Odia News Portal
Monthly Archives

July 2019

ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ସିଦ୍ଧୁ

ପଞ୍ଜାବ()  ପଞ୍ଜାବ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ନବଜ୍ୟୋତ ସିଂହ ସିଦ୍ଧୁ । ଆଜି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ସିଦ୍ଧୁ । ଗତ ଜୁନ୍ ମାସ ୧୦ ତାରିଖରୁ ସେ ନିଜ ଇସ୍ତଫା ଦେଇଛନ୍ତି । ଏହା ସହ ନିଜ ଇସ୍ତଫାପତ୍ର ମଧ୍ୟ ସେ ଟ୍ୱିଟରରେ ସେୟାର କରିଛନ୍ତି । ଲୋକସଭା ନିର୍ବାଚନ ପରେ ସିଦ୍ଧୁ ଓ…

୧୮ରୁ ବର୍ଷିବ

ଭୁବନେଶ୍ବର()  ରାଜ୍ୟରେ ସ୍ୱାଭାବିକ ଠାରୁ କମ ବର୍ଷା ହୋଇଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଦେଇଛି । ଆବଶ୍ୟକତା ଠାରୁ ଜୁନ୍ ମାସରେ ୩୧ ପ୍ରତିଶତ କମ୍ ବର୍ଷା ହୋଇଥିବା ବେଳେ ଜୁଲାଇ ୧ରୁ ୧୩ ତାରିଖ ମଧ୍ୟରେ ୩ ପ୍ରତିଶତ କମ୍ ବର୍ଷା ହୋଇଛି । ତେବେ ରାୟଗଡ଼ା, ସୁନ୍ଦରଗଡ଼…

୧୭ରେ ଚନ୍ଦ୍ର ଗ୍ରହଣ

ଭୁବନେଶ୍ବର () ଆସନ୍ତା ଜୁଲାଇ ୧୭ ତାରିଖ ଭୋର ସମୟରେ ଏକ ଆଂଶିକ ଚନ୍ଦ୍ର ଗ୍ରହଣ ସଂଗଠିତ ହେବ । ସେହିଦିନ ଆକାଶ ମେଘମୁକ୍ତ ରହିଲେ ମଧ୍ୟ ରାତ୍ରି ପରେ ଅର୍ଥାତ ଜୁଲାଇ ୧୭ ତାରିଖ ଭୋର ୧ଟା ୩୧ରୁ ୪ଟା ୨୯ ଯାଏଁ ଏହି ଆଂଶିକ ଚନ୍ଦ୍ର ଗ୍ରହଣକୁ ଖାଲି ଆଖିରେ ଦେଖିହେବ । ସବୁଠାରୁ ଅଧିକ ଚନ୍ଦ୍ର…

ଅବସର ନେବେ ପୁଲିସ ଡିଜି

ଭୁବନେଶ୍ବର()  ବଦଳିବେ ରାଜ୍ୟ ପୋଲିସ ଡିଜି ।ରାଜ୍ୟ ପୋଲିସ ଡିଜି ଡ.ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ନୂତନଭାବେ ଗଠିତ ଲୋକାୟୁକ୍ତ ସଦସ୍ୟଭାବେ ମନୋନୀତ ହେବେ । ଯଦି ପୋଲିସ ମହାନିର୍ଦେଶକ ତାଙ୍କ ପଦବୀ ଛାଡନ୍ତି ତେବେ ଡିଜି ରେସରେ ୧୯୮୬ ଓ ୮୭ ବ୍ୟାଚର କେହି ଜଣେ ବରିଷ୍ଠ ଆଇପିଏସ୍ ଅଧିକାରୀ…

ଏହି ଖେଳାଳୀଙ୍କୁ ପସନ୍ଦ କରନ୍ତି କ୍ୟାଟ୍ରିନା

ମୁମ୍ବାଇ()  ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ଦିଲ୍ରେ କେଉଁ କ୍ରିକେଟର ରାଜ କରନ୍ତି ସେ ନିଜେ ଏକ ସାକ୍ଷାତକାରରେ କହିଥିଲେ।  ଭାରତୀୟ ଟିମ୍ର ପୂର୍ବତନ ବରିଷ୍ଠ ବ୍ୟାଟ୍ସମ୍ୟାନ ରାହୁଲ ଡ୍ରାଭିଡଙ୍କୁ କ୍ୟାଟ୍ରିନା ପସନ୍ଦ କରନ୍ତି ବୋଲି ନିଜେ ଏକ ସାକ୍ଷାତକାରରେ ସ୍ବୀକାର କରିଥିଲେ।…

