Odia News Portal
Monthly Archives

June 2019

ପାକିସ୍ତାନରେ ଧୋନିଙ୍କ ପ୍ରଶଂସକ ! ଆସନ୍ତୁ ଜାଣିବା …

 ୮ ବର୍ଷ ହେଲା ଚାଚାଙ୍କୁ ଟିକେଟ ପଠାଉଛନ୍ତି ଧୋନି ଧୋନି ଏବଂ କରାଚୀରେ ଜନ୍ମ ହୋଇଥିବା ତାଙ୍କର ଜଣେ ପ୍ରଶଂସକଙ୍କ ସମ୍ପର୍କ ୨୦୧୧ ବିଶ୍ୱକପ ସେମି ଫାଇନାଲ ସମୟରେ ଆରମ୍ଭ ହୋଇଥିଲା । ସେହିଦିନ ଠାରୁ ଏହି ସମ୍ପର୍କ ଆହୁରି ଆହୁରି ମଜବୁତ ହୋଇ ଚାଲିଲା । ଉଭୟଙ୍କ ସମ୍ପର୍କ ଅତି ନିବିଡ । ବସିର…

ଏଫଆଇଏଚ୍ ପୁରୁଷ ସିରିଜ୍ ଫାଇନାଲ୍ସ : ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କଲା ଭାରତ

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫଆଇଏଚ୍ ପୁରୁଷ ସିରିଜ୍ ଫାଇନାଲ୍ସରେ ଆୟୋଜକ ଭାରତୀୟ ପୁରୁଷ ହକି ଟିମ୍ ବିଜୟଧାରା ଅବ୍ୟାହତ ରଖି ଫାଇନାଲରେ ପ୍ରବେଶ କରି ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରେ ସ୍ଥାନ ପକ୍କା କରିଛି। ଶୁକ୍ରବାର ଭାରତ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ…

କେନ୍ଦ୍ରମନ୍ତ୍ରୀ ଓ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ

ନୂଆଦିଲ୍ଲୀ() ଆଗାମୀ ଦିନରେ ଓଡିଶାର ବିକାଶ ତଥା ସାଢେ ୪ କୋଟି ଓଡିଆଙ୍କ କଲ୍ୟାଣ ପାଇଁ ରାଜ୍ୟ ଓ କେନ୍ଦ୍ର ଉଭୟ ସରକାର ମିଶି କିପରି କାମ କରିବେ ସେ ନେଇ ସବିଶେଷ ଆଲୋଚନା କରାଗଲା ବୋଲି ନୂଆଦିଲ୍ଲୀ ସ୍ଥିତ ଓଡିଶା ଭବନରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିବା ପରେ…

ରାଜଧାନୀରେ ମହିଳା ବ୍ରାଉନସୁଗର ବେପାରୀ ଗିରଫ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରୁ ଧରାପଡ଼ିଛି ଜଣେ ମହିଳା ବ୍ରାଉନସୁଗର ବେପାରୀ। ଏହି ମାମଲାରେ କମିଶନରେଟ୍‌ ପୁଲିସର କୁଇକ୍‌ ଆକ୍‌ସନ୍‌ ଟିମ୍‌ ଓ ଲକ୍ଷ୍ମୀସାଗର ଥାନା ପୁଲିସ ଆଜି ଜଣେ ମହିଳାଙ୍କୁ ଗିରଫ କରିଛି। ବ୍ରାଉନସୁଗାର କାରବାରର ହବ୍‌ ଭାବେ ଜଣାଶୁଣା ହଳଦିପଡ଼ିଆରୁ ପୁଲିସ ୧୯…

ମହିଳାଙ୍କ ଅଭିଯୋଗ ପ୍ରସଙ୍ଗକୁ ଖଣ୍ଡନ କଲେ ସାଂସଦ

କଟକ : ଅନୁଭବ ମହାନ୍ତି ଓ ତାଙ୍କ ଭାଇଙ୍କ ନାମରେ ଅଭିଯୋଗ ଆଣିଥିଲେ ଜଣେ ମହିଳା । ମହିଳାଙ୍କ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅନୁଭବ । ଏବଂ ସେ କହିଛନ୍ତି ଯେ ମୋତେ ବଦନାମ କରିବାକୁ ଚେଷ୍ଟା କରାଯାଉଛି । ପୋଲିସ ଘଟଣାର ତଦନ୍ତ କରୁଛି । ତଦନ୍ତ ପ୍ରକ୍ରିୟାରେ ସମସ୍ତ ପ୍ରକାର ସହଯୋଗ କରିବେ…

