Odia News Portal
Monthly Archives

June 2019

ଆୟୁଷ୍ମାନ ଯୋଜନାରେ ସାମିଲ ହେବା ପାଇଁ ରାଜ୍ୟକୁ ପ୍ରସ୍ତାବ

କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାର କାର୍ୟ୍ୟକାରିତା ନେଇ ଆଜି ସଚିବାଳୟରେ ଆଲୋଚନା ହୋଇଛି। ସଚିବାଳୟରେ ଆୟୁଷ୍ମାନ ଭାରତ ସିଇଓଙ୍କ ସହ ବୈଠକ ବସିଥିଲା । ବୈଠକ ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି କି, ପ୍ରାଥମିକ ସ୍ତରରେ ଆଲୋଚନା ହୋଇଛି । ଏଭଳି ଯୋଜନା ନେଇ ଆହୁରି ୨…

୨୦ରୁ ରାଜ୍ୟସଭା ଅଧିବେଶନ

୨୦ରୁ ଆରମ୍ଭ ହେବ ରାଜ୍ୟସଭା ଅଧିବେଶନ । ଏହା ଜୁଲାଇ ୨୬ ତାରିଖ ଯାଏ ଚାଲିବ । ଏଥିପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମନ କରିଛନ୍ତି । ସେହିପରି ଆସନ୍ତା ୧୭ ତାରିଖରୁ ଲୋକସଭା ଅଧିବେଶନ ଆରମ୍ଭ ହେବ । ପ୍ରଥମ ଦୁଇ ଦିନ ନବନିର୍ବାଚିତ ସାଂସଦମାନେ ଶପଥ ନେବେ । ଆସନ୍ତା ଜୁନ ୧୯ରେ ନୂଆ…

ଆରପାରିରେ ହାସ୍ୟ ଅଭିନେତା ସଲିଲ ମିତ୍ର

ଭୁବନେଶ୍ବର()  ହାସ୍ୟ ଅଭିନେତା ସଲିଲ ମିତ୍ରଙ୍କ ଦେହାନ୍ତ ହୋଇଛି । ଯାହାଙ୍କ ଅଭିନୟ ସମସ୍ତଙ୍କୁ ହସାଇ ହସାଇ ବେଦମ୍ କରୁଥିଲା ସେ ଆଜି ସମସ୍ତଙ୍କ ଆଖିରେ ଲୁହ ଭରିଦେଇ ଚାଲିଯାଇଛନ୍ତି। ଗତ ମାସରେ ଦୁର୍ଘଟଣାର ଶିକାର ହୋଇ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସିତ…

ଝଡବର୍ଷା ସହ ଘଡଘଡି ସମ୍ଭାବନା

ଭୁବନେଶ୍ବର()  ରାଜ୍ୟର ପ୍ରାୟ ୪ଟି ଜିଲ୍ଳାରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ଯେଉଁ ଜିଲ୍ଲାରେ ଝଡ଼ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି ସେ ଜିଲ୍ଲାଗୁଡ଼ିକ ହେଉଛି, ମାଲକାନଗିରି, କୋରାପୁଟ, ରାୟଗଡା ଓ ଗଜପତି । ଏହି ସବୁ…

ଭାରତୀୟ ମହାକାଶ ଗବେଷଣା କେନ୍ଦ୍ରକୁ ଯିବେ 20 ଯୁବ ଜ୍ୟୋତିର୍ବିଜ୍ଞାନୀ

ଭୁବନେଶ୍ବର (): ନବୀନ ନିବାସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଟାଟାଷ୍ଟିଲ ଯୁବ ଜ୍ୟୋତିର୍ବିଜ୍ଞାନ ପ୍ରତିଭା ଅନ୍ବେଷଣ (ୟାଟସ୍)ର ୧୨ତମ ସଂସ୍କରଣ ବିଜେତାଙ୍କ ପରିଦର୍ଶନ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଛନ୍ତି । ବିଜେତା ହୋଇଥିବା ୨୦ ଜଣିଆ ଛାତ୍ରଛାତ୍ରୀ ଦଳ…