୧୫ରେ ବାବାଙ୍କ ଜାମିନ ଆବେଦନ ଶୁଣାଣି

କଟକ()  ୧୫ରେ ହେବ ସାରଥି ଓରଫ ସନ୍ତୋଷ କୁମାର ରାଉଳଙ୍କ ଜାମିନ ଆବେଦନର ପୂର୍ଣ୍ଣାଙ୍ଗ ଶୁଣାଣି । ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠରେ ସାରଥିଙ୍କ ନିୟମିତ ଜାମିନ ଆବେଦନର ଶୁଣାଣି ଚାଲିଛି। କେନ୍ଦ୍ରାପଡାରେ ବିଚାରାଧୀନ ମାମଲାରେ ଜାମିନ ପାଇଁ ସାରଥି ହାଇକୋର୍ଟଙ୍କ…

ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

ପୁରୀ()   ସୁନାବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ରତ୍ନବେଦୀକୁ ବାହୁଡିବା ପୂର୍ବରୁ ଆଜି ଏକାଦଶୀରେ ବଡଦିଅଁ ବଡଦାଣ୍ଡରେ ରଥ ଉପରେ ସୁନାବେଶରେ ଦର୍ଶନ ଦେଉଛନ୍ତି । ରାଜ୍ୟ ତଥା ଦେଶ ବାହାରୁ ଲକ୍ଷାଧିକ ଭକ୍ତଙ୍କ ସମାଙ୍ଗମ ହୋଇଛି । ୨ ଶହ କେଜି ସୁନାରେ ସଜେଇ ହୋଇଥିବା ଭଗବାନଙ୍କୁ ଦେଖିବାକୁ…

ବିମାନର ଝରକା ପଟେ ଲାଗିଲା ନିଆଁ, ତା’ ପରେ …

ନୂଆଦିଲ୍ଲୀ : ହଜାର ହଜାର ଫୁଟ ଉପରେ ବିମାନରେ ନିଆଁ ଲାଗିଲେ ଯାତ୍ରୀଙ୍କ ସ୍ଥିତି କଣ ହେଉଥିବ ତାହା ଅଙ୍ଗେ ନିଭେଇଥିବା ବ୍ୟକ୍ତିଙ୍କଠାରୁ କିଏ ବା ଅଧିକ କହିପାରିବ । ଏମିତି ଏକ ରୋମଟାଙ୍କୁରା ଘଟଣା ଘଟିଛି । ନିକଟରେ ଆମେରିକାରେ ୧୪୮ଜଣ ଯାତ୍ରୀଙ୍କ ଛାତି ଧଡ କରି ହୋଇଗଲା, ଯେତେବେଳେ ବିମାନର…

ଅଗଷ୍ଟ ୩କୁ ଘୁଞ୍ଚିଲା ମହାନଦୀ ଶୁଣାଣି

ନୂଆଦିଲ୍ଲୀ()  ପୁଣି ଘୁଞ୍ଚିଲା ମହାନଦୀ ଜଳ ବିବାଦ ମାମଲାର ଶୁଣାଣି । ମଧ୍ୟବର୍ତ୍ତିକାଳୀନ ମାମଲାର ପରବର୍ତ୍ତି ଶୁଣାଣି ଅଗଷ୍ଟ ୩ରେ ହେବ । ଏଥି ସହ ଅଗଷ୍ଟ ୩ ସୁଦ୍ଧା ୨ଜଣ ଆକ୍ସେସରଙ୍କୁ ନିଯୁକ୍ତି କରାଯିବ । ଏହାଛଡା ଅକ୍ଟୋବର ୧୯ରେ ମୂଳ ମାମଲାର ଶୁଣାଣି କରାଯିବ ବୋଲି ଆଜି ଟ୍ରିବ୍ୟୁନାଲ…

ସୁନାବେଶରେ ଶ୍ରୀଜିଉ

ପୁରୀ()  ଆଜି ମହାପ୍ରଭୁଙ୍କ ପବିତ୍ର ସୁନାବେଶ ।ଆଉ ସୁନାରେ ସଜେଇ ହେଉଛନ୍ତି ମହାପ୍ରଭୁ । ୨ ଶହ କେଜି ସୁନା ଅଳଙ୍କାରରେ ସଜ୍ଜିତ ହେଉଛନ୍ତି ଶ୍ରୀଜିଉ ।ଶ୍ରୀଜିଉଙ୍କ ସୁନାବେଶ ଦେଖିବାକୁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇପଡ଼ିଛି ଶ୍ରୀକ୍ଷେତ୍ରରେ । ଏହି ଅପୂର୍ବ ବେଶ ଲାଗି ଶ୍ରୀମନ୍ଦିର…