Odia News Portal
Monthly Archives

July 2019

କୁଳଭୂଷଣଙ୍କୁ ହେବନି ଫାଶୀ

ଭାରତକୁ ମିଳିଛି ବଡ଼ ବିଜୟ। ଅବସରପ୍ରାପ୍ତ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କ ନାମରେ ଗୁଇନ୍ଦାଗିରି ଏବଂ ଆତଙ୍କବାଦ ଆଦି ଅଭିଯୋଗ ଆଣି ପାକିସ୍ତାନୀ ସାମରିକ କୋର୍ଟ ତାଙ୍କୁ ଫାଶୀ ଦଣ୍ଡାଦେଶ ଦେଇଥିଲେ ହେଁ ଆଇସିଜେ ଏତିରେ ରୋକ୍ ଲଗାଇଛନ୍ତି। । କୋର୍ଟ କହିଛି ଯେ, କୁଲଭୂଷଣଙ୍କୁ ପାକିସ୍ତାନ…

ରାଜ୍ୟସଭାରେ ଉଠିଲା ସ୍ପେଶାଲ ଫୋକସ୍ ଷ୍ଟେଟ୍ ପ୍ରସଙ୍ଗ

ଭୁବନେଶ୍ବର () ରାଜ୍ୟସଭାରେ ଉଠିଲା ଓଡିଶାକୁ ସ୍ବତନ୍ତ୍ର ଫୋକସ ରାଜ୍ୟ ମାନ୍ୟତା ଦାବି । ବିଜେଡି ସାଂସଦ ସସ୍ମିତ ପାତ୍ର ଏହି ପ୍ରସଙ୍ଗ ଉଠାଇ କ୍ରମାଗତ ଭାବେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡିଶାକୁ ଏହି ମାନ୍ୟତା ପ୍ରଦାନ ପାଇଁ ଦାବି କରିଥିଲେ । ନିକଟରେ ପ୍ରଳୟଙ୍କାରୀ ବାତ୍ୟା…

ଗିରଫ ହେଲା ଆତଙ୍କବାଦୀ ହାଫିଜ ସୟିଦ

ଲାହୋର() ବିଶ୍ବ ଆତଙ୍କବାଦୀ ଘୋଷଣା ହୋଇଥିବା ହାଫିଜ୍ ସୟିଦକୁ ପାକିସ୍ତାନର କାଉଣ୍ଟର ଟେରୋରିଜମ୍ ଡିପାର୍ଟମେଣ୍ଟ ଆଜି ଗିରଫ କରିଛି । ଲାହୋରରୁ ଗୁଜରନ୍ ୱାଲା ଯିବାବେଳେ ଲାହୋରରୁ ହାଫିଜକୁ ଗିରଫ କରାଯାଇଥିବା ପାକ୍ ମିଡିଆ ସୂଚନା ଦେଇଛି । ଗିରଫ ପରେ ହାଫିଜ୍ କୁ ବିଚାରାଧୀନ ବନ୍ଦୀ ଭାବେ…

ବଜ୍ରପାତରେ ଚାଲିଗଲା ୩ ଜୀବନ

କେନ୍ଦୁଝର()  କେନ୍ଦୁଝରରେ ବଜ୍ରପାତ ହୋଇ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି । ବଜ୍ରପାତ ହେବାରୁ ହରିଚନ୍ଦନପୁର ବ୍ଲକ୍ ବଡ଼ସିଆଳିମାଳ ଗାଁରେ ଦମ୍ପତ୍ତି ପ୍ରାଣ ହରାଇଛନ୍ତି । ସେହିପରି ଠାକୁରପଡ଼ା ଗାଁରେ ବଜ୍ରପାତରେ ସ୍ୱାମୀର ମୃତ୍ୟୁ ହୋଇଥିବାବେଳେ ସ୍ତ୍ରୀ ଗୁରୁତର…

