ରୋହିତ୍ ଙ୍କ ଆଉ ଏକ ରେକର୍ଡ ..
ଇତିହାସ ରଚିଲେ ରୋହିତ୍ । ମାଷ୍ଟରବ୍ଲାଷ୍ଟର ସଚିନଙ୍କୁ ପଛରେ ପକାଇଲେ ହିଟ୍ ମ୍ୟାନ୍ । ପାଂଚ ଥର ବିଶ୍ବବିଜେତା ଟିମ୍ ଅଷ୍ଟ୍ରେଲିଆ ବିପକ୍ଷରେ ୨୦୦୦ ରନ ପୂରଣ କରିଛନ୍ତି ରୋହିତ୍ । ଏହା ସହ ଅଷ୍ଟ୍ରେଲିଆ ବିରୋଧରେ ସବୁଠାରୁ ଦ୍ରୁତ ଗତିରେ ୨୦୦୦ ରନ କରିବାରେ ପ୍ରଥମ ଖେଳାଳି ମଧ୍ୟ ବନି ଯାଇଛନ୍ତି…