Odia News Portal
Monthly Archives

July 2019

ବିମାନ ଚଳାଚଳ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ନବୀନଙ୍କ ଚିଠି

ଭୁବନେଶ୍ବର()  କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ଚିଠି ଲେଖି ଭୁବନେଶ୍ବରରୁ ଦୁବାଇକୁ ସିଧାସଳଖ ବିମାନ ଚଳାଚଳ ପାଇଁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ୱରରୁ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକୁ ବିମାନସେବା ରହିଥିଲେ ମଧ୍ୟ ସବୁ ବିମାନ ଦିଲ୍ଲୀ ଦେଇ ଯାଉଛି।…

9 ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର () ରାଜଧାନୀ ଭୁବନେଶ୍ୱର ସମେତ 9 ଜିଲ୍ଲାକୁ ସତର୍କ ସୂଚନା ଜାରି ହୋଇଛି । କାଳବୈଶାଖୀର ପ୍ରଭାବରେ ରାଜଧାନୀରେ ପ୍ରବଳ ଝଡ ବର୍ଷା ଆରମ୍ଭ ହୋଇଯାଇଛି । ଖୋର୍ଦ୍ଧା ସମେତ ନୟାଗଡ଼, ପୁରୀ, କଟକ, ଗଂଜାମ, ଗଜପତି, ମାଲକାନଗିରି ଓ କୋରାପୁଟରେ ଆଜି ଏହାର ପ୍ରଭାବରେ ବର୍ଷା ଆରମ୍ଭ ହୋଇଛି…

ଅଚ୍ୟୁତ ସାମନ୍ତଙ୍କୁ ଗାନ୍ଧୀ ମଣ୍ଡେଲା ଶାନ୍ତି ପୁରସ୍କାର

ଭୁବନେଶ୍ୱର : ଶିକ୍ଷାବିତ୍‍ ତଥା ସମାଜସେବୀ ଅଚ୍ୟୁତ ସାମନ୍ତଙ୍କୁ ଗୁରୁ୍‍ବାର ନୂଆଦିଲ୍ଲୀଠାରେ ଗାନ୍ଧୀ ମଣ୍ଡେଲା ଶାନ୍ତି ପୁରସ୍କାର- ୨୦୧୯ ପ୍ରଦାନ କରାଯାଇଛି । ଶିକ୍ଷା ସହ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ସକାଶେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ବଲିଭ୍‍…

ବିରୋଧୀ ଦଳ ନେତା ପଦକୁ ନେଇ ପୁଣି ଥରେ ପ୍ରଦୀପ ଓ ଜୟନାରାୟଣଙ୍କ ମଧ୍ୟରେ ଶୀତଳ ଯୁଦ୍ଧ

ଭୁବନେଶ୍ବର : ବିରୋଧୀ ଦଳ ନେତା ପଦକୁ ନେଇ ପୁଣି ଥରେ ପ୍ରଦୀପ ନାୟକ ଓ ଜୟନାରାୟଣ ମିଶ୍ରଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ଏବେ ପଦାରେ ପଡିଛି । ଜୟନାରାୟଣ ଆଜି ନିଜର କ୍ଷୋଭ ପ୍ରକାଶ କରିଥିବା ବେଳେ ପ୍ରଦୀପ୍ତ ତାଙ୍କୁ କେନ୍ଦ୍ରୀୟ ନିଷ୍ପତ୍ତି ବିରୋଧରେ ଏଭଳି ଅସନ୍ତୋଷ୍ଟ ଜାହିର କରିବା…

ଭାରତ-ପାକିସ୍ତାନ ମ୍ୟାଚର ବଲକୁ କେତେ ଟଙ୍କାରେ ବିକ୍ରି କଲା ଆଇସିସି ଆସନ୍ତୁ ଜାଣିବା

ନୂଆଦିଲ୍ଲୀ : ଇଂଲଣ୍ଡରେ ଖେଳାଯାଉଥିବା ଆଇସିସି ବିଶ୍ୱକପ ୨୦୧୯ ଏବେ ଶେଷ ପର‌୍ୟ୍ୟାୟରେ ପହଁଚିଯାଇଛି । ଭାରତରୁ ପରାସ୍ତ କରି ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆକୁ ପରାସ୍ତ କରି ଇଂଲଣ୍ଡ ଫାଇନାଲରେ ପହଁଚି ଯାଇଛନ୍ତି । ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ଭିତରେ ଫାଇନାଲ୍  ମ୍ୟାଚ ଆସନ୍ତା ରବିବାର ୩ଟା…

