Odia News Portal
Monthly Archives

June 2019

ବିଜେପି ରାଜ୍ୟସଭା ପ୍ରାର୍ଥୀଙ୍କୁ ନେଇ ବିଧାନସଭାରେ ବିବାଦ

ଭୁବନେଶ୍ବର()   ବିଜେପି ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀଙ୍କୁ ନେଇ ବିଧାନସଭାରେ ବିବାଦ ବଢିବାରେ ଲାଗିଛି । କଂଗ୍ରେସ ବାରମ୍ବାର ଅଶ୍ୱିନୀଙ୍କୁ ନେଇ ବିଜେପି- ବିଜେଡି ଭିତିରିଆ ବୁଝାମଣା କଥା ଉଠାଉଛି । ସେପଟେ ଅଶ୍ୱିନୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛି କଂଗ୍ରେସ ।ଶାହା କମିଶନଙ୍କ…

ରେଳବାଇ ସୁରକ୍ଷା କମିଟି ବୈଠକ, ଯାତ୍ରୀଙ୍କ ସୁରକ୍ଷାକୁ ଫୋକସ୍

ଭୁବନେଶ୍ବର : ଷ୍ଟେସନ ହେଉ ବା ଟ୍ରେନ୍ କିନ୍ନରଙ୍କ ଉପରେ କଟକଣା । ସେମାନେ କେବଳ ଯାତ୍ରୀ ଭାବେ ଯାତାୟତ କରିପାରିବେ । ମାତ୍ର ଭିକ୍ଷାବୃତ୍ତି କରିପାରିବେ ନାହିଁ । ପୋଲିସ ଡିଜିଙ୍କ କ୍ୟାମ୍ପ୍ ଅଫିସରେ ବସିଥିବା ପ୍ରଥମ ରାଜ୍ୟସ୍ତରୀୟ ରେଳବାଇ ସୁରକ୍ଷା କମିଟି ବୈଠକରେ ଏହି ନିଷ୍ପତ୍ତି…

ଭାରତୀୟ ମହିଳା ରଗ୍‌ବୀ ଟିମରେ ଥିବା ୭ ଜଣ ଓଡ଼ିଆ ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ଭୁବନେଶ୍ବର : ଭାରତୀୟ ମହିଳା ରଗ୍‌ବୀ ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା। ଗତକାଲି ୭ ଜଣ ଓଡ଼ିଆ ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଛନ୍ତି। ସେମାନଙ୍କୁ ରୁପା ତାରକସୀର କୋଣାର୍କ ଚକର ଉପହାର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। କ୍ରୀଡ଼ା ଦକ୍ଷତାକୁ ଉଚ୍ଚ ପ୍ରଶଂସା…

ଭିତରକନିକାରେ ୧୦୩ଟି ବଉଳା କୁମ୍ଭୀରଙ୍କ ବସା ଚିହ୍ନଟ

କେନ୍ଦ୍ରାପଡା : ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ପ୍ରବାହିତ ନଦୀ ନାଳରେ ବାସ କରୁଥିବା ବଉଳା କୁମ୍ଭୀରଙ୍କ ବସା ଠାବ ପ୍ରକ୍ରିୟା ଶେଷ ହୋଇଛି । ଗତବଷ ୧୦୧ଟି ବସା ଚିହ୍ନଟ ହୋଇଥିବା ବେଳେ ଚଳିତ ବର୍ଷ ୧୦୩ଟି ବସା ଚିହ୍ନଟ କରିଛି ରାଜନଗର ବନଖଣ୍ଡ ବିଭାଗ । ସେଥିରୁ କନିକା ରେଞ୍ଜରେ ୯୧ଟି…

କାଲି ଉପବାଚସ୍ପତି ପଦ ପାଇଁ ହେବ ନିର୍ବାଚନ

ଭୁବନେଶ୍ୱର : ଉପବାଚସ୍ପତି ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରିଛନ୍ତି ବାଚସ୍ପତି । ତେବେ ଆସନ୍ତା କାଲି ଉପବାଚସ୍ପତି ପଦ ପାଇଁ ନିର୍ବାଚନ ହେବାକୁ ଥିବାବେଳେ ଆଜି ବିଧାନସଭା ସଚିବଙ୍କ ନିକଟରେ ଇଚ୍ଛୁକ ପ୍ରାର୍ଥୀ ଏନେଇ ଆବେଦନ କରିପାରିବେ ବୋଲି ସୂଚନା ପ୍ରକାଶ ପାଇଛି । ତେବେ ରଜନୀକାନ୍ତ…

