Odia News Portal
Monthly Archives

June 2019

ମିଶନ ଶକ୍ତି ମହିଳାଙ୍କୁ ମିଳିବ ସରକାରୀ କାମ

ଭୁବନେଶ୍ବର()  ପ୍ରତିଶୃତି ରକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ । ୨୦୧୯ ନିର୍ବାଚନ ବେଳେ ନବୀନ ଯେଉଁ ସବୁ ପ୍ରତିଶୃତି ଦେଇଥିଲେ ତାହା ପୂରଣ କରିବା ପାର୍ଯ୍ୟ ଆରମ୍ଭ କରିସାରିଲେଣି ନବୀନ । ଏସଏସଜି ମହିଳାଙ୍କୁ ସରକାରଙ୍କ ବିଭିନ୍ନ ବିଭାଗ ଅଧିନରେ ହେଉଥିବା କାମ ପ୍ରଦାନ କରିବାକୁ ସମସ୍ତ…

୧୭ରେ ହାଇକୋର୍ଟ କାର୍ୟ୍ୟ ବର୍ଜନ

ହାଇକୋର୍ଟରେ ଖାଲି ପଡ଼ିଥିବା ବିଚାରପତି ପଦରେ ନିଯୁକ୍ତି ଦାବିରେ ୧୭ରେ କାର୍ୟ୍ୟ ବର୍ଜନ ନିଷ୍ପତ୍ତି ନେଇଛନ୍ତି ବାର୍ ଆସୋସିଏସନ । ହାଇକୋର୍ଟରେ ୨୭ ଜଣ ବିଚାରପତି ରହିବା କଥା । ଏବେ ଅଛନ୍ତି ମାତ୍ର ୧୩ ଜଣ ବିଚାରପତି । ସେହିପରି ଏକ ଲକ୍ଷ ୭୦ ହଜାର କେସ୍ ବିଚାରାଧୀନ ଅଛି । ଖାଲି ପଡ଼ିଥିବା…

ଅଡୁଆରେ ବିଧାୟକ

ବଲାଙ୍ଗିର ()  ପାଟଣାଗଡର ନବନିର୍ବାଚିତ ବିଧାୟକ ପାଟଣାଗଡ ବ୍ଲକ୍ର ଜେଇଙ୍କୁ ବିଧାୟକ ସରୋଜ ମେହେର ଉଠବସ କରାଇବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ବଲାଙ୍ଗିର ଜିଲ୍ଲାପାଳ । ଆଉ ଏବେ ଏହି ଘଟଣାକୁ ନେଇ ଦୁଃଖପ୍ରକାଶ କରିଛନ୍ତି ପାଟଣାଗଡ ବିଧାୟକ ସରୋଜ ମେହେର । ସେ କହିଛନ୍ତି, ଗତକାଲି…

୭ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ବର()  ରାଜ୍ୟରେ ୭ଟି ଜିଲ୍ଲାକୁ ସତର୍କ ସୂଚନା । ଘଡଘଡି ସହ ବର୍ଷା ହେବା ନେଇ ଆଗୁଆ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏହାସହ କାଳବୈଶାଖୀର ଆଶଙ୍କା ରହିଥିବା କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ରାଜ୍ୟର କିଛି ସ୍ଥାନରେ ମଧ୍ୟ ବର୍ଷା ମଧ୍ୟ ହୋଇପାରେ ବୋଲି…

୮୨ଟି ସ୍କୁଲକୁ ନୋଟିସ୍, କାହିଁକି ଜାଣନ୍ତୁ …

କଟକ ()  ଜିରୋ ରେଜଲ୍ଟ ହୋଇଥିବା ୮୨ଟି ସ୍କୁଲଗୁଡ଼ିକୁ ନୋଟିସ୍ ଦିଆଯାଇଛି । ତାସହ କାହିଁକି ଏସବୁ ସ୍କୁଲରେ ଶୂନ ରେଜଲ୍ଟ ହୋଇଛି ତାର ସମୀକ୍ଷା କରାଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଆଜି ମାଧ୍ୟମିକ ଶିକ୍ଷା ପରିଷଦ…

କଳିଙ୍ଗରେ ହକି ପର୍ବ ଆରମ୍ଭ : ଦକ୍ଷିଣ ଆଫ୍ରିକାକୁ ହରାଇଲା ଆମେରିକା, ସନ୍ଧ୍ୟା ୭ଟାରେ ଭାରତ ଓ ରୁଷ ମଧ୍ୟରେ ଟକ୍କର