ସୋନାକ୍ଷୀଙ୍କୁ ଖୋଜୁଛି ଉତ୍ତରପ୍ରଦେଶ ପୋଲିସ

ମୁମ୍ବାଇ : ସୋନାକ୍ଷୀଙ୍କ ବିରୋଧରେ ମାମଲା ରୁଜୁ ।  ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ସମେତ ୫ ଜଣଙ୍କ ବିରୋଧରେ ୨୪ ଲକ୍ଷ ଟଙ୍କା ଠକେଇ ମାମଲାରେ ଉତ୍ତରପ୍ରଦେଶ ପୋଲିସ ଗୁରୁବାର ବଡ଼ କାର‌୍ୟ୍ୟାନୁଷ୍ଠାନ ନେଇଛି । ପୋଲିସ ଗୁରୁବାର ମୁମ୍ବାଇରେ ସୋନାକ୍ଷୀ ସିହ୍ନାଙ୍କ ଜୁହୁସ୍ଥିତ…

ଆସନ୍ତା ପାଞ୍ଚ ଦିନ ପ୍ରବଳ ବର୍ଷିବ

ଭୁବନେଶ୍ବର()  ଆସନ୍ତା ପାଞ୍ଚ ଦିନ ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷିବ । ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ ହୋଇଛି । ଆଜି ଦେବଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କଟକ, ଯାଜପୁର କଟକ ଓ କେନ୍ଦ୍ରାପଡ଼ା…

ରାଜ୍ୟରେ ବଢୁଛି ଧର୍ତ୍ତବ୍ୟ ଅପରାଧର ମାତ୍ରା

ଭୁବନେଶ୍ବର () ରାଜ୍ୟରେ ବଢୁଛି ଧର୍ତ୍ତବ୍ୟ ଅପରାଧର ମାତ୍ରା । 2017ରେ ରାଜ୍ୟର ବିଭିନ୍ନ ଥାନାରେ ମୋଟ 1ଲକ୍ଷ 3ହଜାର 866ଟି ଧର୍ତ୍ତବ୍ୟ ମାମଲା ପଂଜିକୃତ ହୋଇଥିବା ବେଳେ 2018ରେ 1ଲକ୍ଷ 7ହଜାର 408ଟି ମାମଲା ରୁଜୁ ହୋଇଛି । ଧର୍ଷଣ, ହତ୍ୟା, ଡକାୟତି ଓ ଲୁଟ ଆଦି ଘଟଣା ବୃଦ୍ଧି ପାଇଛି । ଏନେଇ…

ଦେବଘର କୋଷାଗାର ମାମଲାରେ ଲାଲୁଙ୍କୁ ଜାମିନ

ରାଞ୍ଚି()  ଗୋଖାଦ୍ୟ ଦୁର୍ନୀତିର ଦେବଘର କୋଷାଗାର ମାମଲାରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଜାମିନ ମିଳିଛି। କିନ୍ତୁ ଜେଲରୁ ବାହାରି ପାରିବେ ନାହିଁ ଲାଲୁ ।ଝାରଖଣ୍ଡ ହାଇକୋର୍ଟ ଶୁକ୍ରବାର ତାଙ୍କର ଯାଚିକା ଉପରେ ଶୁଣାଣି କରିଛନ୍ତି। ସିବିଆଇର ଜବାବ ଉପରେ ଲାଲୁ ପ୍ରସାଦଙ୍କ…

ବୈଜୟନ୍ତଙ୍କ ସରକାରୀ କ୍ବାଟର ଲୋଭ

ନୂଆଦିଲ୍ଲୀ () ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ସାଂସଦ ପଦରୁ ଇସ୍ତଫା ଦେଇ ନିର୍ବାଚନ ହାରିଯିବା ପରେ ମଧ୍ୟ ଦିଲ୍ଲୀରେ ସରକାରୀ କ୍ବାଟର ଛାଡୁନାହାଁନ୍ତି । ବୈଜୟନ୍ତଙ୍କୁ ମିଳିଥିବା କ୍ବାଟର ଏବେ ବିଜେଡ଼ି ସାଂସଦ ଅନୁଭବ ମହାନ୍ତିଙ୍କୁ ଆଲର୍ଟ ହୋଇଛି । କିନ୍ତୁ କ୍ବାଟର ଦେଖିବାକୁ…