା ସହ ସାରା ଦେଶରେ ଏକକ ନିର୍ବାଚନ ପ୍ରକ୍ରିୟା ଲାଗୁ ଏବଂ ଓଡିଶା ଭଳି ରାଜ୍ୟରେ ଦ୍ଵିତୀୟ ସବୁଜ ବଳୟ ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ…

ଜୁଲାଇ ୫ରେ ରାଜ୍ୟସଭା ଉପନିର୍ବାଚନ

ଭୁବନେଶ୍ୱର()   ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଓଡିଶାର ୩ ଆସନରେ ପାଇଁ ବିଜ୍ଞପ୍ତି ପ୍ରକାଶ । ସେହିପରି ଗୁଜୁରାଟରେ ୨ଟି ଆସନ ଏବଂ ବିହାରର ଗୋଟଏ ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ ହୋଇଛି । ଅଚ୍ୟୁତ ସାମନ୍ତ, ପ୍ରତାପ ଦେବ, ସୌମ୍ୟ ପଟ୍ଟନାୟକ ଇସ୍ତଫା ଦେଲା ପରେ ଏହି…

ଆସନ୍ତାକାଲି ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ

ଭୁବନେଶ୍ବର()  ବିଶ୍ବକପରେ ଆସନ୍ତାକାଲି ମୁହାଁମୁହିଁ ହେବେ ଭାରତ- ପାକିସ୍ଥାନ । ୨୦ ବର୍ଷ ପରେ ପୁଣି ଥରେ ଓଲଡ ଟ୍ରାଫଡରେ ଭିଡ଼ାଭିଡ଼ି ହେଉଛନ୍ତି ଉଭୟ ଟିମ୍ । ବିଶ୍ବକପରେ ୬ଟି ଯାକ ମ୍ୟାଚ୍ ପାକିସ୍ତାନ ଭାରତଠାରୁ ପରାସ୍ତ ହୋଇଥିବାରୁ ଏଥର ମଧ୍ୟ ରେଜଲ୍ଟ ରିପିଟ୍ ହେବ ବୋଲି ଆଶା କରାଯାଉଛି ।…

ମହିଳାଙ୍କୁ ମାଡ ମାରି କଂଗ୍ରେସ ନେତା ଫେରାର

ପଞ୍ଜାବ()  ଜଣେ ମହିଳାଙ୍କୁ ଘରୁ ଘୋଷାଡ଼ି ଲାତ ଗୋଇଠା ମାରି କଂଗ୍ରେସ ନେତା ଫେରାର ହୋଇଯାଇଛି । ସୋସିଆଲ ମିଡ଼ିଆରେ ଭିଡିଓ ଭାଇରାଲ ହେବାପରେ ଏହାକୁ ବିରୋଧ କରାଯାଇଛି । ପଞ୍ଜାବ ମୁକ୍ତସର ସହରରେ ଘଟିଥିବା ଏହି ଘଟଣାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ମହିଳାଙ୍କୁ…

ଆରମ୍ଭ ହେଲା ନୀତି ଆୟୋଗ ବୈଠକ

ନୂଆଦିଲ୍ଲୀ ()  ଆଜି ନୀତି ଆୟୋଗ ଗଭର୍ଣ୍ଣିଂ କାଉନ୍ସିଲ ବୈଠକ । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବାକୁ ଥିବା ଆୟୋଗର ପରିଚାଳନା ପରିଷଦ ବୈଠକରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୈଠକରେ ଗଭର୍ଣ୍ଣିଂ କାଉନସିଲରେ ସଦସ୍ୟ ଥିବା ରାଜ୍ୟର ମୁଖ୍ୟମନ୍ତ୍ରୀ, କିଛି…

୧୧ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର()   ୧୧ ଜିଲ୍ଲା ପାଇଁ କାଳବୈଶାଖୀ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ଏହି ଜିଲ୍ଲାଗୁଡିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଖୋର୍ଦ୍ଧା, ଯାଜପୁର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଏବଂ କଟକ । ଏସବୁ ସ୍ଥାନରେ ଘଡ଼ଘଡ଼ି ସହ ହାଲ୍କା ବର୍ଷା ମଧ୍ୟ…

ୱେଷ୍ଟଇଣ୍ଡିଜକୁ ୮ ୱିକେଟରେ ପରାସ୍ତ କଲା ଇଲଂଣ୍ଡ

ୱେଷ୍ଟଇଣ୍ଡିଜକୁ ୮ ୱିକେଟରେ ପରାସ୍ତ କଲା ଇଲଂଣ୍ଡ । ସାଉଥମ୍ପଟନର ଦ ରୋଜ୍ ବାଉଲ ଷ୍ଟାଡିୟମରେ ଚାଲିଥିବା ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ । ପ୍ରଥମେ ବ୍ୟାଟିଂ କରି ଇଲଂଣ୍ଡର ଘାତକ ବୋଲିଂ ଆଗରେ ଧରାସାୟୀ ହୋଇଯାଇଥିଲା ୱେଷ୍ଟଇଣ୍ଡିଜ୍ । ୪୪.୪ ଓଭରରେ ମାତ୍ର…

ଆସନ୍ତୁ ଜାଣିବା ରକ୍ତଦାନ ପୂର୍ବରୁ କେଉଁ କେଉଁ ସତର୍କତା ଅବଲମ୍ବନ କରିବା ଦରକାର

ଭୁବନେଶ୍ୱର : ରକ୍ତଦାନ ମହାପୂଣ୍ୟ । ରକ୍ତଦାନ ଦ୍ୱାରା ଜଣକର ଜୀବନ ରକ୍ଷା କରାଯାଇପାରେ । ସେଥିପାଇଁ ରକ୍ତଦାନକୁ ମହାତଦାନ ବୋଲି କୁହାଯାଏ । ରକ୍ତଦାନ ସମୟରେ କିଛି ଜିନିଷ ଉପରେ ଧ୍ୟାନ ଦେବାକୁ ପଡିଥାଏ । ଏହିସବୁ ଜିନିଷ ଉପରେ ଧ୍ୟାନ ନଦେଲେ ଏହା ମୃତ୍ୟୁର କାରଣ ମଧ୍ୟ ହୋଇପାରେ । ସେଥିପାଇଁ…