ଭୁବନେଶ୍ୱର : (ଚକ୍ରଧର ମାଝି ) କଳିଙ୍ଗ ଷ୍ଟାଡିୟମ୍‌ରେ ଆଜିଠାରୁ ଏଫ୍ ଆଇଏଚ୍ ପୁରୁଷ ହକି ସିରିଜ୍ ଫାଇନାଲ୍ସ ଆରମ୍ଭ ହେଇଯାଇଛି । ଆଜିର ଉଦ୍‌ଘାଟନୀ ଦିବସରେ ମୋଟ ୩ଟି ମ୍ୟାଚ୍‌ ଅନୁଷ୍ଠିତ ହେବାକୁ ଥିବା ବେଳେ ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ହରାଇଛି ଆମେରିକା । ୨.୦ ଗାଲରେ ମ୍ୟାଚ୍‌…

କନ୍ଧମାଳରେ ପୁଣି ଲଜ୍ଜା : ଅଷ୍ଟମ ଶ୍ରେଣୀ ଛାତ୍ରୀ ହେଲେ ଗର୍ଭବତୀ

ଦାରିଙ୍ଗବାଡି : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ପୁଣି ଏକ ଲଜ୍ଜାଜନକ ଘଟଣା ଘଟିଛି। ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଛନ୍ତି। ଜଣେ ବିବାହିତ ବ୍ୟକ୍ତି ଗତ କିଛିମାସ ତଳେ ତାଙ୍କୁ ବଳାତ୍କାର କରିଥିବା ମଙ୍ଗଳବାର ସନ୍ଧ୍ୟାରେ ଥାନାରେ ଛାତ୍ରୀଙ୍କ ପରିବାର ଲୋକ ଅଭିଯୋଗ…

ବୁମ୍‌ରାଙ୍କ ୫୦ତମ ଅନ୍ତର୍ଜାତୀୟ ମ୍ୟାଚ୍‌

ସାଉଥାମ୍ପ୍‌ଟନ : ଭାରତୀୟ ପେସର ଯଶ୍‌ପ୍ରୀତ ବୁମ୍‌ରା ଏଠାରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ମୁକାବିଲାରେ କ୍ୟାରିୟରର ୫୦ତମ ମ୍ୟାଚ୍‌ ଖେଳିଛନ୍ତି। ବୁଧବାର ଖେଳାଯାଇଥିବା ମ୍ୟାଚ୍‌ରେ ସେ ଦକ୍ଷିଣ ଆଫ୍ରିକୀୟ ଓପ୍‌ନର ହାସିମ ଅମ୍‌ଲା ଓ କ୍ୱିଣ୍ଟନ ଡିକକ୍‌ଙ୍କ ଉଇକେଟ ନେଇଛନ୍ତି।…

ଝଡ଼, ବର୍ଷା, ପବନ ସହିତ ବଜ୍ରପାତ ସମ୍ଭାବନା

ଭୁବନେଶ୍ବର()   ୨ଟି ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି। ମୟୂରଭଂଜ ଓ ବାଲେଶ୍ୱର ପାଇଁ ଏହି ସତର୍କ ସୂଚନା ଜାରି କରାଯାଇଛି। ଏହି ଦୁଇଟି ଜିଲ୍ଲାରେ ଆଜି ଝଡ଼, ବର୍ଷା, ପବନ ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କିଛି ଦିନ ଧରି ରାଜ୍ୟର…

ନିର୍ବାଚନ ଜିତିବା ପରେ ଛୁଟି କଟାଇବାକୁ ବାହାରିଲେ ସନ୍ନି, ଲୋକେ କହିଲେ

ନୂଆଦିଲ୍ଲୀ()  ନିର୍ବାଚନ ଜିତିବା ପରେ ସନ୍ନି ଦେଓଲ ଗୁରୁଦାସପୁରକୁ ଯାଇ ନ ଥିବାରୁ ଲୋକେ ଅଭିଯୋଗ ଆଣିଛନ୍ତି । ଖାସ୍ କରି ତାଙ୍କର ବୁଲିବାର ଫଟୋ ଏବଂ ଭିଡିଓ ଭାଇରାଲ ହେବା ପରେ ଲୋକେ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି ।କିଛି ଲୋକ କହିଛନ୍ତି ଜିତିବା ପରେ ବୁଲିବା ପରିବର୍ତ୍ତେ ସମାଜ ପାଇଁ…