ବାଚସ୍ପତି ହେଲେ ସୂର୍ୟ୍ୟନାରାୟଣ
ଭୁବନେଶ୍ବର() ବରିଷ୍ଠ ବିଜେଡି ନେତା ସୂର୍ୟ୍ୟ ନାରାୟଣ ପାତ୍ର ଆଜି ବିଧାନସଭା ବାଚସ୍ପତି ନିର୍ବାଚିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ନାମ ପ୍ରସ୍ତାବ କରିଥିଲେ। ବିଧାନସଭାର ୨୨ତମ ବାଚସ୍ପତି ହୋଇଛନ୍ତି ସୂର୍ୟ୍ୟନାରାୟଣ । ଦୁଇ ବିରୋଧୀ ଦଳ ପକ୍ଷରୁ କୌଣସି ବାଚସ୍ପତି…