ଜାଣନ୍ତୁ ଏହି ହଟ୍ ଓ ସୁନ୍ଦରୀ ସାଂସଦଙ୍କ ବିଷୟରେ

ଅଭିନେତ୍ରୀ ନୁସରତ ଜହାଁ ରାଜନୀତି ମଇଦାନକୁ ଓହ୍ଲାଇ ସଫଳତା ହାସଲ କରିଛନ୍ତି। ଅବିବାହିତ ଅଭିନେତ୍ରୀ ନୁସରତ ଜହାଁ ସାଂସଦ ହୋଇଛନ୍ତି । ଟିଏମସି ଟିକେଟ୍ ଦ୍ବାରା ମଇଦାନକୁ ଆସିଥିବା ଏହି ଅଭିନେତ୍ରୀ ବେଙ୍ଗଲି ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁତ ଫେମସ। ନୁସରତ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ…

ଜାତୀୟ ସୁରକ୍ଷା ପରାମର୍ଶଦାତା ରହିବେ ଅଜିତ ଡୋଭାଲ

ନୂଆଦିଲ୍ଲୀ()  ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ମିଳିଳା କ୍ୟାବିନେଟ ମନ୍ତ୍ରୀ ପାହ୍ୟା । ଅଜିତ ଡୋଭାଲ ମୋଦି ସରକାରଙ୍କ ଦ୍ୱିତୀୟ ପର୍ୟ୍ୟାୟ କାର୍ୟ୍ୟକାଳରେ ମଧ୍ୟ ସୁରକ୍ଷା ପରାମର୍ଶଦାତା ରହିବେ । ଦେଶର ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡୋଭାଲଙ୍କୁ କ୍ୟାବିନେଟ…

ବାୟୁସେନାର ବିମାନ AN-୩୨ ନିଖୋଜ

ଜୋରହଟ୍()  ଆସାମ ଜୋରହଟରୁ ଅରୁଣାଚଳ ପ୍ରଦେଶ ମେଚୁକା ବାୟୁସେନା ବିମାନ ଘାଟୀକୁ ଯାଉଥିବା ଏକ ଏଏନ୍-୩୨ ବିମାନ ନିଖୋଜ ହୋଇଯାଇଥିବା ଜଣାପଡିଛି । ବିମାନରେ ୫ ଜଣ ଯାତ୍ରୀ ଥିବା ବେଳେ ୮ ଜଣ ଚାଳକଦଳ ସଦସ୍ୟ ଥିଲେ। ଆଜି ଦିନ ପ୍ରାୟ ୧୨ଟା ୨୫ ମିନିଟରେ ବିମାନଟି ଉଡାଣ ଭରିଥିବା ଜଣାପଡିଛି । ତେବେ…

ଅଡ଼ୁଆରେ ମୁଖ୍ୟମନ୍ତ୍ରୀ କମଲନାଥ

ନୂଆଦିଲ୍ଲୀ()  ଲୋକସଭା ନିର୍ବାଚନ ବେଳେ ଅଘୋଷିତ ଟଙ୍କା କାରବାର ମାମଲାରେ କମଲନାଥ ସାମିଲ ଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ପରେ ସିବିଆଇ ଆକ୍ସନ ମୋଡକୁ ଯାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ନିର୍ବାଚନ କମିଶନଙ୍କ ପକ୍ଷରୁ ସିବିଆଇକୁ ଏ ସମ୍ପର୍କରେ ଅବଗତ କରାଯାଇଥିଲା। ସିବିଆଇ ନିର୍ବାଚନ…

୧୫ଟି ଜିଲ୍ଲାକୁ କାଳବୈଶାଖୀ

ରାଜ୍ୟର ୧୫ଟି ଜିଲ୍ଲାକୁ ଘଡଘଡି ସହ ବର୍ଷା ହେବା ନେଇ ଆଗୁଆ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସନ୍ଧ୍ୟା ୫ଟା ୧୫ ମିନିଟ୍ ମଧ୍ୟରେ ରାଜ୍ୟର ୧୫ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ପୂର୍ବାନୁମାନ କରି ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।…