ମିଳିଲା ନିଖୋଜ ବିମାନର ଭଗ୍ନାଂଶ
ନୂଆଦିଲ୍ଲୀ() ବାୟୁସେନାର ନିଖୋଜ ବିମାନ ଏମ-୩୨ର ଭଗ୍ନାବଶେଷ ଅରୁଣଚଳ ପ୍ରଦେଶର ଲିପୋ ଠାରେ ଠାବ କରାଯାଇଛି । ଜୁନ ୩ରୁ ବାୟୁସେନାର ଏହି ବିମାନଟି ନିଖୋଜ ହୋଇଥିଲା । ବାୟୁସେନାର ଏମ-୧୭ ହେଲିକ୍ୟାପଟର ଦ୍ୱାରା ଏହି ନିଖୋଜ ବିମାନକୁ ଠାବ କରାଯାଇଛି । ଭାରତୀୟ ବାୟୁସେନା ପକ୍ଷରୁ ଏହି ସୂଚନା…