Odia News Portal
Monthly Archives

June 2019

ସଚିବାଳୟରେ ନବଗ୍ରହ ପୂଜା

 ଭୁବନେଶ୍ବର ()  ସଚିବାଳୟରେ ଗ୍ରହଶାନ୍ତି ପୂଜା କରିଛନ୍ତି ମନ୍ତ୍ରୀ ପଦ୍ମନାଭ ବେହେରା । ସ୍ତ୍ରୀଙ୍କ ସହ ନବଗ୍ରହ ପୂଜା କରିଛନ୍ତି ପୂଜା କରିଛନ୍ତି ମନ୍ତ୍ରୀ ପଦ୍ମନାଭ ।ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ହେବା ପରେ ସେ ସଚିବାଳୟରେ ଗ୍ରାହଶାନ୍ତି ପୂଜା କରିଛନ୍ତି…

ବର୍ଷା ଓ ବଜ୍ରପାତ ସମ୍ଭାବନା

ଭୁବନେଶ୍ବର()  ରାଜ୍ୟର କିଛି ଜିଲ୍ଲାରେ ଧୂଳିଝଡ଼ ସହିତ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଜିଲ୍ଲା ଗୁଡ଼ିକ ହେଉଛି- ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି।…

ଯୁବରାଜଙ୍କ ଅବସର

ମୁମ୍ବାଇ()  ଅନ୍ତର୍ଜାତୀୟ କି୍ରକେଟରୁ ଯୁବରାଜଙ୍କ ଅବସର । ବିଶ୍ୱକପ୍ର ହିରୋ ‘ଯୁବରାଜ ସିଂହ’ ଆଜି ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ଘୋଷଣା କରିଛନ୍ତି। ମୁମ୍ବାଇର ସାଉଥ ହୋଟେଲ୍ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ ଅବସର ଘୋଷଣା କରିଛନ୍ତି। ୩୭ ବର୍ଷୀୟ ଯୁବରାଜ ସିଂହ ତାଙ୍କର ଶେଷ…

ଜୁନ ୨୫ରୁ ବିଧାନସଭା ବଜେଟ ଅଧିବେଶନ

ଭୁବନେଶ୍ବର()  ଷୋଡଶ ବିଧାନସଭାର ପ୍ରଥମ ଅଧିବେଶନ ଆସନ୍ତା ୨୫ ତାରଖ ଠାରୁ ଆରମ୍ଭ ହେବ । ଏବଂ ଏହା ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ଦିନ ରାଜ୍ୟପାଳ ବିଧାନସଭା ଅଧିବେଶନକୁ ଉଦଘାଟନ କରି ଅଭିଭାଷଣ ଦେବେ । ଏହି ଅଧିବେଶନ ୨ଟି ପର୍ଯ୍ୟାୟରେ ଚାଲିବ । ଏଥିରେ ମୋଟ ୩୦ଟି କାର୍ଯ୍ୟ ଦିବସ…

ପୁଣି ଆସୁଛି ବାତ୍ୟା ବାୟୁ

ପୁଣି ଆସୁଛି ବାତ୍ୟା ବାୟୁ । ଲାକ୍ଷାଦ୍ୱୀପ ନିକଟ ଦକ୍ଷିଣ-ପୂର୍ବ ଆରବ ସାଗରରେ ସୃଷ୍ଟ ଅବପାତ ଆସନ୍ତା ୬ ଘଣ୍ଟା ମଧ୍ୟରେ ଡିପ ଡିପ୍ରେସନରେ ପରିଣତ ହେବ । ପରବର୍ତ୍ତୀ ୨୪ଘଣ୍ଟାରେ ଏହା ବାତ୍ୟାର ରୂପ ନେବ । ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରିବ । ପ୍ରଭାବରେ କେରଳ, କର୍ଣ୍ଣାଟକରେ ଜୋରରେ…

