ଆପ୍ପାଲାମା ପରିବାରକୁ ବିଜେଡିର ସହାୟତା
ଭୁବନେଶ୍ବର ( ଚକ୍ରଧର ମାଝି ) : ଗତକାଲି ସନ୍ଧ୍ୟାରେ ଡ୍ରେନ୍ ପାଣିରେ ଭାସିଯାଇ ଜଣେ ମହିଳାଙ୍କ ମୃତ୍ୟୁପରେ ଶୋକସନ୍ତପ୍ତ ପରିବାର ପାଖରେ ପଞ୍ଚିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା ଓ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମୃତ ମହିଳା ଟି.…