Odia News Portal
Monthly Archives

June 2019

ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା

ଭୁବନେଶ୍ବର()  ଆଜି ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥର ପାସ୍ ହାର ୭୨.୩୩% ରହିଛି, ଯାହା ଗତ ବର୍ଷ ତୁଳନା ୪.୬୫% କମ୍।ପ୍ରଥମ ଶ୍ରେଣୀରେ ୨୦ ହଜାର ୮୦୬ ଜଣ ପାସ୍ କରିଛନ୍ତି । ଦ୍ୱିତୀୟ ଶ୍ରେଣୀରେ ୨୩ ହଜାର ୯୦୪ ଜଣ ଓ ତୃତୀୟ ଶ୍ରେଣୀରେ ୨୫ ହଜାର ୩୬୦ ଜଣ ଛାତ୍ରଛାତ୍ରୀ…

ବିଶ୍ବକପ ପୂର୍ବରୁ ଭାରତକୁ ବଡ଼ ଝଟକା, କ୍ୟାପଟେନ୍ କୋହଲି ହେଲେ ଆହତ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳ ବିଶ୍ବକପ୍ ୨୦୧୯ର ପ୍ରଥମ ମ୍ୟାଚ୍ ୫ଜୁନରେ ସାଉଥଆଫ୍ରିକା ବିପକ୍ଷରେ ଖେଳିବାକୁ ଯାଉଛି। କିନ୍ତୁ ଖେଳ ପୂର୍ବରୁ ଭାରତୀୟ ଖେଳପ୍ରେମୀଙ୍କ ପାଇଁ ଆସିଛି ଏକ ଖରାପ ଖବର। ସାଉଥ ଆଫ୍ରିକା ବିପକ୍ଷରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ବିରାଟସେନା ଖୁବ ଅଭ୍ୟାସ କରୁଛି।…

ବ୍ରାହ୍ମଣୀ ନଦୀ ପ୍ରଧାନସାହି କୂଳରେ ଗାଧୋଉଥିବା ବେଳେ ଯୁବକଙ୍କୁ ଟାଣିନେଲା କୁମ୍ଭୀର

ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗାଧୋଉଥିବା ବେଳେ ଯୁବକଙ୍କୁ ଟାଣି ନେଇଛି କୁମ୍ଭୀର । ଯୁବକଙ୍କୁ ଉଦ୍ଧାର ପାଇଁ ଗ୍ରାମବାସୀମାନେ ଉଦ୍ୟମ ଜାରି ରଖିଛନ୍ତି । ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ମଣ୍ଡପଡା…

ବିଜେପୁର ବିଧାୟକ ପଦରୁ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା

ଭୁବନେଶ୍ୱର : ଶେଷରେ ଯାହା ପୂର୍ବାନୁମାନ କରାଯାଉଥିଲା ତାହା ହିଁ ହେଲା। ବିଜେପୁର ବିଧାୟକ ପଦରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ତଫା ଦେଇଛନ୍ତି। ହିଂଜିଲି ଆସନ ହାତରେ ରଖିଛନ୍ତି। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ସେ ଏନେଇ ଅବଗତ କରାଇଛନ୍ତି।

ଭାରତର ପ୍ରଥମ ମହିଳା ରେସଲର କବିତା ଦେବୀଙ୍କୁ ମିଳିବ ଭାରତ ଗୌରବ ଆୱାର୍ଡ

ଆମେରିକାରେ ଡବ୍ଲୁଡବ୍ଲୁଇର ରିଂଗରେ ନିଜ ଦମ ଦେଖାଇଛନ୍ତି ଭାରତର ପ୍ରଥମ ମହିଳା ରେସଲର କବିତା ଦେବୀ। କବିତାଙ୍କୁ ଭାରତ ଗୌରବ ଆୱାର୍ଡ ଦିଆଯାଇ ତାଙ୍କୁ ସମ୍ମାନିତ କରାଯିବ। କାଲିରମନ ଫାଉଣ୍ଡେସନ ତାଙ୍କୁ ଏହି ଆୱାର୍ଡ ଦେବାର ଘୋଷଣା କରିଛି। ବିଭିନ୍ନ କ୍ଷେତ୍ରରେ ଭାରତର ନାଁ ରଖୁଥିବା…

