ପୁରୀ ବେଳାଭୂମୀର ସଫେଇ ପାଇଁ ଜିଲ୍ଲାପାଳଙ୍କ ଅଭିନବ ଉଦ୍ୟମ
ପୁରୀ () ପୁରୀକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ପସନ୍ଦ ସି-ବିଚ ବା ବେଳାଭୂମୀ । ଶ୍ରୀଜଗନ୍ନାଥଙ୍କ ଦର୍ଶନ ସାରି ସମସ୍ତେ ବେଳାଭୂମୀକୁ ବୁଲିବାକୁ ଯାଆନ୍ତି । ଏପରିକି ଓଡିଶା ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ ପସନ୍ଦ ମଧ୍ୟ ପୁରୀ ବେଳାଭୂମୀ । କିନ୍ତୁ ଏହାର ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ…