Odia News Portal
Monthly Archives

August 2019

୪ଦିନ ବଢିଲା ଚିଦାମ୍ବରମଙ୍କ ରିମାଣ୍ଡ

ନୂଆଦିଲ୍ଲୀ() ପୁଣି ନିରାଶ ହେଲେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ । ଚିଦାମ୍ୱରମଙ୍କ ଆଗୁଆ ଜାମିନ୍ ଆବେଦନକୁ ଆଜି ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଜାମିନ ଆବେଦନ ଖାରଚ ହେବା ସହ ଚିଦାମ୍ବରଙ୍କର ରିମାଣ୍ଡ ଅବଧି ଅଗଷ୍ଟ ୩୦ ତାରିଖ ପର୍ୟ୍ୟନ୍ତ ବୃଦ୍ଧି ପାଇଛି। ଦିଲ୍ଲୀର ସ୍ୱତନ୍ତ୍ର…

ନିଆରା ବିଧାୟକଙ୍କ ନିଆରା କାମ

ଅନୁଗୁଳ() ଥରେ ମନ୍ତ୍ରୀ କିମ୍ବା ବିଧାୟକ ହେଲେ ନେତାମାନେ ତାଙ୍କ ସାତ ପୁରୁଷ ପାଇଁ ସମ୍ପତି ଠୁଳ କରନ୍ତି । ଆଉ ଶୀତତାପ ନିୟନ୍ତ୍ରୀତ କୋଠରୀ ଓ ସୌଖୀନ ଗାଡିରୁ ସେମାନେ ପଦାକୁ ବାହାରନ୍ତି ନାହିଁ ବୋଲି ସାଧାରଣରେ ଏକ ଧାରଣା ରହିଆସିଛି । କିନ୍ତୁ ନବୀନ ପଟ୍ଟନାୟକଙ୍କ ଦଳରେ ଏଥର ଏଭଳି ଜଣେ…

ସଭ୍ୟ ସଂଗ୍ରହ ପାଇଁ ଫୁଲ ଦମରେ ବିଜେଡି

ଭୁବନେଶ୍ୱର() ବିଜେଡିର ସଭ୍ୟ ଗ୍ରହଣ ରଣନୀତି ପ୍ରସ୍ତୁତ କରିବା ପାିଁ ଆଜୀ ନବୀନ ନିବାସ ଠାରେ ଏକ ଉଚ୍ଚ ସ୍ତରୀୟ ବୈଠକ ଦଳର ଉପସଭାପତି ଦେବୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁÂିତ ହୋଇଥିଲା । ସେପ୍ଟେମ୍ବର ୨ ତାରିଖରେ ଆରମ୍ଭ ହେବାକୁ ଥିବା ଦଳର ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମ ସମ୍ପର୍କରେ ଏଥିରେ…

ମାଓ ଦମନ ପାଇଁ ନବୀନଙ୍କ ତିନି ସୁତ୍ର

ନୂଆଦିଲ୍ଲୀ() ଦେଶରେ ମାଓ ଦମନ ପାଇଁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଅନୁÂିତ ବୈଠକରେ ଯୋଗ ଦେଇ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ଦଫା ଦାବି ଉପରେ ଗୁରୁତ୍ୱ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଓଡିଶାରେ ମାଓ ଦମନ ସମ୍ପର୍କରେ କହିଛଛନ୍ତି ଯେ ମାଓ ଉପଦ୍ରୃତ ଅଂଚଳରେ ଗମନା…

ଏଣିକି ଗାଡି ଉପରେ ନଜର ରଖିବ ଡ୍ରୋନ

ଭୁବନେଶ୍ବର()  ଟ୍ରାଫିକ ନିୟନ୍ତ୍ରଣ ପାଇଁ କମିଶନରେଟ ପୋଲିସ ନେଇଛି ବଡ ପଦକ୍ଷେପ । ରାଜଧାନୀ ଭୁବନେଶ୍ୱରରେ ଏଣିକି ଡ୍ରୋନ୍ ଜଗିବ ଟ୍ରାଫିକ୍। ଭୁବନେଶ୍ୱରରେ ରବୀନ୍ଦ୍ର ମଣ୍ଡପରୁ ଏୟାରପୋର୍ଟ ଛକ ଯାଏଁ ‘ନୋ ଓଭରଟେକିଂ’ ଜୋନ ଭାବେ ଘୋଷଣା କରାଯାଇଛି । ନିୟମ ଉଲ୍ଲଂଘନକାରୀଙ୍କ ଉପରେ ଡ୍ରୋନ୍…

