ମିସେସ୍ ଇଣ୍ଡିଆ-୨୦୧୯ ପ୍ରତିଯୋଗିତା : ମହିଳା ଅଡ଼ିଶନରେ ନିଜର ପ୍ରତିଭାର ପରିଚୟ ଦେଲେ
ଭୁବନେଶ୍ୱର : ବିୟୁଟି ପିଜାଂଟ୍ ଏଆର୍( ଆଶିଶ୍ ରାୟ)ମିସେସ୍ ଇଣ୍ଡିଆ ୨୦୧୯ ପ୍ରତିଯୋଗିତାର ଅଡିଶନ୍ ଓଡ଼ିଶାର
ଭୁବନେଶ୍ୱର ସ୍ଥିତ ୟୁନିଟ୍-୩ ଖାରବେଳ ନଗର ଜନପଥ ଶ୍ରୀୟା ଟକିଜ୍ ରୋଡ୍ରେ ଥିବା ହୋଟେଲ ହିନ୍ଦୁସ୍ଥାନ ଇଂଟରନ୍ୟାସନାଲରେ ଅନୁଷ୍ଠିତ ହୋଇଯାଇଛି । ଆବେଦନ କରିଥିବା ପ୍ରତିଯୋଗୀମାନେ…