ଅନୁଭବଙ୍କ ନାଁରେ ମାମଲା ରୁଜୁ

କଟକ()  ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ଅଭିଯୋଗ। ଜଣେ ମହିଳା ସାମ୍ବାଦିକଙ୍କୁ ସାଂସଦ ଅନୁଭବ ମହାନ୍ତିଙ୍କ ଦୁର୍ବ୍ୟବହାର କରିଥିବାର ଅଭିଯୋଗ ହୋଇଛି। ଏନେଇ କଟକ ପୁରୀଘାଟ ଥାନାରେ ଅନୁଭବଙ୍କ ନାଁରେ ଏକ ମାମଲା ରୁଜୁ ହୋଇଛି। ଏତଲାନୁଯାୟୀ ସମ୍ପୃକ୍ତ ମହିଳାଙ୍କୁ ଅନୁଭବଙ୍କ…

ନାନାଙ୍କୁ କ୍ଲିନଚିଟ୍

ନାନା ପାଟେକରଙ୍କ ଉପରେ ଯୌନ ଶୋଷଣ ଅଭିଯୋଗ କରିଥିଲେ ଅଭିନେତ୍ରୀ ତନୁଶ୍ରୀ ଦତ୍ତ । ଲମ୍ବା ଯାଞ୍ଚ ପରେ ଆଜି ମୁମ୍ବାଇ ପୋଲିସ ଏହି ମାମଲାକୁ ବନ୍ଦ କରିବାର ନିଷ୍ପତି ନେଇଛନ୍ତି।ତଦନ୍ତରେ ତନୁଶ୍ର ଦତ୍ତଙ୍କ ଅଭିଯୋଗକୁ ଆଧାରହୀନ ଧରାଯାଇଛି। ଏହି କେସରେ ପୋଲିସ ‘ବି ରିପୋର୍ଟ’ ଫାଇଲ କରିଛନ୍ତି।…

ଉପବାଚସ୍ପତି ପଦ ନେଇ ବିଜେପିରେ ଅସନ୍ତୋଷ

ଭୁବନେଶ୍ବର () ୱାଇଏସଆର କଂଗ୍ରେସକୁ ବିଜେପି ଲୋକସଭାରେ ଉପବାଚସ୍ପତି ପଦ ଅପର କରିଛି । ବିଜେପିର ଏହି ରାଜନୈତିକ ଚାଲକୁ ନେଇ ରାଜନୈତିକ ମହଲରେ ଭୃକୁଞ୍ଚନ ସୃଷ୍ଟି ହୋଇଛି ଏବଂ ଏନେଇ ବିତର୍କ ଆରମ୍ଭ ହୋଇଯାଇଛି । କେବଳ ବିରୋଧୀ ଦଳ ନୁହେଁ, ଏନଡିଏ ମେଣ୍ଟଭୁକ୍ତ ଦଳଗୁଡିକ ମଧ୍ୟ ଏହି ନୂଆ ସମୀକରଣ…

ରଜ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା

ଭୁବନେଶ୍ବର()   ରଜ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ସୁଖ ଓ ସମୃଦ୍ଧି କାମନା କରି ଅଭିନନ୍ଦନ ଜଣାଇଛନ୍ତି। ସେ ଟ୍ବିଟ୍ ଜରିଆରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଟ୍ୱିଟ କରି ସେ ଲଖିଛନ୍ତି ଓଡ଼ିଶାର ଅନନ୍ୟ ସାଂସ୍କୃତିକ ଗଣପର୍ବ ରଜ ଉପଲକ୍ଷେ ସମସ୍ତଙ୍କୁ…

କାଳବୈଶାଖୀ ସମ୍ଭାବନା

ଭୁବନେଶ୍ବର()   ୧୨ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏହି ସବୁ ଜିଲ୍ଲାକୁ ଘଡଘଡି  ବର୍ଷା ହେବା  ସହ କାଳବୈଶାଖୀ ନେଇ ସତର୍କ ସୂଚନା ଜାରିକଲା ପାଣିପାଗ କେନ୍ଦ୍ର । ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି- କୋରାପୁଟ, ମାଲକାନଗିରି, ବରଗଡ଼, ନୂଆପଡ଼ା, ବଲାଙ୍ଗୀର,…