Odia News Portal
Monthly Archives

July 2019

ଆଜି ଚନ୍ଦ୍ର ଗ୍ରହଣ, ଆସନ୍ତୁ ଜାଣିବା କେତେବେଳେ ଛାଡିବେ ପାକ ଓ ଦେବନୀତି

ଭୁବନେଶ୍ୱର : ରାତିରେ ବିରଳ ଚନ୍ଦ୍ର ଗ୍ରହଣ । ଗ୍ରହଣର ୯ ଘଣ୍ଟା ପୂର୍ବରୁ ଅର୍ଥାତ ମଙ୍ଗଳବାର ଅପରାହ୍ନ ୪ଟା ୩୧ରୁ ପାକତ୍ୟାଗ ଓ ଦେବନୀତି ନିଷେଧ । ସର୍ବମୋକ୍ଷ ପରେ ସ୍ନାନ କରି ପୂଜାପାଠ ସହ ଦେବନୀତି, ଖାଦ୍ୟ ଗ୍ରହଣ ଓ ଅନ୍ନ ଭୋଜନ କରିପାରିବେ । ବୁଧବାର ଭୋର ୪ଟା ୩୦ରେ ସର୍ବମୋକ୍ଷ…

କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ

ସୁନ୍ଦରଗଡ଼ : ସୁନ୍ଦରଗଡ଼ରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ବାଲିଶଙ୍କରା ବ୍ଲକ ଅଞ୍ଚଳର ଏକ କଲେଜ ଛାତ୍ରୀଙ୍କୁ ସହପାଠୀମାନେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଗତ ୨୬ ତାରିଖରେ ଏହି ଘଟଣା ଘଟିଥିଲା । ତେବେ ଗତକାଲି ସଦର ଥାନାରେ ଏନେଇ ଏତଲା ଦିଆଯାଇଛି । ଅଭିଯୋଗ ଅନୁଯାୟୀ, ଗତ ୨୬…

ଆପଣଙ୍କ ପାଦର ଦ୍ୱିତୀୟ ଆଙ୍ଗୁଠି ଲମ୍ବା ଅଛି କି ? ତାହାଲେ କିଛି ରହସ୍ୟ ଆସନ୍ତୁ ଜାଣିବା …

ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ଶରୀରର ଗଠନର ପ୍ରଭାବ ବ୍ୟକ୍ତିର ଭାଗ୍ୟ ଉପରେ ପଡିଥାଏ । ସବୁ ମଣିଷର ଗଠନ ଅଲଗା ଅଲଗା ହୋଇଥାଏ । କିଏ ଲମ୍ବା , କିଏ ଛୋଟ ହୋଇଥାଏ , କାହାର ନାକ ଛୋଟ ହୋଇଥାଏ କାହାର ନାକ ବଡ ହୋଇଥାଏ , କାହାର ଆଖି ବଡ ହୋଇଥାଏ , ଏହି ପରି ଦେଖିଲେ ସବୁ ମଣିଷର ଶରୀର ଅଲଗା ଅଲଗା…

ପାଟକୁରାରେ ଦିଲ୍ଲୀପ-ବିଜୟ ଫାଟକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର : ହାତ ଧରାଧରି ହୋଇ ବିଜେପି ଛାଡିଥିଲେ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ । ଉଭୟ ଥିଲେ ବିଜେପିର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ। ଦିଲ୍ଲୀପ ନବୀନ ନିବାସ  ଯାଇ ବିଜେଡି ମିଶିବାପାଇଁ ଯୋଜନା କରି ନିରଶ ହୋଇଥିବା ବେଳେ ବିଜୟ ବିଜେପିକୁ ବାହୁଡି ଏବେ ପାଟକୁରାରୁ ପ୍ରାର୍ଥୀ ହୋଇଛନ୍ତି…

ବୃକ୍ଷରୋପଣ ପାଇଁ ଅଣ୍ଟା ଭିଡ଼ିଲେ ସ୍ୱୟଂ ସହାୟକ ଗୋଷ୍ଠୀ

ଭୁବନେଶ୍ୱର : ସାମୁଦ୍ରିକ ବାତ୍ୟା ‘ଫନି’ ଉଜାଡ଼ି ଦେଇଛି ସ୍ମାର୍ଟ ନଗରୀ ଭୁବନେଶ୍ୱରର ଅନେକ ବିଶାଳକାୟ ବୃକ୍ଷ । ଗୋଟେ ଗୋଟେ ବୃକ୍ଷର ବୟସ ପାଖାପାଖି ୨୦ ବର୍ଷରୁ ଊଦ୍ଧ୍ୱର୍ ହେବ  । ଚାରିଆଡ଼େ ଚାହିଁଲେ ଖାଁ ଖାଁ ଲାଗୁଛି । ସତେଯେପରି ଶ୍ରୀହୀନ ହୋଇପଡ଼ିଛି ରାଜଧାନୀ । ଖରାହେଲେ ଗଛଛାଇ ସ୍ୱପ୍ନ…

