Odia News Portal
Monthly Archives

August 2019

ଭୁବନେଶ୍ବରରେ ଫୁଟିଲା ବୋମା !

ଭୁବନେଶ୍ବର : ରାଜଧାନୀର ରବି ଟକିଜ୍‍ ଅଞ୍ଚଳରେ ବୋମା ମାଡ ହୋଇଥିବା ଜଣା ପଡିଛି। ଏକ ଅଟୋ ଉପରକୁ ହୋଇଥିବା ବୋମା ମାଡରେ ଜଣେ ଆହତ ହୋଇଥିବା ସୂଚନା ମିଳିଛି। ତେବେ ବୋମା ମାଡର କାରଣ ଜଣାପଡିନାହିଁ। ବଡଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବୋମା ଫୁଟିବା ପରେ ସ୍ଥାନୀୟ…

ଓଡ଼ିଆ ପୁଅ ପ୍ରମୋଦ ଭଗତଙ୍କ ବିଶ୍ୱ ରେକର୍ଡ

ବସେଲ: ସ୍ୱିଜରଲ୍ୟାଣ୍ଡର ବସେଲରେ ଚାଲିଥିବା ବିଡବ୍ଲ୍ୟୁଏଫ୍‌ ପାରା ବ୍ୟାଡମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌ରେ ଓଡ଼ିଆ ପୁଅ ପ୍ରମୋଦ ଭଗତ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ନିକଟରେ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଥିବା ପ୍ରମୋଦ ଚାମ୍ପିୟନଶିପ୍‌ର ଡବଲ୍ସ ଓ ସିଙ୍ଗଲ୍ସ ବିଭାଗରେ ଭାରତ ପାଇଁ…

ଘୋଷଣା ହେଲା ୪ଟି ରାଜ୍ୟର ଉପ-ନିର୍ବାଚନ ତାରିଖ

ନୂଆଦିଲ୍ଲୀ : ୪ଟି ରାଜ୍ୟରେ ଉପ-ନିର୍ବାଚନ ପାଇଁ ଭାରତୀୟ ମୁଖ୍ୟ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିଛନ୍ତି। ସେହି ରାଜ୍ୟଗୁଡିକ ହେଉଛି, ଛତିଶଗଡ଼, କେରଳ, ତ୍ରିପୁରା ଓ ଉତ୍ତରପ୍ରଦେଶ। ପ୍ରତ୍ୟେକ ରାଜ୍ୟରେ ଗୋଟିଏ ଲେଖାଏଁ ସିଟ୍ ପାଇଁ ମୁଖ୍ୟ ନିର୍ବାଚନ ଆୟୋଗ ତାରଖ ଘୋଷଣା କରି ସାରିଛନ୍ତି।…

ନବୀନଙ୍କ ୫-ଟି ପ୍ରଭାବ : ଲୋକଙ୍କ ପାଖରେ ପହଁଚୁଛନ୍ତି ବିଧାୟକ, ମନ୍ତ୍ରୀ ଓ ସାଂସଦ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ, ବିଳାସ ଜୀବନ ଛାଡି ସରଳ ଜୀବନ କଟାଅ । ଲୋକଙ୍କ ସୁଖ ଦୁଃଖର ସାଥି ହୋଇ ଲୋକଙ୍କ ସମସ୍ୟା ସହ ଯୋଡି ହୋଇ ସହାୟତାର ହାତ ବଢାଅ । ମୁଖ୍ୟମନ୍ତ୍ରୀଙ୍କ ଏହି ନିର୍ଦ୍ଦେଶକୁ ବିଜେଡ଼ି ବିଧାୟକ, ମନ୍ତ୍ରୀ ଓ ସାଂସଦ ମାନେ ପାଳନ କରି ଲୋକଙ୍କ…

କନ୍ୟାର ତଣ୍ଟି ଚିପି ହତ୍ୟା କଲା ସାବତ ମାଆ

କଳାହାଣ୍ଡି : ତିନି ବର୍ଷର ଶିଶୁ କନ୍ୟାକୁ ତଣ୍ଟି ଚିପି ସାବତ ମାଆ ହତ୍ୟା  କରିଥିବା ଅଭିଯୋଗ  ଆସିଛି । ନର୍ଲା ଥାନା ଲାଖବାହାଲିରେ ଏକ ଅଭାବନୀୟ ଘଟଣା ଘଟିଛି । ମୃତକ ଶିଶୁର ମାଁମୁ ନର୍ଲା ଥାନାରେ ଅଭିଯୋଗ  କରିବା ପରେ ତଦନ୍ତ ଆରମ୍ଭ ହୋଇଛି । ଅଭିଯୁକ୍ତ ସାବତ ମାଁ ଆଶା ସାକୁ ଅଟକ…