ପାଟକୁରାବାସୀଙ୍କୁ ନବୀନଙ୍କ ଅନୁରୋଧ

କେନ୍ଦ୍ରାପଡା()  ଆସନ୍ତାକାଲି ପାଟକୁରା ପ୍ରଚାରର ଶେଷ ଦିନ । ୨୦ ତାରିଖ ସକାଳୁ ଭୋଟିଂ ହେବ । ପାଟକୁରାରେ ଶଙ୍ଖ ଫୁଙ୍କିବା ପାଇଁ ପ୍ରଚାରର ମଙ୍ଗ ଧରିଛନ୍ତି ଖୋଦ୍ ବିଜେଡ଼ି ମୁଖିଆ । ଆଜି ପାଟକୁରାରେ ବିଜେଡ଼ି ଦଳୀୟ ପ୍ରାର୍ଥୀ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…

ପ୍ରକାଶଙ୍କୁ ମାଗଣା ଚିକିତ୍ସା

ଭୁବନେଶ୍ୱର() କଟକ ଏସ୍ସିବିରେ ଚିକିତ୍ସାଧୀନ ଥିବା ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହିତ ତାଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ପ୍ରକାଶଙ୍କ ଚିକିତ୍ସା ସମ୍ପର୍କରେ ତଦାରଖ କରିବାକୁ…

ଏହିସବୁ ସ୍ଥାନରେ ଭୀଷଣ ବଜ୍ରପାତ

ଭୁବନେଶ୍ୱର()  ଆଜି ରାଜ୍ୟର ୪ ଜିଲ୍ଲାକୁ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଜିଲ୍ଲାଗୁଡିକ ହେଲା ଢେଙ୍କାନାଳ, ଅନୁଗୁଳ, ଗଜପତି ଓ କେନ୍ଦୁଝର । ଏଥିପାଇଁ ସତର୍କ ରହିବାକୁ ପାଣିପାଗ ବିଭାଗ ପରାର୍ମଶ…

୪ ବର୍ଷରେ ହାତୀ ଆକ୍ରମଣରେ ୩୬୯ ମୃତ୍ୟୁ : ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ

ଭୁବନେଶ୍ବର : ଗତ ଚାରି ବର୍ଷରେ ହାତୀ ଆକ୍ରମଣରେ ରାଜ୍ୟରେ ୩୬୯ଜଣ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି । ୨୦୭ଜଣ ହାତୀ ଆକ୍ରମଣରେ ଆହତ ହୋଇଛନ୍ତି । ଆଜି ବିଧାନସଭାରେ ବିଧାୟକ ମୁକେଶ କୁମାର ପାଲଙ୍କ ଏକ ଲିକ୍ଷିତ ପ୍ରଶ୍ନର ଉତ୍ତରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହି ସୂଚନା…

ପାଟକୁରା ନିର୍ବାଚନ ପରେ ଆଇପିଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ୱର : ରାଜ୍ୟରେ ନୂତନ ସରକାର ଗଠନ ହେବାକୁ ଇତିମଧ୍ୟରେ ୨ ମାସ ଅତିକ୍ରମ କରିଛି । ତେବେ ସରକାର ଗଠନ ହେବା ପରେ ସରକାରୀ ଅଧିକାରୀଙ୍କସ୍ତରରେ ଅଦଳ ବଦଳ ପ୍ରକ୍ରିୟା ଏକ ନିୟମିତ କାର୍ଯ୍ୟ । ଇତିମଧ୍ୟରେ ରାଜ୍ୟ ସରକାର  ଆଇଏଏସ୍ ଓ ଓଏଏସ୍ ଅଧିକାରୀଙ୍କସ୍ତରରେ ଦୁଇଟି ପର୍ଯ୍ୟାୟରେ ବଡ଼ଧରଣର…

ଆଜି ୧୨ ଘଣ୍ଟିଆ କେନ୍ଦ୍ରାପଡା ବନ୍ଦ

କେନ୍ଦ୍ରାପଡା : ୧୨ ଘଣ୍ଟିଆ କେନ୍ଦ୍ରାପଡା ବନ୍ଦ । ଯୁବ ବ୍ୟବସାୟୀଙ୍କୁ ଗୁଳିମାଡ ପ୍ରତିବାଦରେ ବନ୍ଦ ପାଳନ କରାଯାଉଛି । ତିନିମୁହାଣି ବଜାର କମିଟି ଓ ବିଭିନ୍ନ ସଙ୍ଗଠନ ପକ୍ଷରୁ ବନ୍ଦ ପାଳନ କରାଯାଉଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯିବ । ଗୁଳିମାଡ ଘଟଣାରେ…