Odia News Portal
Monthly Archives

July 2019

ରାଜ୍ୟପାଳଙ୍କୁ ବେଖାତିର କଲେ ବାଚସ୍ପତି

ବାଙ୍ଗାଲୋର()  ସରୁନି କର୍ଣ୍ଣାଟକ ନାଟକ । ଆଜି ହେବନି ଆସ୍ଥା ଭୋଟ।ବିଧାନସଭାକୁ ଆସନ୍ତା କାଲି ସକାଳ ୧୧ଟା ଯାଏଁ ମୁଲତବୀ ରଖାଯାଇଛି । କୁମାରସ୍ୱାମୀଙ୍କ ସରକାର ଆଜି ଆସ୍ଥା ଭୋଟର ସାମ୍ନା କରିଥାନ୍ତା । ଏନେଇ ରାଜ୍ୟପାଳ ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ରାଜ୍ୟପାଳ…

କୁଳଭୂଷଣଙ୍କ ଓକିଲ ମାମଲା ଲଢିବା ପାଇଁ ନେଇଥିଲେ ଏତିକି ଫିସ ..

କୁଳଭୂଷଣଙ୍କୁ ଫାଶୀ ଦେଇ ପାରିବନି ପାକିସ୍ତାନ । ଅନ୍ତର୍ଜାତୀୟ କୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ଭାରତକୁ ମିଳିଛି ବଡ଼ କୁଟନୈତିକ ବିଜୟ ଏବଂ ଅନ୍ତର୍ଜାତୀୟ ଫୋରମରେ ପୁଣିଥରେ ପଦାରେ ପଡିଛି ପାକିସ୍ତାନ ଷଡଯନ୍ତ୍ର । ପ୍ରଥମେ ଫାଶୀ ଦଣ୍ଡକୁ ସ୍ଥଗିତ ରଖିବା ପରେ ଆଜି ଫାଶୀ ଦଣ୍ଡାଦେଶ ଉପରେ ରୋକ୍…

କାଲି ଠାରୁ ଖାଇ ନାହାନ୍ତି ମହାରଥୀ

ଗୃହରେ ବିଜେପି ସଭ୍ୟଙ୍କ ହୋହଲ୍ଲା ଭିତରେ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଟାର୍ଗେଟ କଲେ ମହାରଥୀ । ନିରଞ୍ଜନ ଗୃହରେ ଭୂଲ ତଥ୍ୟ ଦେଉଛନ୍ତି । ମୋ ସମୟରେ ରାଜ୍ୟରେ ଶୀତଳଭଣ୍ଡାର ସଂଖ୍ୟା ୧୨୮ରୁ ୪୮କୁ ଖସି ଆସିଥିବା କହିଛନ୍ତି । କିନ୍ତୁ ମୋ ସମୟରେ ୪୮ଟି ଶୀତଳଭଣ୍ଡାର କରାଯାଇଛି । ମୋ ସମୟରେ…

ପାଟକୁରା ପାଇଁ ପୋଲିସ ପକ୍ଷରୁ କଡା ସୁରୁକ୍ଷା ଗ୍ରହଣ

ଭୁବନେଶ୍ବର()  ୨୦ରେ ହେବ ପାଟକୁରା ନିର୍ବଚନ ।ସେଥିପାଇଁ ପୋଲିସ ପକ୍ଷରୁ କଡା ସୁରୁକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆଜି ପ୍ରଚାର ଶେଷ ହେଉଥିବା ବେଳେ ବର୍ତ୍ତମାନ ଯାଏଁ କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇ ନାହିଁ ବୋଲି କହିଛନ୍ତି ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା…

୨ ଦିନ ଧରି ପ୍ରବଳ ବର୍ଷା

ଭୁବନେଶ୍ବର()   ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ୪୮ ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହୋଇପାରେ। ଏହାର ପ୍ରଭାବରେ ଆସନ୍ତା ୨ ଦିନ ଧରି ଦକ୍ଷିଣ ଓ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହେବ।”ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ…

ଭାରତ ପରି ଏକ ଧନୀ -ଦରିଦ୍ର ଅସମାନତା ଥିବା ଦେଶରେ ୫ ଟ୍ରିଲିଅନ ଡଲାର ଅର୍ଥନୀତିର କୌଣସି ଅର୍ଥ ନ ଥାଏ

