ଖଡ଼ିଆଳ : ନାବାଳିକାଙ୍କ ଅସଦାଚରଣ ଅଭିଯୋଗରେ ବାବା ଗିରଫ
ନୂଆପଡ଼ା : ପୁଣି ଜଣେ ବାବା ପୋଲିସ ହାତରେ ଗିରଫ ହୋଇଛନ୍ତି । ନୂଆପଡ଼ା ଜିଲ୍ଲା ଖଡ଼ିଆଳ ପୋଲିସ ଜଣେ ନାବାଳିକାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଜଣେ ବାବାଙ୍କୁ ଗିରଫ କରିଛି।
ସୂଚନା ମୁତାବକ, ନୂଆପଡ଼ା ଖଡ଼ିଆଳରେ ନାବାଳିକାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଜଣେ ବାବାଙ୍କୁ ଗିରଫ ହୋଇଛନ୍ତି ।…