ଶିଖର ଧଓ୍ଵନଙ୍କ ଶତକ, ଅଷ୍ଟ୍ରେଲିଆ ବିପକ୍ଷରେ ଟିମ ଇଣ୍ଡିଆର ବିରାଟ ବିଜୟ

ଅଷ୍ଟ୍ରେଲିଆ ବିପକ୍ଷରେ ଟିମ ଇଣ୍ଡିଆର ବିରାଟ ବିଜୟ । ସୁପର ସଣ୍ଡେର ହାଇଭୋଲଟେଜ ମ୍ୟାଚରେ କଙ୍ଗାରୁ ଟିମକୁ ୩୬  ରନରେହରାଇଲା ବିରାଟ ବାହିନୀ । ଟିମ୍ ଇଣ୍ଡିଆର ବ୍ୟାଟିଂ ଏବଂ ବୋଲିଂ ଆଗରେ ଧରାସାୟୀ ହେଲା ଅଷ୍ଟ୍ରେଲିଆ । ୩୫୨ ରନର ବିଶାଳ ଲକ୍ଷକୁ ପିଛା କରି ମାତ୍ର ୩୧୬  ରନରେସୀମିତ ହୋଇଗଲା…

କେରଙ୍ଗ ଅହମଦୀୟା ମୁସଲିମ ବି. ଚାମ୍ପିଅନ

ଖୋର୍ଦ୍ଧା : ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ କେରଙ୍ଗ ଅହମଦୀୟା ମୁସଲିମ ଯୁବ ସଂଗଠନ ଆନୁକୁଲ୍ୟରେ ଇଦ୍ ଉପଲକ୍ଷେ ସରକାରୀ ଚିକିତ୍ସାଳୟ ଗ୍ରାଉଣ୍ଡ ଠାରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଂଟ  ଖେଳା ଯାଇଛି । ଏହି ଫୁଟବଲ ଟୁର୍ଣ୍ଣାମେଂଟରେ ମୋଟ ୧୨ ଗୋଟି ଦଳ ଭାଗନେଇଥିଲେ  । ପ୍ରତ୍ୟେକ ଦଳାରୁ ସାତ…

କାନ୍ଥପଡି ମୃତ୍ୟୁ ଘଟଣା, ପ୍ରତି ମୃତକଙ୍କ ପରିବାରକୁ ୪ ଲକ୍ଷ

ଭୁବନେଶ୍ୱର : ଢେଙ୍କାନାଳ ଅଳସୁଆ ହାଟରେ କାନ୍ଥପଡି ୪ ଜଣଙ୍କ ମୃତ୍ୟୁ ହେବା ଘଟଣାରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ମୃତକଙ୍କ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ପ୍ରତି ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା…

ବିଜେଡିର ଯୁବ, ମହିଳା ଓ ଛାତ୍ର ସଭାପତି ବଦଳିବା ଚର୍ଚ୍ଚା !

ଭୁବନେଶ୍ୱର :  ବିଜୁ ଜନତା ଦଳ(ବିଜେଡି) ରାଜ୍ୟରେ ସଂଖ୍ୟା ଗରିଷ୍ଠତା ହାସଲ କରି ୫ମ ଥର ସରକାର ଗଠନ କରିସାରିଛି । ବିଜେଡି ଚଳିତ ବର୍ଷ ବିଧାନସଭା ନିର୍ବାଚନରେ ପୂର୍ଵଥର ଅପେକ୍ଷା ୫ଟି ଆସନର କ୍ଷତି ହୋଇଛି । ମାତ୍ର ଦଳର ଚିନ୍ତା ବଢ଼ାଇଛି ଲୋକସଭା ଆସନ । ୨୦୧୪ ନିର୍ବାଚନରେ ବିଜେଡ଼ି ଅକ୍ତିଆର…

ଦିଲ୍ଲୀରେ ପହଞ୍ଚିଲେ ନବୀନ …

ନୂଆଦିଲ୍ଲୀ : ପଞ୍ଚମ ପାଳି ଶାସନ ଆରମ୍ଭ ପରେ ଆଜି ପ୍ରଥମ ଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ସେ ୭ ଦିନିଆ ଦିଲ୍ଲୀରେ ଗସ୍ତରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟପ୍ରତିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହା ସହିତ ନୀତି ଆୟୋଗ ବୈଠକରେ ମଧ୍ୟ ଯୋଗ ଦେବାର ଥିବା ନେଇ…