ଭିଜିଲାନ୍ସ ଜାଲରେ ଜେଇ, ଏକକାଳୀନ ୪ଟି ସ୍ଥାନରେ ରେଡ୍‌

ଜଗତସିଂହପୁର : ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ଜଗତସିଂହପୁର ରଘୁନାଥପୁର ବ୍ଲକ୍ ର କନିଷ୍ଠ ଯନ୍ତ୍ରୀ ତ୍ରିବିକ୍ରମ ସାମନ୍ତରାୟଙ୍କ   ସରକାରୀ କାର୍ଯ୍ୟାଳୟ ଓ  ଜଗତସିଂହପୁର ଚାନ୍ଦୁରା ସ୍ଥିତ ବାସ ଭବନ,  ସମେତ ମୋଟ୍ ୫ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ । ସେହିପରି ତାଙ୍କ…

ଆଜି ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରେ ମୁକାବିଲା

ଲଣ୍ଡନ : ବିଶ୍ବକପରେ ଆଜି ମୁହାଁମୁହିଁ ହେବେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ । ଏପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟରେ ଅପରାଜୟ ଥିବା କିୱି ଟିମ୍ ଆଜିର ମ୍ୟାଚ୍ ଜିତିଲେ ଦ୍ବିତୀୟ ଦଳ ଭାବେ ସେମିରେ ଏଣ୍ଟ୍ରି କରିବ । ସେପଟେ ପାକିସ୍ତାନ ପାଇଁ ଆଜିର ମ୍ୟାଚ୍ ଜିତିବା ନିତାନ୍ତ ଆବଶ୍ୟକ । ନହେଲେ ସର୍ଫରାଜ…

ଦର୍ଶକ ପାଇଁ ଏକ ଖୁସି ଖବର : ପୁଣି ଥରେ ଧମାଲ୍ ମଚାଇବେ କପିଲ- ସୁନୀଲ୍

କମେଡି ସୋ ଦେଖୁଥିବା ଦର୍ଶକ ପାଇଁ ଏକ ଖୁସି ଖବର । ପୁଣି ଥରେ ଧମାଲ୍ ମଚାଇବ କପିଲ୍ ଏବଂ ଗୁଥିଙ୍କ ଯୋଡି । ଅର୍ଥାତ୍ ପୁଣି ଥରେ ଟିଭି ପରଦାରେ ଏକାଠି ହେବେ କମେଡି କିଙ୍ଗ୍ କପିଲ୍ ଶର୍ମା ଏବଂ ସୁନୀଲ୍ ଗ୍ରୋଭର୍ । ସୋ ଦ କପିଲ୍ ଶର୍ମା ସୋ ରେ ଖୁବ୍ ଶୀଘ୍ର ଏଣ୍ଟ୍ରି କରିବେ ସୁନୀଲ୍ । …

୯ ଜିଲ୍ଲାରେ ୧୦୦% ପାଇଖାନା ନିର୍ମାଣ ପୂର୍ଣ୍ଣାଙ୍ଗ

ଭୁବନେଶ୍ୱର()   ରାଜ୍ୟରେ ସ୍ୱଚ୍ଛତା ଓ ପରିମଳର ବିକାଶ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ସହଯୋଗରେ ଆରମ୍ଭ କରାଯାଇଥିବା ‘ସ୍ୱଚ୍ଛ ଓଡିଶା,ସୁସ୍ଥ ଓଡିଶା’ ମିଶନ କାର୍ଯ୍ୟାନ୍ତ୍ରୟନରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି । ବର୍ତ୍ତମାନ ସୁଦ୍ଧା ୯ ଜିଲ୍ଲାରେ ୧୦୦% ପାଇଖାନା ନିର୍ମାଣ ସରିଛି ।…

ରାଜ୍ୟପାଳଙ୍କ ଅଭିଭାଷଣରେ ରାଜ୍ୟ ବିକାଶର ଚିତ୍ର

ଭୁବନେଶ୍ୱର ()  ରାଜ୍ୟପାଳଙ୍କ ଅଭିଭାଷଣରେ ଏକ ନୂଆ, ବିକଶିତ ଓ ସଂବୃଦ୍ଧ ଓଡିଶା ଗଠନର ସ୍ୱପ୍ନ । ଏହି ସ୍ବପ୍ନକୁ ବସ୍ତବତାରେ ରୂପାନ୍ତରିତ କରିବାକୁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦିଆଯାଇଛି । ଏହି ପରିବର୍ତ୍ତନର ଯାତ୍ରାରେ ସମସ୍ତେ ସାମିଲ ହେବାକୁ ରାଜ୍ୟପାଳ ଗଣେଶୀ ଲାଲ…