ଆରମ୍ଭ ହେବ ଭୁବନେଶ୍ୱର-ସୁରଟ ଫ୍ଲାଇଟ ସେବା
ଭୁବନେଶ୍ୱରରୁ ଗୁଜୁରାଟର ସୁରଟକୁ ସପ୍ତାହକୁ ୨ଥର ଫ୍ଲାଇଟ ଚଳାଚଳ କରିବ । ସୁରଟରେ ଅନେକ ଓଡ଼ିଆ ରହୁଥିବାରୁ ଓଡ଼ିଶାରୁ ସିଧାସଳଖ ସୁରଟକୁ ଫ୍ଲାଇଟ ଚଳାଚଳ ପାଇଁ ଅନେକ ଦିନରୁ ଦାବି ହୋଇଆସୁଥିଲା । ଏ ସଂପର୍କରେ ଆଜି ଟ୍ଵିଟ କରି ଜଣାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ।
ଏହି ଦାବି…