ନବୀନ ବିନା ମୋ ଜୀବନ ଅର୍ଥ କିଛିି ନାହିଁ : ଖଗେଶ୍ୱର

ଭୁବନେଶ୍ୱର : ମୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭଲ ପାଏ । ସେ ମୋ ଭବବାନ , ସେ ମୋର ସବୁକିଛି । ତାଙ୍କ ବିନା ମୋ ଜୀବନ ଅର୍ଥ କିଛିି ନାହିଁ । ଦିନେ କି ଦୁଇ ଦିନ ନୁହେଁ, ଆଜକୁ ୧୮ ବର୍ଷ ହେବ ମୁଁ ତାଙ୍କୁ ଭଲ ପାଉଛି । ଏଥିଲାଗି ବେସରକରୀ ଚାକିରୀ ଚାଡ଼ିଛି , ବିରୋଧୀଙ୍କ ଠାରୁ ମାଡ଼…

ପ୍ରଥମ ଟେଷ୍ଟ : ଭାରତ ୩୧୮ ରନ୍‌ରେ ବିଜୟୀ

ନର୍ଥ ସାଉଣ୍ଡ  : ଘରୋଇ ୱେଷ୍ଟ ଇଣ୍ଡିଜ୍‌ ଓ ଭାରତ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ଭାରତ ୩୧୮ ରନ୍‌ରେ ବିଜୟ ହାସଲ କରିଛି । ଅଜିଙ୍କ୍ୟ ରାହାଣେଙ୍କ ଦଶମ ଟେଷ୍ଟ ଶତକ ସହ ବିରାଟ କୋହଲି ଓ ହନୁମା ବିହାରୀଙ୍କ ଅର୍ଦ୍ଧଶତକ ବଳରେ ଭାରତ ଦ୍ୱିତୀୟ ଇନିଂସରେ ୭/୩୪୩ ରନ୍‌ କରି ପାଳି ଘୋଷଣା…

ଦାମଙ୍କ ଫୋନ ଧରୁନାହାଁନ୍ତି ଧର୍ମେନ୍ଦ୍ର

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ବିଷୋଦଗାର କରି ଦଳ ଛାଡି ବିଜେପିରେ ଯୋଗ ଦେଇଥିବା ବରିଷ୍ଠ ନେତା ଦାମୋଦର ରାଉତ ଏବେ ଘୋର ଅନୁତାପର ଅଛନ୍ତି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଉ ତାଙ୍କ ଫୋନ ଉଠାଉ ନାହାଁନ୍ତି । ଏପରି ଦଳର ରାଜ୍ୟ ନେତା ଓ ଏପରିକି…

ସ୍ୱଚ୍ଛ ଭାରତ ନାଁରେ ପିକ୍‍ନିକ୍‍ : ୫-ଟି କୁ ଫୁ…!

ଭୁବନେଶ୍ୱର : ବାବୁଙ୍କର ମନ ହେଲା କର୍ମଚାରୀଙ୍କୁ ଖୁସି କରିବା । କର୍ମଚାରୀ ବି ମଉକା ଅପେକ୍ଷାରେ ଥିଲେ । ପ୍ରସ୍ତୁତ ହେଲା ଭିତରକନିକା ବୁଲା ଯୋଜନା । ହେଲେ ପିକ୍‍ନିକ୍‍ରେ ଗଲେ ହାତରୁ ପଇସା ଦେବାକୁ ପଡିବ । ତେଣୁ ଖୋଜା ଗଲା କେଉଁ ଯୋଜନାରେ ଗଲେ ସରକାରୀ ପଇସାରେ ଭିତରକନିକାରେ ଭୋଜିଭାତ…

ଦବିଲା ଓଭରବ୍ରିଜ, ଗାଡ଼ି ଚଳାଚଳ ପ୍ରଭାବିତ

ଭୁବନେଶ୍ବର : ରାଜଧାନୀର ଯାନ ବାହନ ଚଳାଚଳ ସମୟରେ ରବିବାର ବିଳମ୍ଵିତ ସନ୍ଧ୍ୟାରେ ଅଚାନକ ପଳାଶୁଣୀରେ ଓଭରବ୍ରିଜ ଦବି ଯାଇଛି। ପଳାଶୁଣୀର ହାଇଟେକ୍ ଛକ ନିକଟରେ ଓଭରବ୍ରିଜ ଦବି ଯାଇଛି। ଖବର ପ୍ରସାରଣ ପରେ ଘଟଣାସ୍ଥଳରେ ଟ୍ରାଫିକ ପୋଲିସ ଓ ଏନଏଚଆଇ ଅଧିକାରୀ ପହଞ୍ଚି ଓଭରବ୍ରିଜ ଯାଞ୍ଚ…