୧୨ତମ କିଟ୍ ଇଣ୍ଟରନ୍ୟାସନାଲ ଚେସ୍ ଫେଷ୍ଟିଭାଲ ୨୦୧୯ ଆରମ୍ଭ

ଭୁବନେଶ୍ବର : କିଟ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହୋଇଛି ୧୨ତମ କିଟ ଇଣ୍ଟରନ୍ୟାସନାଲ ଚେସ ଫେଷ୍ଟିବାଲ – ୨୦୧୯ । ପ୍ରତିଯୋଗିତାରେ ୧୯ଟି ଦେଶର ଖେଳାଳି ଯୋଗ ଦେଇଛନ୍ତି । ଅଲ ଓଡ଼ିଶା ଚେସ ଆସୋସିଏସନ ଓ କିଟ୍‌ ବିଶ୍ୱବିଦ୍ୟାଳୟରେ ମିଳିତ ପ୍ରୟାସରେ ପ୍ରତିଯୋଗିତା ଆୟୋଜିତ ହୋଇଛି । ଏଥିରେ ୧୯ଟି ଦେଶର…

ଦିଲ୍ଲୀରେ ଅଟକିଲା କଳ୍ପନାଙ୍କ ମରଶରୀର, କାରଣ ଜାଣନ୍ତୁ…

ଭୁବନେଶ୍ୱର ()  ଆଜି ଭୁବନେଶ୍ୱର ଆସିବନି ପର୍ବତାରୋହିଣୀ କଳ୍ପନା ଦାସଙ୍କ ମରଶରୀର। କାଠମାଣ୍ଡୁରୁ ଦିଲ୍ଲୀ ଆସିଥିବା ବିମାନ ବିଳମ୍ବରେ ଦିଲ୍ଲୀରେ ପହଞ୍ଚିଥିଲା। ବିଳମ୍ବ କାରଣରୁ ଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ବିମାନ ପଳାଇ ଆସିଥିଲା। ସେଥିପାଇଁ ଆସନ୍ତାକାଲି ସକାଳ ୭ଟାରେ ତାଙ୍କ ମରଶରୀର…

ମୋଦିଙ୍କ ସହ ଡିନର୍ କରିବାକୁ ଚାହୁଁଛନ୍ତି ଏହି ଅଭିନେତ୍ରୀ

ନୂଆଦିଲ୍ଲୀ()   ନରେନ୍ଦ୍ର ମୋଦି ଦ୍ୱିତୀୟଥର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ୨୦୧୪ ରେ ପ୍ରଧାନମନ୍ତ୍ରୀ ହେବା ଦିନଠାରୁ ମୋଦିଙ୍କ ଲୋକପ୍ରିୟତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।ବଲିଉଡ୍ କୁଇନ୍ କ୍ୟାଟ୍ରିନା କୈଫ୍ ମଧ୍ୟ ମୋଦିଙ୍କ ଦିୱାନୀ ହୋଇ ଯାଇଛନ୍ତି। ମୋଦିଙ୍କ ବ୍ୟକ୍ତିତ୍ୱରେ…

ଏଣିକି ସରକାରୀ ବୈଠକକୁ ଫୋନ ମନା

ଲକ୍ଷ୍ନୌ()  ଏଣିକି ମନ୍ତ୍ରୀ କିମ୍ବା ସରକାରୀ ବାବୁମାନେ ସାଙ୍ଗରେ ମୋବାଇଲ୍ ଫୋନ ନେଇ ବୈଠକରେ ବସି ପାରିବେ ନାହିଁ । କ୍ୟାବିନେଟ୍ ମିଟିଂ ବେଳେ ମଧ୍ୟ ଏଭଳି ନିୟମ ଲାଗୁ ହେବ। ଆଜି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏଭଳି ନିୟମ ଲାଗୁ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଫିସର…

ବିଧାନସଭାରେ ବିରୋଧୀଦଳ ନେତା ହେବେ ଜୟନାରାୟଣ

ଭୁବନେଶ୍ବର()  ୨୩ ବିଧାୟକଙ୍କ ସହ ପ୍ରଥମ ଥର ବିରୋଧୀ ଦଳ ଆସନରେ ବସିବ ବିଜେପି। ସେପଟେ ମିଶନ ୱାନ୍ ଟ୍ବେଣ୍ଟି ସଫଳ ହୋଇ ନ ଥିଲେ ବି ବିଜେପି ଲାଗି ପ୍ରଥମ ଥର ବିରୋଧୀ ଦଳ ନେତା ବାଛିବାର ସୁଯୋଗ ରହିଛି । ହେଲେ ଏ ପର୍ୟ୍ୟନ୍ତ ବିଜେପି ର ସେ ପ୍ରକ୍ରିୟା ଆରମ୍ଭ ହେଇପାରିନାହିଁ । ଏହା…