ଫେସବୁକରେ ନିଜ ସ୍ତ୍ରୀର ଅଶ୍ଲିଳ ଫଟୋ କରୁଥିଲେ ଭାଇରାଲ

ଗଜପତି : ଫେସବୁକରେ ନିଜ ସ୍ତ୍ରୀର ଅଶ୍ଲିଳ ଫଟୋ । ତାହା ପୁଣି କୌଣସି ପର ପୁରୁଷ ନୁହେଁ ବରଂ ଖୋଦ୍ ସ୍ବାମୀ କରିଛି ଏହି କରାନାମା। ବିଭିନ୍ନ ଅନ୍ତରଙ୍ଗ ମୁହୂର୍ତ୍ତର ଆପତ୍ତିଜନକ ଫଟୋ। ଗୋଟିଏ ପରେ ଗୋଟିଏ ଭାଇରାଲ ହେଲା ସୋସିଆଲ ମିଡିଆରେ। ଏମିତି କି ଏହି ଫଟୋ ସବୁ ନିଜେ ସ୍ତ୍ରୀଙ୍କ ପାଖକୁ…

ନବକଳେବର ରୋଡରେ ଏନକାଉଣ୍ଟର

ପୁରୀ : ପୁରୀ ନବକଳେବର ରୋଡରେ ପୋଲିସର ଏନକାଉଣ୍ଟର ହୋଇଛି । ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଦିବାନା ବେହେରା ଗୁରୁତର ହୋଇଛି । ଦିବାନାର ଡାହାଣ ଗୋଡରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ତାକୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି।  ଦିବାନା ନାଁରେ ପୁରୀର ବିଭିନ୍ନ…

ଅଟୋ ଷ୍ଟାଣ୍ଡ ଦାଦାଙ୍କୁ ପୁଲିସ୍‍ ଡରିଲାଣି !

ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ଅଟୋଷ୍ଟାଣ୍ଡ୍‍ରେ ମୁଖିଆ ସାଜିଥିବା କିଛି ଦାଦାଙ୍କୁ ଏବେ ପୁଲିସ୍‍ ଡରୁଛି । ଗତ ଦୁଇଦିନ ଧରି ରାଜଧାନୀରେ ଅଟୋଚାଳକଙ୍କ ଆତଙ୍କରାଜ ଘଟଣା ପରେ ଏଭଳି ଆଲୋଚନା ଜୋର ଧରିଛି । ପୁଲିସ୍‍ ଛତ୍ରଛାୟାତଳେ ବଢିଥିବା ଏହି ଅସାମାଜିକ ଯୁବକମାନେ ଏବେ ଖାକିବାବୁଙ୍କ ପାଇଁ…

ମୋ ୱାର୍ଡ ମୋ ଦାୟିତ୍ୱ କାର୍ଯ୍ୟକ୍ରମ

ଭୁବନେଶ୍ୱର : ଶନିବାର ଭୁବନେଶ୍ୱର ୱାର୍ଡ ନଂ ୪୫ରେ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଅନନ୍ତ ନାରାୟଣ ଜେନା, ପୂର୍ବତନ ମୁମ୍ବାଇ ପୋଲିସ୍ କମିଶନର ଅରୁପ ପଟ୍ଟନାୟକ, ସ୍ଥାନୀୟ ପୂର୍ବତନ କର୍ପୋରେଟର ତଥା ବିଜୁ ଜନତା ଦଳର ଭୁବନେଶ୍ୱର…

ଜେଟଲୀଙ୍କ ବିୟୋଗରେ ବଲିଉଡ଼ ଜଗତରେ ଶୋକର ଛାୟା

ନୂଆଦିଲ୍ଲୀ()  ଚିକିତ୍ସାଧୀନ ଅବସ୍ଥାରେ ଦିଲ୍ଲୀ ଏମ୍ସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଅରୁଣ । ଦେହାନ୍ତ ବେଳକୁ ଜେଟଲୀଙ୍କୁ ୬୬ ବର୍ଷ ବୟସ ହୋଇଥିଲା । ତେବେ ଅସୁସ୍ଥତା କାରଣରୁ ଗତ ୯ ତାରିଖରୁ ଏମ୍ସରେ ଭର୍ତ୍ତି ଚିକିତ୍ସିତ ହେଉଥିଲେ ଅରୁଣ । ଶେଷରେ ଆଜି ମଧ୍ୟାହ୍ନ ୧୨ଟା ୦୭ ମିନିଟ୍ରେ…