ଆଚାର୍ୟ୍ୟ ଦେବବ୍ରତ ହେଲେ ଗୁଜୁରାଟର ରାଜ୍ୟପାଳ
ନୂଆଦିଲ୍ଲୀ() ହିମାଚଳ ପ୍ରଦେଶର ପୂର୍ବତନ ରାଜ୍ୟପାଳ ଆଚାର୍ୟ୍ୟ ଦେବବ୍ରତଙ୍କୁ ଗୁରୁରାଟର ରାଜ୍ୟପାଳ ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଅନ୍ୟପଟେ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କାଲରାଜ ମିଶ୍ରଙ୍କୁ ହିମାଚଳ ପ୍ରଦେଶରର ରାଜ୍ୟପାଳ ନିଯୁକ୍ତ…