ଧର୍ମେନ୍ଦ୍ର ପ୍ରଧାନ ଓ ଅପରାଜିତା ଷଡ଼ଙ୍ଗୀଙ୍କୁ କୃତଜ୍ଞତା ଜଣାଇଲା ଟିଜି ସୁରକ୍ଷା ଟ୍ରଷ୍ଟ

ଭୁବନେଶ୍ୱର : ଗତ କିଛିଦିନ ତଳେ କିନ୍ନରମାନଙ୍କ ଅଧିକାର ଓ ସୁରକ୍ଷା ଉପରେ ଏକ ବିଲ୍ ବିଜେପି ସରକାରଙ୍କ ତରଫରୁ ଆଗତ କରାଯାଇଥିଲା । କିନ୍ନରମାନଙ୍କ ବିଭିନ୍ନ ସମସ୍ୟା ଉପରେ ଏହି ବିଲ୍ ଲିପିବଦ୍ଧ ଥିଲାବେଳେ କିନ୍ନରମାନଙ୍କ ଟ୍ରେନ୍ ଭିକ୍ଷାବୃି କରିବା ଉପରେ ରୋକ ଲଗା ଯାଇଥିଲା ଯାହାକି ସାରା…

ପାଟକୁରା ଯୁବ ଛାତ୍ର ସମାବେଶ : ବିଜେଡିରେ ମିଶିଲେ ଛାତ୍ର କଂଗ୍ରେସ ଜିଲାସଭାପତି

କେନ୍ଦ୍ରାପଡା : ପାଟକୁରା ଯୁବ ଛାତ୍ର ସମାବେଶରେ ମନ୍ତ୍ରୀ , ବିଧାୟକ, ଯୁବ ନେତା ଏବଂ କେନ୍ଦ୍ରାପଡା ଜିଲ୍ଲାର ଛାତ୍ର ନେତା ଦେବୀପ୍ରସାଦ ଲେଙ୍କାଙ୍କ ଉପସ୍ଥିତି ରେ ଛାତ୍ର କଂଗ୍ରେସ ଜିଲାସଭାପତି କେନ୍ଦ୍ରାପଡା ପୁରଞ୍ଜିତ ବରାଳ (ସିଲୁ) ବିଜୁ ଛାତ୍ର ଜନତା ଦଳରେ ଯୋଗଦାନ ଦେଲେ ,…

ପାଟକୁରାରେ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ରଣନୀତି : ଟେନସନରେ ବିଜେପି

ଭୁବନେଶ୍ବର : ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ରଣନୀତି ଏବେ ପାଟକୁରାରେ ବିଜେପି ନେତାଙ୍କ ଅକଲ ଗୁଡୁମ କରିଦେଇଛି । ବରଗଡ ଜିଲ୍ଲାର ବିଜେଡି କିଙ୍ଗପିନ ସୁଶାନ୍ତ ପାଟକୁରାର ଦୁଇଟି ପଂଚାୟତରେ ବିଜେଡି ଭୋଟକୁ ଏବେ ଏଭଳି ସଂଗଠିତ କରିଛନ୍ତି ଯେ, ବିଜେପି ନେତାମାନେ ଯେତେ ଚେଷ୍ଟା କରିବି ପଶି…

ସ୍ବତନ୍ତ୍ର ଫୋକସ ରାଜ୍ୟ ଦାବିକୁ ଶକ୍ତ ଧକ୍କା

ଭୁବନେଶ୍ବର () ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ କେନ୍ଦ୍ର ବିଚାର କରିନାହାଁନ୍ତି । ଆଜି ବିଜେଡି ସାଂସଦ ରମେଶ ମାଝୀଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ସିଂହ ଠାକୁର ଏହି ସୂଚନା ଦେଇଛନ୍ତି । ଉତ୍ତର ପୂର୍ବାଞ୍ଚଳ ଓ…

ସତର୍କ ରୁହ ୧୨ଟି ଜିଲ୍ଲା

ଭୁବନେଶ୍ବର()  ୧୨ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ ବିଭାଗ । ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା ରହିଛି । ଏହି ଜିଲ୍ଲାଗୁଡିକ ହେଲା ଆଜି ଗଞ୍ଜାମ, ଗଜପତି ,ରାୟଗଡ଼ା, କଳାହାଣ୍ଡି. କନ୍ଧମାଳ ,ନୂଆପଡ଼ା ,ବଲାଙ୍ଗୀର ,ବୈାଦ୍ଧ…