ଭୁବନେଶ୍ୱର : ସହରରୁ ଗାଁ ଓ ଶିକ୍ଷା ରୋଜଗାର ଅଧିକାର ଅଭିଯାନ ତରଫରୁ କେନ୍ଦ୍ର ବଜେଟ ସର୍ମ୍ପକିତ “ଚଳିତ ବଜେଟ ଭାରତୀୟଙ୍କ ହିତରେ କେତେ?” ପ୍ରସଙ୍ଗ ଉପରେ ବରିଷ୍ଠ ଶିକ୍ଷାବିତ୍ ପ୍ରଫେସର ଗୋଲଖ ବିହାରି ନାଥଙ୍କ ଅଧକ୍ଷତାରେ ଭୁବନେଶ୍ୱର ସ୍ଥିତ ଲୋହିଆ ଏକାଡେମୀ ଠାରେ ଅନୁଷ୍ଠିତ ହୋଇ୍ଯାଇଛି ।…

ବିଶ୍ବଭୂଷଣଙ୍କୁ ଅଡୁଆ : କୋଟିଆ ଓ ପୋଲାଭରମ

ଭୁବନେଶ୍ୱର : ସୁଖର କଥା ରାଜ୍ୟ ବିଜେପିର ବରିଷ୍ଠ  ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆନ୍ଧ୍ରପ୍ରଦେଶ ଭଳି ରାଜନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ରାଜ୍ୟର ରାଜ୍ୟପାଳଭାବେ ନିଯୁକ୍ତି ଦେଇଛନ୍ତି । ଏହି ନିଯୁକ୍ତିକୁ ନେଇ ରାଜ୍ୟବାସୀଙ୍କ ମନରେ ଅନେକ ଉତ୍ସାହ…

ଭୁବନେଶ୍ୱର ରେଳ ଷ୍ଟେସନରେ ଦ୍ଵିତୀୟ ଫୁଡ ପ୍ଲାଜା

ଭୁବନେଶ୍ୱର : ଅପରାହ୍ନରେ ଭୁବନେଶ୍ୱର ରେଳ ଷ୍ଟେସନ ରେ ଦ୍ଵିତୀୟ ଫୁଡ ପ୍ଲାଜାକୁ ଯାତ୍ରୀ ମାନଙ୍କ ପାଇଁ ସମର୍ପିତ କରାଯାଇଅଛି । ପୂର୍ବତଟ ରେଳପଥ ର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ଆଜି ରେଳପଥ ର ପ୍ରମୁଖ ବାଣିଜ୍ୟିକ ପ୍ରବନ୍ଧକ ଶ୍ରୀ ଅଜୟ କୁମାର ବେହେରା ଓ ପ୍ରମୁଖ ପରିଚାଳନା ପ୍ରବନ୍ଧକ…

ଏସିଆନ୍ ଚାମ୍ପିଆନସିପ୍ ଭାଗନେବେ ଓଡ଼ିଆ ଝିଅ

ଭୁବନେଶ୍ୱର : ଏସିଆନ ତାଏକୋଣ୍ଡୋ ଚାମ୍ପିଆନସିପ୍ରେ ଭାଗ ନେବା ପାଇଁ ଓଡ଼ିଶାର ମଧୁସ୍ମିତା ମହାନ୍ତି ମନୋନୀତ ହୋଇଛନ୍ତି । ତାଏକୋଣ୍ଡୋ ଫେଡ଼େରେସନ୍ ଅଫ୍ ଇଣ୍ଡିଆ ପକ୍ଷରୁ ଜମ୍ମୁ ଠାରେ ଅନୁଷ୍ଠିତ ହୋଇଥିବା ସିଲେକ୍ସନ୍ କ୍ୟାମ୍ପରେ ମଧୁସ୍ମିତା ଯୋଗ୍ୟ ବିବେଚିତ ହେବା ପରେ ଏସିଆନ୍ ତାଏକୋଣ୍ଡୋ…

ଏବେ ବି ଅରୁଣ ଗାଁ ଟୋକା

କେନ୍ଦ୍ରାପଡ଼ା : ପାଟକୁରାରେ ଦଳୀୟ ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲଙ୍କ ପାଇଁ ପ୍ରଚାର ଅବସରରେ ବିଜୁ ଜନତା ଦଳ (ବିଜେଡି) ବରିଷ୍ଠ ନେତା ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ଡେରାକୁଣ୍ଡି ଗ୍ରାମରେ ପହଞ୍ଚିଥିଲେ। ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ସେତେବେଳେ ଚେସ୍‌…