ଅସ୍ଥାଇ କାଠ ପୋଲ ଭରସା
ଘୁ. ଉଦୟଗିରି : କନ୍ଧମାଳ ଜ଼ିଲ୍ଲା ଅଧୀନସ୍ଥ କୋଟଗଡ ବ୍ଲକର ପାରିଗଡ଼ ଗ୍ରାମ ପଞ୍ଚଯାତ ଏହି ଗ୍ରାମ ପଞ୍ଚାୟତରେ ରହି ଅଛି ବୋରିକିଆ ଗ୍ରାମ । ପ୍ରାୟ ୫ବର୍ଷରୁ ଉର୍ଦ୍ଧ ହେବ ବରିକିଆ ଗ୍ରାମରେ ଥିବା କଲଭର୍ଟ ଭାଙ୍ଗି ଯାଇଥିଲା । ଘଟଣା ସମ୍ପର୍କରେ ଅଞ୍ଚଳବାସି ପ୍ରଶାସନକୁ ବାରମ୍ବାର ଜଣାଇ ଥିଲେ…
